Latest Odisha News

BREAKING NEWS

Browsing Tag

puri

ପୁରୀରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ, ୨ ଯୁବକ ଗିରଫ

ପୁରୀ: ବାଟ ହୁଡ଼ୁଛନ୍ତି ଯୁବପିଢ଼ି । ବାଇୟା କରୁଛି ବ୍ରାଉନସୁଗାର । ପୁରୀରୁ ପୁଣି ଥରେ ଜବତ ହୋଇଛି ଧଳା ଜହର । ଆଜି ଅବକାରୀ ବିଭାଗର ସ୍କ୍ୱାଡ ପୁରୀର ଗଙ୍ଗାରାମ ନୂଆସାହିରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ମାମଲାରେ ନୂଆସାହିର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ୨…

ସିଂହଦ୍ଵାର ଥାନାରେ ହାଜର ହେବେ ଅନିମେଶ ଚକ୍ରବର୍ତ୍ତୀ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ପୁରୀ ଏସ୍ପି । କହିଲେ ଆଇନଗତ  ଭାବରେ ଅନିମେଶଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ…

ଦିନେ ଚାଲୁଥିଲା ପାଞ୍ଚ ପାଞ୍ଚୋଟି ହଲ୍, ଏବେ ଗୋଟେ ନାହିଁ

ପୁରୀ: ଐତିହ୍ୟ ନଗରୀ ପୁରୀ । ବିଶ୍ୱ ଦରବାରରେ ପୁରୀର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ଦିନେ ପୁରୀ ସହରରେ ପାଞ୍ଚ ପାଞ୍ଚଟି ପ୍ରେକ୍ଷାଳୟ ଥିଲା । ସହରର ଉନ୍ନତି ହେଉଥିବା ବେଳେ ପୁରୁଣା ସିନେମା ହଲ୍ ଏବେ ନିଜର ଅସ୍ତିତ୍ୱ ଖୋଜୁଛନ୍ତି । ପୁରୀର ଲକ୍ଷ୍ମୀ…

ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା, କ୍ଷମା ମାଗିଲେ ୟୁଟ୍ୟୁବର ଅନିମେଶ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା । ହାଡଯୋଡ଼ି କ୍ଷମା ମାଗିଲେ ୟୁଟ୍ୟବର ଅନିମେଶ । ସୂଚନା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିଲେ ୟୁଟ୍ୟବର ଅନିମେଶ  । ଆଉ ନିଜ ୟୁଟ୍ୟୁବ ଆକାଉଣ୍ଟରେ ଶ୍ରୀମନ୍ଦିର ଭିଡିଓ ଅପଲୋଡ କରିଥିଲେ  । ଯାହାକୁ ନେଇ ବିବାଦ…

ମହାପ୍ରଭୁଙ୍କୁ ଶୀତ; ଶ୍ରୀଜିଉଙ୍କୁ ଲାଗି ହେବ ଘୋଡ଼

ପୁରୀ: ଶ୍ରୀମନ୍ଦିରରେ ହେବ ଶ୍ରୀଜୀଉଙ୍କ ଘୋଡଲାଗି ନୀତି । ଓଢଣ ଷଷ୍ଠୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ।  ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ଵାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଆଜି ମହାପ୍ରଭୁଙ୍କ ଘୋଡଲାଗି ନୀତି । ସକାଳଧୂପ ବଢିବା ପରେ ମଇଲମ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ପୁରୀରେ ଧର୍ମଶାଳା ପାଇ ଜମି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଛନ୍ତି । ପ୍ରଥମେ ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ 5T ଉପକ୍ରମରେ ମୁଖ୍ୟମନ୍ତ୍ରୀ…

ଶ୍ରୀମନ୍ଦିର ନାଟମଣ୍ଡପର ଯାଞ୍ଚ କଲେ ଏଏସ୍ଆଇ

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପର ମରାମତି ଦିଗରେ ତତ୍ପରତା । ଆଜି ଶ୍ରୀମନ୍ଦିର ନାଟ ମଣ୍ଡପ ଯାଞ୍ଚ କରିଛନ୍ତି ଏଏସ୍ଆଇ ଉପରିସ୍ଥ ଅଧିକାରୀ ଓ ବିଶେଷଜ୍ଞ ଟିମ୍ । କ୍ରାକ୍‌ ମିଟର ମନିଟରିଂ ମଧ୍ୟ କରାଯାଇଛି । ରିଡିଙ୍ଗ ଅନୁଯାୟୀ ନାଟମଣ୍ଡପର ସ୍ଥିତି ସେତେଟା ଖରାପ ନାହିଁ ବୋଲି ଜଣାପଡିଛି । ଏହି…

ବେଳାଭୂମିରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର 

ପୁରୀ: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ବେଳାଭୂମି ନିକଟରୁ ଜଣେ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରେ ଜଣେ ଯୁବତୀ ମୁହଁ ମାଡ଼ି ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ  । ମୃତ ଯୁବତୀ ଜଣକ…

ପୁରୀ ବେଳାଭୂମି ମାର୍ଗ ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ

ପୁରୀ: ସୁନ୍ଦର ଦିଶିବ ଶ୍ରୀକ୍ଷେତ୍ର, ଚାଲିଛି ଉଚ୍ଛେଦ । ଅଭଡ଼ା ଯୋଜନା ଅନ୍ତର୍ଗତ ବିଚ୍ ଫ୍ରଣ୍ଟ ଡେଭେଲପମେଣ୍ଟ ଯୋଜନାରେ ପୁରୀ ବେଳାଭୂମି ମାର୍ଗକୁ ପ୍ରଶସ୍ତିକରଣ କରାଯାଉଛି । ପର୍ଯ୍ୟଟକ ମାନଙ୍କ ଚଳପ୍ରଚଳ ଓ ବେଳାଭୂମି ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ସୌନ୍ଦର୍ଯ୍ୟକରଣ କରାଯାଉଛି । ଗତ…

ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ ପୋଲିସକୁ ମନା ସ୍ମାର୍ଟଫୋନ୍

ପୁରୀ: ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ କୌଣସି ପୋଲିସ କର୍ମଚାରୀ ସ୍ମାର୍ଟଫୋନ୍ ଧରିବେ ନାହିଁ । ଏନେଇ ଆଜି ପୁରୀ ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି । କୌଣସି ପୋଲିସ ଅଧିକାରୀ ମଧ୍ୟ ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ ସ୍ମାର୍ଟଫୋନ୍ ଧରିବେ ନାହିଁ । ହୋମ୍‌ଗାର୍ଡ, OSAP ଯବାନଙ୍କ ସହ…