Latest Odisha News

BREAKING NEWS

Browsing Tag

Police

[ଭିଡିଓ] ବିଳମ୍ବିତ ରାତିରେ କିନ୍ନର ଓ ପୋଲିସ ମୁହାଁମୁହିଁ

ପୁରୀ: ଦିନକୁ ଦିନ କିନ୍ନରମାନଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଗତକାଲି ରାତିରେ ପୁରୀରେ ସାମ୍ନାକୁ ଆସିଥିଲା ଅପ୍ରିତୀକର ଘଟଣା । କର୍ତ୍ତବ୍ୟରତ ପୋଲିସ ସହ ମାରପିଟ୍ କରିବା ଅଭିଯୋଗରେ ଏକାଧିକ କିନ୍ନର ଥାନାରେ ଅଟକ ରହିଥିବା ସୂଚନା ରହିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି…

[ଭିଡିଓ] ମହଙ୍ଗା ପଡିଲା ସୋସିଆଲ ମିଡିଆ ମସ୍ତି

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଟସନ୍ ଦେଖାଇବା ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡିଛି । ଉତ୍ତରପ୍ରଦେଶ ଆଗ୍ରା ଅଂଚଳର ମହିଳା ପୋଲିସ କନେଷ୍ଟବଳ ପ୍ରିୟଙ୍କା ମିଶ୍ରା । ଖାକି ପୋଷାକ ପିନ୍ଧି ରଭଲଭର ଧରି ପ୍ରସ୍ତୁତ କରିଥିଲେ ଏକ ସର୍ଟ ଭିଡିଓ । ତେବେ ଭିଡିଓଟିକୁ ସେ ଇନଷ୍ଟାଗ୍ରାମରେ…

ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ ଅଭିଯୋଗ, ଫାଣ୍ଡି ଅଧିକାରୀ ଗିରଫ

ବାଲେଶ୍ୱର: ଚାରିଆଡେ ଖେଳିଥିଲା ବାତ୍ୟା ୟାସ୍‌ର କୋକୁଆ ଭୟ । ସାଧାରଣ ଲୋକଙ୍କୁ ସୁରକ୍ଷା ଓ ସହାୟତା ଦେବା ପାଇଁ ନିୟୋଜିତ ହୋଇଥିଲେ ଓଡ୍ରାଫ୍‌, ଏନ୍‌ଡିଆରଏଫ୍ ଓ ପୋଲିସ ପ୍ରଶାସନ । ତେବେ ଖାସ କରି ବାତ୍ୟା ପରେ ପୋଲିସର ଭୂମିକାକୁ ମିଳିଥିଲା ଭୁରିଭୁରି ପ୍ରଶଂସା । ହେଲେ ବାତ୍ୟା ସମୟରେ ଜଣେ…

ମାଲକାନଗିରିରୁ ହନୁମାନ ପଇସା ରାକେଟର ପର୍ଦ୍ଦାଫାସ, ୩ ଗିରଫ

ମାଲକାନଗିରି: ହନୁମାନ ପଇସା ରାକେଟ୍‌ର ପର୍ଦ୍ଦାଫାସ୍‌ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଗିରଫ ହୋଇଛନ୍ତି ୩ ଜଣ । ଚିତ୍ରକୋଣ୍ଡା ବଜାରରେ ଜଣଙ୍କ ଘରେ ଚଢ଼ାଉ ବେଳେ ବିପୁଳ ପରିମାଣର ହନୁମାନ ପଇସା, ରତ୍ନ ପଥର, ହରିଣ ଛାଲ ଓ ଡବଲ ବ୍ୟାରେଲ ବନ୍ଧୁକ ଜବତ କରିଛି ଚିତ୍ରତକୋଣ୍ଡା ଥାନା…

ପୁରୀରେ ଅପରାଧୀ ଗ୍ୟାଙ୍ଗର ପର୍ଦ୍ଦାଫାସ, ବିପୁଳ ପରିମାଣର ଚୋରା ସାମଗ୍ରୀ ଜବତ

ପୁରୀ : ବଳଙ୍ଗା ପୋଲିସକୁ ସଫଳତା । ଏକ ପେସାଦାର ଅପରାଧୀ ଗ୍ୟାଙ୍ଗକୁ ଗିରଫ କରିବାରେ ସପଳ ହୋଇଛି ପୋଲିସ ବିଭାଗ । ୩ ଜଣ ପେସାଦାର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରା ସାମଗ୍ରୀ ଓ ନଗଦ ୬୬ ହଜାର ଟଙ୍କା ଜବତ କରାଯାଇଛି । କିଛି…

