Latest Odisha News

BREAKING NEWS

Browsing Tag

Pm Narendra Modi

ଭାରତୀୟ ହକି ଟିମର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କ୍ୟାପଟେନ୍ ମନପ୍ରୀତଙ୍କ ସହ କଥା ହେଲେ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ହକିରେ ଭାରତ ସ୍ୱର୍ଣ୍ଣିମ ସଫଳତା ଦୋହରାଇ ପାରିଲା ନାହିଁ । କିନ୍ତୁ ସେମିଫାଇନାଲରେ ବେଲଜିୟମ୍ ବିପକ୍ଷ ମ୍ୟାଚରେ କଡ଼ା ମୁକାବିଲା କରି ହାରି ଗଲା । ହାରିଥିଲେ ବି ଦେଶବାସୀଙ୍କ ଦିଲ୍ ଜିତିଛି ଟିମ୍ ଇଣ୍ଡିଆ । ହାରିବା ପରେ ଖେଳାଳିଙ୍କ ମନୋବଳ ବଢ଼ାଇଛନ୍ତି…

‘ମନ୍ କି ବାତ୍’ରେ ସମ୍ବଲପୁରର ଇଷାକ ମୁଣ୍ଡାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କି ବାତରେ ଆଉ ଜଣେ ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁର ଜିଲ୍ଲାର ମଫସଲ ଗାଁର ଇଷାକ ମୁଣ୍ଡାକୁ ତାରିଫ କରିଛନ୍ତି । ଦିନ ମଜୁରିଆ ଶ୍ରମିକ ଭାବରେ କାମ କରନ୍ତି ଇଷାକ । କିନ୍ତୁ ସେ କିଭଳି ଜଣେ ଲୋକପ୍ରିୟ ୟୁଟ୍ୟୁବର ହୋଇଛନ୍ତି ସେକଥା…

ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍ସ । ଜୁଲାଇ ୧୭ରେ ଭାରତୀୟ ଆଥଲେଟ୍ ଜାପାନ ଗସ୍ତରେ ଯିବେ । ତାପୂର୍ବରୁ ଆଜି ଅଲିମ୍ପିକ୍ସରେ ଭାଗ ନେଉଥିବା ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସନ୍ଧ୍ୟା ୫ଟାରେ ସେମାନଙ୍କ ସହ କଥା ହେବେ । ଶୁଭେଚ୍ଛା…

ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ହୋଇପାରେ ମାନସମନ୍ଥନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସୁଛି କେନ୍ଦ୍ର କ୍ୟାବିନେଟ୍ ବୈଠକ । ଦିଲ୍ଲୀ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ପରିସରରେ ଏହି ବୈଠକ ବସିବ । ଏଠାରେ କରୋନା ମୁକାବିଲା, ଟିକାକରଣ ଆଦି ପ୍ରସଙ୍ଗରେ ଆଲୋଚନା ନେଇ ସୂଚନା…

ଜମ୍ମୁ କଶ୍ମୀର ନେତାଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ, ଏଜେଣ୍ଡା ଏବେ ବି ଅସ୍ପଷ୍ଟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତିଛନ୍ତି ସର୍ବଦଳୀୟ ବୈଠକ । ଜମ୍ମୁ କଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତା ଏହି ବୈଠକରେ ଯୋଗ ହେବେ । ଏଥିରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ଗୁପକାର ମେଣ୍ଟ ସମେତ ୧୪ଟି ରାଜନୈତିକ ଦଳ…

ଯୋଗ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: କରୋନା କାଳରେ ଆଶାର କିରଣ ଆଣିଛି ଯୋଗ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ । ମହାମାରୀ ବିରୋଧରେ ଲଢ଼େଇରେ ଯୋଗ ଆଶାର କିରଣ ଆଣିଛି । ଯୋଗ ଆମ ପାଇଁ ସୁରକ୍ଷାକବଚ ଭଳି କାମ କରୁଛି । ଲୋକଙ୍କ ଭିତରେ…

ମୋଦିଙ୍କ ବିରୋଧରେ ବିଦେଶୀ ଧନୀକଙ୍କ ପସନ୍ଦ ପି.ଚିଦାମ୍ବରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମତଦାତାଙ୍କୁ ଆକୃଷ୍ଟ କରିବାକୁ ଏକ ଦୃଢ଼ ବିରୋଧୀ ଚେହେରା ଖୋଜିବା ପାଇଁ ଗତ ସାତବର୍ଷ ଧରି କସରତ ଚାଲିଛି । ଯେଉଁ ରାଜ୍ୟର ନିର୍ବାଚନରେ ବିଜେପି ପରାଜିତ ହେଉଛି, ବିଜେତା ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି…

ଆଜି ଗୁଜରାଟ ଓ ଡିଉରେ ବାତ୍ୟା କ୍ଷୟକ୍ଷତିର ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାତ୍ୟା ତାଉ’ତେ ପ୍ରଭାବରେ ଗୁଜରାଟ ଓ ଡିଉରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଭାବିତ ଅଞ୍ଚଳର ଆଜି ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟ ଓ ଡିଉ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଦିଲ୍ଲୀରୁ ସକାଳ ସାଢ଼େ ୯ଟାରେ ବାହାରି ଭାବନଗରରେ ପହଞ୍ଚିବେ ।…

ବାତ୍ୟା ତାଉ’ତେ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କାଳରେ ବାତ୍ୟା । ଆରବ ସାଗରରେ ଆଗକୁ ବଢ଼ୁଛି ସାଇକ୍ଲୋନିକ୍ ଷ୍ଟର୍ମ ତାଉ’ଡେ । ଅଧିକ ଘନୀଭୂତ ହୋଇ ଗୁଜରାଟ ଉପକୂଳ ମୁହାଁ ହେଉଛି । ବାତ୍ୟାକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସ୍ତୁତି ନେଇ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ…

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ସାଂସଦ ରଘୁନାଥ ମହାପାତ୍ରଙ୍କ ପତ୍ନୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପ୍ରଦୀପ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଢିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟେଲିଫୋନରେ ଶ୍ରୀ ନାୟକଙ୍କ ପତ୍ନୀଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ନାୟକ ବର୍ତ୍ତମାନ ଏମସରେ ଭେଣ୍ଟିଲେଟରରେ ଅଛନ୍ତି ।…