Latest Odisha News

BREAKING NEWS

Browsing Tag

puri

ମହାପ୍ରଭୁଙ୍କର ବାଳ ଧୂପ ଓ ରାଧା ଦାମୋଦର ବେଶ 

ପୁରୀ : କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କର ରାଧା ଦାମୋଦର ବେଶ ହୋଇଥାଏ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ବେଶରେ ମହାପ୍ରଭୁଙ୍କ ପାଖରେ ବିଶେଷ ଭୋଗ ଲାଗିଥାଏ ଯାହା ବାଳ ଧୂପ ନାମରେ ପରିଚିତ।ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ ,…

ପୁରୀରେ ଆରମ୍ଭ ହେଲା ଦେଶର ଦ୍ୱିତୀୟ ବେଦ ବିଦ୍ୟାଳୟ

ପୁରୀ: ପୁରୀରେ ଲୋକାର୍ପିତ ହୋଇଛି ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ । ନୂତନ ଶିକ୍ଷାନୀତି ଆଧାରରେ ପୁରୀରେ ଜଗନ୍ନାଥଙ୍କ ନାମରେ ନାମିତ ଏହି ବେଦ ବିଦ୍ୟାଳୟକୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପିତ କରିଛନ୍ତି । ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ…

ପୁରୀରେ ଆସନ୍ତାକାଲି ଉଦଘାଟିତ ହେବ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ

ପୁରୀ: ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁଯାୟୀ ପୁରୀରେ ଆସନ୍ତାକାଲି ଉଦଘାଟିତ ହେବ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ । ଭାରତର ପ୍ରମୁଖ ପାଞ୍ଚଟି ସ୍ଥାନରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ପୁରୀରେ ଆସନ୍ତାକାଲି ଏହାକୁ ଉଦଘାଟନ କରିବେ କେନ୍ଦ୍ର…

ପୁରୀ ଦଙ୍ଗାକୁ ୪ ବର୍ଷ, ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବଳିଦାନ ଦିବସ ପାଳନ

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ଯବସ୍ଥାକୁ ନେଇ ବନ୍ଦ ପାଳନ ଓ ପୋଡ଼ାଜଳା ଘଟଣାକୁ ୪ ବର୍ଷ ପୂରିଛି । ୨୦୧୮ ଅକ୍ଟୋବର ୩ରେ ଶ୍ରୀଜଗନ୍ନାଥ ସେନା ପୁରୀରେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲା । ହେଲେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ନେଇଥିଲା ଦଙ୍ଗାର ରୂପ । ବଡ଼ଦାଣ୍ଡରେ ବ୍ୟାପକ…

ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର, ଚାଲିଛି ମହାନବମୀ ପୂଜା

ପୁରୀ: ଦୁର୍ଗାପୂଜା ପାଇଁ ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର। ଆଜି ଶ୍ରୀକ୍ଷେତ୍ରରେ କ୍ଷେତ୍ରାଧୀଶ୍ଵରୀ ମା ବିମଳାଙ୍କ ସହ ବିଭିନ୍ନ ପୀଠରେ ପାଳିତ ହେଉଛି ପବିତ୍ର ମହାନବମୀ। ଷୋଡଶ ଉପଚାର ସହ ମାଙ୍କର ଗୁପ୍ତପୂଜା ଚାଲିଛି। ମହାଷ୍ଟମୀରେ ମା ଵିମଳାଙ୍କ ନିକଟରେ ଛାଗ ବଳୀ ପଡିବାର ପରମ୍ପରା ରହିଛି।…

ପୁରୀ ମେ ଫେୟାର ହୋଟେଲ୍ ରୁମରୁ ଅଣଓଡ଼ିଆ ମହିଳାଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ମେ ଫେୟାର ହୋଟେଲର ଏକ ରୁମରୁ ଜଣେ ଅଣଓଡ଼ିଆ ପର୍ଯ୍ଯଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହୋଟେଲର ୧୧୧୧ ନମ୍ବର ରୁମରେ ମହିଳା ଜଣଙ୍କ ରହୁଥିବା ବେଳେ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି । ଆଜି ମେଫେୟାର ହୋଟେଲରେ…

ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ୍ ମିଳିଲା, ପ୍ରମାଣ ଅଛି ତ ?

ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ଯ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅନେକ ପ୍ରଶ୍ନ ଉଠୁଛି । ବିଶେଷ କରି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର କରିଥିବା ଫେସବୁକ୍ ପୋଷ୍ଟ ଯେତିକି ଚିନ୍ତାଜନକ ସେତିକି ସମ୍ବେଦନଶୀଳ । ମୃତ୍ୟୁର ମାତ୍ର କେଇ ମିନିଟ୍ ପୂର୍ବରୁ ଧର୍ମେନ୍ଦ୍ର…

ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟୁ ଉଚ୍ଛେଦ ମଠର ପୁନଃ ନିର୍ମାଣ କେବେ ?

ପୁରୀ: ଶ୍ରୀକ୍ଷେତ୍ରରେ ଉଜୁଡ଼ିବାରେ ଲାଗିଛି ମଠ ସଂସ୍କୃତି । ଶ୍ରୀମନ୍ଦିର ନୀତିକାନ୍ତି ସହିତ ପୁରାତନ କାଳରୁ ଜଡ଼ିତ ମଠ ଧିରେ ଧିରେ ଲୋପ ପାଉଛି । ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ସୁରକ୍ଷା ଜୋନ୍ ମଧ୍ୟରେ ୧୯ଟି ଐତିହାସିକ ମଠ ଉଚ୍ଛେଦ ହୋଇଥିଲା । ପରିକ୍ରମା ପ୍ରକଳ୍ପ ପାଇଁ ଉତ୍ତରପାର୍ଶ୍ୱ…

ପୁରୀ ସହରରେ କେବେ ବିଛାଯିବ ଭୂତଳ ବିଦ୍ୟୁତ୍ ତାର ?

ପୁରୀ: ଅସରାଏ ବର୍ଷା, ଦୁଲୁକାଏ ପବନରେ କଟି ଯାଉଛି ବିଦ୍ୟୁତ୍ । ପୁରୀର ଇତିହାସ ସହ ଭୂଗୋଳ ବଦଳୁଛି । କିନ୍ତୁ ପୁରୀବାସୀ ଦୀର୍ଘଦିନରୁ ସାମ୍ନା କରୁଥିବା ବିଦ୍ୟୁତ୍ ସମସ୍ୟାର ଅନ୍ତ ହେଉନି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ କରିବାକୁ ଲକ୍ଷ୍ୟ ରଖି କାମ କରୁଛନ୍ତି ସରକାର । ସମୁଦ୍ର…

ବଦଳିବ ପୁରୀ ଲୋକନାଥ ମନ୍ଦିର ପୀଠର ଦୃଶ୍ୟ

ପୁରୀ : ଖୁବଶୀଘ୍ର ପୁରୀ ଲୋକନାଥ ମନ୍ଦିରର କରାଯିବ ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ  ଆଗେଇ ଚାଲିଥିବା ବେଳେ ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରର ଉନ୍ନତିକରଣ ଓ…