Latest Odisha News

BREAKING NEWS

Browsing Tag

pollution

ଦିଲ୍ଲୀରେ ଗଡ଼ିବନି ଡିଜେଲ କାର୍‌, ଦିଲ୍ଲୀ ପରିବହନ ବିଭାଗ ଦେଲେ ସୂଚନା

ନୂଆଦିଲ୍ଲୀ : ଦିନ କୁ ଦିନ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଅଣନିଶ୍ବାସୀ ହୋଇଗଲେଣି ଲୋକେ  । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏନେଇ ଦିଲ୍ଲୀ ପରିବହନ ବିଭାଗ ନେଇଛନ୍ତି ବଡ଼ ନିଷ୍ପତ୍ତି । ରାଜଧାନୀରେ ଗାଡ଼ି ଚାଲିବା ଉପରେ ଲାଗିଲା ପ୍ରତିବନ୍ଧକ। ଦିଲ୍ଲୀରେ ଗଡ଼ିବନି ଡିଜେଲ…

ଦିଲ୍ଲୀରେ ପ୍ରବଳ ପ୍ରଦୂଷଣ: ଅକ୍ଟୋବର-ଫେବୃଆରୀ ଟ୍ରକ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିଛି । ଏ ସକାଶେ ସରକାରଙ୍କୁ କଡ଼ା ପଦକ୍ଷେପ ନେବାକୁ ପଡ଼ିଛି । ଯାହା ଚଳିତ ବର୍ଷ ଅକ୍ଟୋବର ମାସରୁ ଆସନ୍ତା ବର୍ଷ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସହର ଭିତରକୁ ଟ୍ରକ ପ୍ରବେଶ ବନ୍ଦ କରାଯାଇଛି । ଏହି ସମୟ ଭିତରେ ସହର ଭିତରକୁ କୌଣସି…

କମୁନି ପ୍ରଦୂଷଣ; ଚିନ୍ତାରେ ରାଜଧାନୀବାସୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଏବେ ବି ଅତ୍ୟନ୍ତ ଖରାପ ରହିଛି। ଏୟାର କ୍ୱାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଦବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ରବିବାର ସକାଳେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୪୩୬ ରେ ପଞ୍ଜୀକୃତ ହେବା ସହିତ ଦିଲ୍ଲୀର ବାୟୁ…

ରାଜଧାନୀରେ କମୁନି ପ୍ରଦୂଷଣ; ସ୍ଥିତି ଗୁରୁତର

ନୂଆଦିଲ୍ଲୀ: ଦୀପାବଳିର ଦୁଇ ଦିନ ପରେ ମଧ୍ୟ ଦିଲ୍ଲୀର ଲୋକଙ୍କୁ ପ୍ରଦୂଷଣରୁ ନିସ୍ତାର ମିଳିପାରିନାହିଁ। ଅଣନିଶ୍ବାସୀ ହୋଇପଡ଼ିଛନ୍ତି ଦିଲ୍ଲୀବାସୀ। ରିପୋର୍ଟ ଅନୁଯାୟୀ ଶନିବାର ସକାଳେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 533 ରେ…

ଦୀପାବଳି ପରେ ବିପଦ ସଙ୍କେତ ଟପିଛି ରାଜଧାନୀର ପ୍ରଦୂଷଣ ସ୍ତର

ନୂଆଦିଲ୍ଲୀ: ଦୀପାବଳି ପରେ ଆହୁରି ବଗିଡିଯାଇଛି ରାଜଧାନୀ ଦିଲ୍ଲୀର ଜଳବାୟୁ। ଦିୱାଲୀ ପରେ ରାଜଧାନୀ‌ର ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ହୋଇଛି। ନେହେରୁ ଷ୍ଟାଡିୟମ୍ (୧୧୦୩), ଓଖଲା (୧୧୦୦) ଏବଂ ଆଇଟିଓ (୯୪୮) PM2.5 ସ୍ତରର ରେକର୍ଡ ସହିତ ପ୍ରଦୂଷଣ ସ୍ତର ସମଗ୍ର ସହରରେ ବିପଦ ସଙ୍କେତରୁ…

ସାବଧାନ; ଦିପାବଳୀ ପରେ ଆହୁରି ବିଗିଡିପାରେ ରାଜଧାନୀର ଜଳବାୟୁ

ନୂଆଦିଲ୍ଲୀ: ଦିୱାଲୀ ପରେ ଦିଲ୍ଲୀର ଜଳବାୟୁ 'ଅତ୍ୟନ୍ତ ଖରାପ' ହେବ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ସୂଚନା ମିଳିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ପ୍ରାୟ ୨୦ ଟି ସ୍ଥାନରେ ୩୦୦ ଅତିକ୍ରମ କରିଛି। ବାୟୁର ଗୁଣବତ୍ତା ଦିପାବଳୀ ପରେ ବି ଖରାପ ରହିବ ବୋଲି…

ରାଜଧାନୀରେ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସାତୋଟି ସ୍ଥାନରେ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ ରହିଛି। ବାୟୁର ଗୁଣବତ୍ତା ଅତ୍ୟନ୍ତ ସ୍ତରରେ ପହଞ୍ଚିଛି। ଏହି ଅଞ୍ଚଳରେ ଅବସ୍ଥିତ ମନିଟରିଂ ସେଣ୍ଟରଗୁଡିକର ବାୟୁ ଗୁଣବତ୍ତା ସୂଚକାଙ୍କ ଗୁରୁବାର ଦିନ ୩୦୦ ମାର୍କ ଉପରେ ରହିଛି। SAFAR ଆକଳନ କରିଛି ଯେ ଦିଲ୍ଲୀର…

ମହାନଦୀ ଅଧିକ ମାତ୍ରାରେ ପ୍ରଦୂଷିତ ; ଓଡ଼ିଶାର ଅଧିକାଂଶ ନଦୀଜଳ ପିଇବା ଉପଯୋଗୀ ନୁହେଁ

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ନଦୀ ଓ ଏହାର ଶାଖା ନଦୀ ଗୁଡିକ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ଓଡିଶା ଜଳ ଯୋଗାଣ ଓ ପରିମଳ ବୋର୍ଡ (ଓ.ଡବ୍ଲ୍ୟୁ ଏସ.ଏସ.ବି) ଦେଇଥିବା ରିପୋର୍ଟ ଅନୁଯାୟୀ ବିଶେଷ କରି ମହାନଦୀର ଜଳ ମୁହାଣରେ ଅଧିକ ମାତ୍ରାରେ ଦୂଷିତ ଅଟେ । ନିକଟରେ ମହାନଦୀ ଓ ଏହାର…