ଗୁଜୁରାଟକୁ ମୋଦୀଙ୍କ ଆଉ ଏକ ଉପହାର; ସୁରଟରୁ ଭବନଗର ପର୍ଯ୍ୟନ୍ତ ଫେରି ସେବା ଆରମ୍ଭ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟକୁ ଆଉ ଏକ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସୁରଟ ସହିତ ସୌରାଷ୍ଟ୍ରକୁ ଜଳମାର୍ଗ ଦ୍ୱାରା ସଂଯୋଗ କରୁଥିବା ହାଜିରା-ଘୋଘା ରୋ-ପ୍ୟାକ୍ସ ଫେରି ସେବା ଉଦଘାଟନ କରିଛନ୍ତି। ଏହି ସେବା ଆରମ୍ଭ ହେବା ସହିତ ଘୋଘା ଏବଂ ହାଜିରା ମଧ୍ୟରେ…