ମଦ ନିଶାରେ ମାନବିକତା ଭୁଲି ଗଲେ ପୋଲିସ କର୍ମଚାରୀ…

କୋରାପୁଟ: ମଦ୍ୟପ ପୋଲିସ ବାବୁଙ୍କ ବର୍ବରତା । ଜଣେ ବୃଦ୍ଧ ଦୋକାନୀ ଚା’ ଦେବାରେ ବିଳମ୍ବ କରିବାରୁ ତାଙ୍କ ଉପରକୁ ଗରମ ଚା’ ଢାଳି ଦେଲେ ପୋଲିସ ହାବିଲଦାର । କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ଘଟିଛି ଏହି ଅମାନବିକତା ଘଟଣା । ଦାମନଯୋଡ଼ି ଥାନାର ହାବିଲଦାର ସାରଥୀ ହୋତା ଏପରି ଗରମ ଚା’ ପକାଇଥିବା…

[ଭିଡିଓ] ଚୋରି କରି ଚମ୍ପଟ୍ ମାରୁଥିଲେ ଚୋର, ଆଉ ତା ପରେ…

ମାଧବରମ୍‌: ଚେନ୍ନାଇରୁ ଭାଇରାଲ୍ ହୋଇଛି ଏହି ଭିଡିଓ । ଚୋରି କରି ଚମ୍ପଟ୍ ମାରିଥିଲେ ଦୁଇଜଣ ଚୋର । ହେଲେ ଅନ୍ ଦ ସ୍ପଟ୍ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କ ହାତରେ ଧରାପଡିଥିଲେ । ଦୁଇଜଣ ଚୋର ବାଇକରେ ପଳାଉଥିବାବେଳେ ତାଙ୍କୁ ମାଡିବସିଥିଲେ ଏକାକି ପୋଲିସକର୍ମୀ । ସୋସିଆଲ୍ ମିଡିଆରେ ଏହି…

ମହଙ୍ଗା ପଡିଲା ମିଛ ମାମଲା, ୫ ଲକ୍ଷ ଗଣିବେ ଥାନା ଅଧିକାରୀ

ଭୁବନେଶ୍ୱର: ମହଙ୍ଗା ପଡିଲା ମିଛ ମାମଲା । ଜୀବିତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଜେଲ୍ ପଠାଇଥିବା ମାମଲାରେ ପୋଲିସକୁ ମହଙ୍ଗା ପଡିଛି । ଏହି ମାମଲାରେ ଏବେ ଥାନା ଅଧିକାରୀଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।…

ଲ୍ୟାଣ୍ଡମାଇନ୍ ଉଦ୍ଧାର, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ପୋଲିସ ଓ ବିଏସ୍‌ଏଫ୍ ଯବାନଙ୍କୁ ମିଳିଛି ବଡ ସଫଳତା । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗୋରାସେତୁ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ । କମ୍ୱିଂ ଅପରେଶନ୍‌ରେ ଗଲା ବେଳେ ମିଳିଲା ଲ୍ୟାଣ୍ଡମାଇନ୍‌। ଏଥିସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସ୍ୱାଭିମାନ…

ପୋଲିସ ପୁଅ ବିରୋଧରେ ଛେଳି ଚୋରି ଅଭିଯୋଗ !

ପୁରୀ: କଥାରେ ଅଛି ବାଡ ଯଦି ଫସଲ ଖାଇବ ଲୋକେ ଗୁହାରି କରିବେ କାହାକୁ । ଠିକ ଏହିପରି ଏକ ଉଦାହରଣ ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି । ଟଙ୍କା, ସୁନା କି ହତ୍ୟାକାଣ୍ଡ ନୁହେଁ, ବରଂ ଛେଳି ଚୋରି କରି ଗିରଫ ହୋଇଛି ଜଣେ ପୋଲିସ କର୍ମଚାରୀଙ୍କ ପୁଅ । ପୋଲିସ ରିପୋର୍ଟ ଅନୁଯାୟୀ ବଳଙ୍ଗା ଅଂଚଳରୁ…