କରୋନା ବିରୋଧୀ ଲଢ଼େଇରେ ସାହାଯ୍ୟ ପାଇଁ ମୋଦିଙ୍କୁ ଜିନପିଙ୍ଗଙ୍କ ଚିଠି
ନୂଆଦିଲ୍ଲୀ: ଭୂତାଣୁ ବିରୋଧରେ ଭାରତ ଲଢ଼ୁଛି । ପ୍ରତିଦିନ ଦେଶରେ ନୂଆ ନୂଆ ରେକର୍ଡ କରୁଛି କରୋନା । ସପ୍ତାହେରୁ ଅଧିକ ଦିନ ହେଲାଣି ବିଶ୍ୱରେ ଦୈନିକ ସଂକ୍ରମଣ ମାମଲାରେ ଭାରତ ସଭା ଉପରେ ରହିଛି । ଭାରତର ଏଭଳି ଜରୁରୀକାଳୀନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାର୍ତ୍ତା ପଠାଇଛି ଚୀନ ।…