କଶ୍ମୀର ଗେଟ ହନୁମାନ ମନ୍ଦିରରେ ପ୍ରିୟଙ୍କାଙ୍କ ସହ ରାହୁଲ; ଏହି ମନ୍ଦିର ସହ ରହିଛି ପାରିବାରିକ ସମ୍ପର୍କ
ନୂଆଦିଲ୍ଲୀ: ବ୍ରେକ ପରେ ପୁଣି ଆରମ୍ଭ ହୋଇଛି ରାହୁଲଙ୍କ ଭାରତ ଯୋଡୋ ଯାତ୍ରା । ଏହି ଯାତ୍ରାର ନେତୃତ୍ୱ ନେଇଛନ୍ତି ନିଜେ ରାହୁଲ । ଦିଲ୍ଲୀର କାଶ୍ମୀର ଗେଟ ପାଖରେ ଥିବା ପ୍ରାଚୀନ ହନୁମାନ ମନ୍ଦିର ଦର୍ଶନ କରିଛନ୍ତି ରାହୁଲ ।
ଶୀତକାଳୀନ ବ୍ରେକ ପରେ ପ୍ରିୟଙ୍କା ଗାନ୍ଧିଙ୍କ ସହ ପୁଣି…