ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ ପୋଲିସକୁ ମନା ସ୍ମାର୍ଟଫୋନ୍
ପୁରୀ: ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ କୌଣସି ପୋଲିସ କର୍ମଚାରୀ ସ୍ମାର୍ଟଫୋନ୍ ଧରିବେ ନାହିଁ । ଏନେଇ ଆଜି ପୁରୀ ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି । କୌଣସି ପୋଲିସ ଅଧିକାରୀ ମଧ୍ୟ ଶ୍ରୀମନ୍ଦିରରେ ଡ୍ୟୁଟି ବେଳେ ସ୍ମାର୍ଟଫୋନ୍ ଧରିବେ ନାହିଁ ।
ହୋମ୍ଗାର୍ଡ, OSAP ଯବାନଙ୍କ ସହ…