Latest Odisha News

BREAKING NEWS

Browsing Tag

puri

ଶ୍ରୀମନ୍ଦିର ପାଖ କାକୁଡ଼ି ଖାଇ ଛକଠାରୁ ସ୍ୱର୍ଗଦ୍ୱାର ରାସ୍ତା ପ୍ରଶସ୍ତିକରଣ, ପ୍ରଥମେ ଥଇଥାନ ପରେ ବିସ୍ଥାପନ ଦାବି

ପୁରୀ: ଝଲସିବ ଶ୍ରୀକ୍ଷେତ୍ର, ବଢ଼ିବ ଗାରିମା । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ୭୫ ମିଟର ଚୌହଦୀରୁ ଉଚ୍ଛେଦ ସରିଥିବା ବେଳେ ଏବେ ଶ୍ରୀମନ୍ଦିର ପାଖ କାକୁଡ଼ି ଖାଇ ଛକଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ରାସ୍ତା ଖୁବଶୀଘ୍ର ପ୍ରଶସ୍ତିକରଣ ହେବ । ଗୋଟିଏ ସରଳରେଖାରେ ରହିବ କାକୁଡ଼ିଖାଇରୁ ସ୍ୱର୍ଗଦ୍ୱା…

ତାଳପତ୍ରରେ ନିଖୁଣ ଖୋଦେଇ ପାଇଁ ଜାତୀୟ ପୁରସ୍କାର ପାଇବେ ପୁରୀର ୨ ମହିଳା

ପୁରୀ: ତାଳ ପତ୍ରରେ ନିଖୁଣ ଖୋଦେଇ ପାଇଁ ପୁରସ୍କାର । ପୁରୀରୁ ୨ ଜଣ ଓ ଯାଜପୁରରୁ ଜଣଙ୍କୁ ତାଳପତ୍ରରେ ନିଖୁଣ ଖୋଦେଇ ପାଇଁ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତାଳପତ୍ର ପୋଥି ଚିତ୍ର କାରିଗରୀ ଉପସ୍ଥାପନ କରି ପୁରସ୍କୃତ ହେବାକୁ ଯାଉଛନ୍ତି ପିପିଲି ବଜାର ଭବାନୀପୁରର ଜଣାଶୁଣା…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଯାଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବ । ଏହା ପରେ ଶ୍ରୀବିଗ୍ରହ ମାନଙ୍କୁ ନୂଆ ଲୁଗା…

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ପୁରୀର ଈଶ୍ୱର ଚନ୍ଦ୍ର

ନୂଆଦିଲ୍ଲୀ: ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି । ଗୁରୁ ଦିବସରେ ଦିଲ୍ଲୀରେ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଈଶ୍ୱରଙ୍କ ସହ ୪୬ ଜଣ ଶିକ୍ଷକଙ୍କୁ ପୁରସ୍କୃତ କରିଛନ୍ତି । ନିମାପଡ଼ା ବ୍ଲକ…

[ଦେଖନ୍ତୁ ଭିଡିଓ] ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ

ପୁରୀ: ଜାତୀୟ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ । ଗୁରୁ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଈଶ୍ୱର ଚନ୍ଦ୍ର ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିବେ । ଚଳିତ ବର୍ଷ ଦେଶରୁ ୪୬ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଈଶ୍ୱର…

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା

ଭୁବନେଶ୍ୱର : ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ହୋଇଛନ୍ତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା  । ବିଶ୍ୱବିଦ୍ୟାଲୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି  । ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ…

ଶ୍ରୀମନ୍ଦିରରେ ସଂସ୍କାର ପ୍ରସଙ୍ଗ: କେବେ କାର୍ଯ୍ୟକାରୀ ହେବ ସୁପ୍ରିମକୋର୍ଟଙ୍କ ଆଦେଶ ?

ପୁରୀ: କୋଟିକୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ସେଥିପାଇଁ ହଜାରହଜାର ଭକ୍ତ ଶ୍ରୀମନ୍ଦିରକୁ ଆସିଥାନ୍ତି  । ତେବେ ପୁରୀ ଆସିବା ବେଳେ ଅନେକ ଶ୍ରଦ୍ଧାଳୁ ଭିନ୍ନ ଅଭିଯୋଗ କରିଯାଇଥାନ୍ତି । ଶ୍ରଦ୍ଧାଳୁଙ୍କ ଅଭିଯୋଗ ଆଜିର ନୁହଁ ବର୍ଷ…

[ଦେଖନ୍ତୁ ଭିଡିଓ] ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁର ତଣ୍ଟି କାଟି ହତ୍ୟା ଉଦ୍ୟମ

ପୁରୀ: ଜେଲ୍ ଭିତରେ ତଣ୍ଟି କାଟି ହତ୍ୟା ଉଦ୍ୟମ । ଆକ୍ରମଣରେ ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ଧୀଧେନ୍ଦ୍ରନାଥ ଓରଫ୍ ପପୁ ବରାଳ ଗୁରୁତର ହୋଇଛି । ତାକୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦାଦାବଟି ମାମଲାରେ ଚଳିତ ମାସ ୨୩ ତାରିଖରେ ସମୁଦ୍ରକୂଳ ଥାନା ପୋଲିସ…

ସିଂହଦ୍ଵାର ସମ୍ମୁଖ ଅରୁଣ ସ୍ତମ୍ଭରେ ଫାଟ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ ଦେଖା ଦେଇଛି । କିଭଳି ଭାବେ ଏହି ସ୍ତମ୍ଭରେ ଫାଟ ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଭବିଷ୍ୟତରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ସ୍ତମ୍ଭର…

ବନ୍ୟା ପାଣି ଛାଡ଼ିବା ପରେ ଭୁଶୁଡ଼ିଲା ୨ ଶହ ମିଟର ନଦୀ ବନ୍ଧ

ପୁରୀ: ଲଗାଣ ବର୍ଷା ପରେ ଆସିଥିବା ବନ୍ୟା ଛାଡ଼ି ଯାଇଛି । ନଦୀର ଜଳସ୍ତର ହ୍ରାସ ପାଇବା ସହ ସ୍ଥାନେ ସ୍ଥାନେ ଶୁଖି ବାଲି ଦେଖା ଗଲାଣି । ବନ୍ୟା ପାଣି ଛାଡ଼ିବା ପରେ ଭାର୍ଗବୀ ନଦୀର ଶାଖା ନଦୀ ନୂଆନଈରେ ନଦୀ ବନ୍ଧ ଭୁଶୁଡ଼ି ପଡ଼ିଛି । ଜମାରସୁଆଁ ଗାଁ ନିକଟରେ ନୂଆନଈ ବାମପାର୍ଶ୍ଵ ବନ୍ଧର ୨ଶହ…