ଇନଷ୍ଟାଗ୍ରାମ ରିଚ୍ ତାଲିକାରେ ୨୭ ତମ ସ୍ଥାନରେ ଅଭିନେତ୍ରୀ ପ୍ରିୟଙ୍କା
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨୦୨୧ର ଇନଷ୍ଟାଗ୍ରାମ ରିଚ୍ ତାଲିକାରେ ୨୭ ତମ ସ୍ଥାନ ଅଧିକାର କରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା।
ସେ ଫଟୋ-ବ୍ଲଗିଂ ଆପରେ ସେୟାର କରିଥିବା ପ୍ରତ୍ୟେକ ପ୍ରମୋସନାଲ ପୋଷ୍ଟ…