Latest Odisha News

BREAKING NEWS

Browsing Tag

puri

ପୁରୀର ରାସ୍ତାଘାଟରେ ବିକ୍ରି ହେଉଛି ଆମିଷ, ୩ ବର୍ଷ ପରେ ବି ସରୁନି ସ୍ୱଚ୍ଛ ମାଛ ବଜାର ନିର୍ମାଣ

ପୁରୀ: ଅବଧି ଶେଷ ପରେ ବି ଅଧାଗଢ଼ା ନିର୍ମାଣ । ୩ ବର୍ଷ ପରେ ବି ସରୁନି ପୁରୀର ସ୍ୱଚ୍ଛ ମାଛ ବଜାର ପ୍ରକଳ୍ପ । ମାଛ ଦୋକାନୀଙ୍କୁ ଥଇଥାନ ଲକ୍ଷ୍ୟରେ ୨୦୧୯ ମସିହାରେ ପୁରୀରେ ଆରମ୍ଭ ହୋଇଥିଲା ସ୍ୱଚ୍ଛ ମାଛ ବଜାରର ନିର୍ମାଣ । ୬ କୋଟି ଟଙ୍କା ବ୍ଯୟରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ସ୍ୱଚ୍ଛ ମାଛ…

ପ୍ରତିକୂଳ ପାଗରେ ପରାକ୍ରମ ଦେଖାଇଲା ବାୟୁସେନା, ବନ୍ଦେ ମାତରମ୍ ଧ୍ୱନିରେ କମ୍ପିଲା ବେଳାଭୂମି

ପୁରୀ: ସମୟ ସକାଳ ୧୦ଟା ୪୫ । ପ୍ରତିକୂଳ ପାଗ, ଏୟାର ଶୋକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ସହ ଥିଲା ଉତ୍କଣ୍ଠା । ଚାହୁଁ ଚାହୁଁ ପୁରୀ ବେଳାଭୂମିର ନୀଳଆକାଶ ଚିରି ସମୁଦ୍ର ଉରେ ଘୂରି ବୁଲିଥିଲା ଭାରତୀୟ ବାୟୁ ସେନାର ୯ଟି ଲଢ଼ୁଆ ହକ୍ ବିମାନ । ସମୁଦ୍ର ଉପରେ ବିମାନରେ ଗୋଟିଏ ପରେ ଗୋଟିଏ ରଣକୌଶଳ…

ରତ୍ନଭଣ୍ଡାର ଖୋଲିବା ନେଇ ବିଜୟ ମହାପାତ୍ରଙ୍କ ଦାବୀ

ଭୁବନେଶ୍ୱର : ରତ୍ନଭଣ୍ଡାର ଖୋଲିବା ନେଇ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି  । ସେ କହିଛନ୍ତି  ନିକଟରେ ଆମିକ୍ୟସ କ୍ୟୁରି କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଆସିଥିଲେ। ସେ ଅନୁଭବ କରିଛନ୍ତି ସୁରକ୍ଷା ଓ ମରାମତି ଦିଗରେ…

ପୁରୀରେ ଆମିକସକ୍ୟୁରି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ କଲେ ଆଲୋଚନା

ପୁରୀ: ପୁରୀରେ ଓଡ଼ିଶା ହାଇକୋର୍ଟର ଆମିକସକ୍ୟୁରି ଏନ.କେ ମହାନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ କରିଛନ୍ତି ଆମିକସକ୍ୟୁରି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏଏସ୍ଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ନେଇ…

ସଙ୍କୁଚିତ ହେଉଛି ବାଲୁଖଣ୍ଡ ଅଭୟାରଣ୍ୟ, କୋଷ୍ଟାଲ ରେଗୁଲେସନ୍ ଜୋନ୍ ନିୟମର ହେଉଛି ଉଲ୍ଲଂଘନ

ପୁରୀ: ଉଚ୍ଚ ଜୁଆର ଆସୁଥିବା ସମୁଦ୍ରର ୫୦୦ ମିଟର ଦୂରରେ ସ୍ଥାୟୀ ନିର୍ମାଣର ନିୟମ ରହିଥିବା ବେଳେ ପୁରୀରେ ଉଲ୍ଲଂଘନ ହେଉଛି । ବାଲୁଖଣ୍ଡ ଅଭୟାରଣ୍ୟର ଅତି ନିକଟରେ ସ୍ଥାୟୀ ଜନବସତି ଗଢ଼ି ଉଠିଥିବା ବେଳେ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (PKDA), ବନ ବିଭାଗ ଓ ଜିଲ୍ଲା ପ୍ରଶାସନ…

ପୁଣି ଡରାଇଲେ ବିଶ୍ୱେଶ୍ୱର ଟୁଡୁ, ରାଜ୍ୟରେ ରେଡ୍ କରିବ କି ED, CBI ?

ପୁରୀ: ପୁଣି ଡରାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଘାଣ୍ଟିବ କେନ୍ଦ୍ରୀୟ ସଂସ୍ଥା । ପରୋକ୍ଷରେ କହିଲେ ରାଜ୍ୟରେ ହେବ ଇଡି, ସିବିଆଇ ରେଡ୍ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଗୋଟି ଚାଳନା କରୁଛି ବିଜେପି । ବିଭିନ୍ନ ରାଜ୍ୟରେ କ୍ଷମତାକୁ…

ଶ୍ରୀମନ୍ଦିରରେ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ…

ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର, କେନ୍ଦ୍ରୀୟ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ

ପୁରୀ: ବିଜେପିକୁ ଧୋକା ଦେଇଛି ବିଜେଡି । ଆମେ ବିଜେଡି ସାଙ୍ଗରେ ୯ ବର୍ଷ ଥିଲୁ । ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ । ଏବେ ଆମେ ପ୍ରତିଶୋଧ ନେବୁ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । କେନ୍ଦ୍ରରେ ସଂଖ୍ୟା…

ଇଂଲଣ୍ଡରୁ କୋହିନୂର ହୀରା ଫେରାଇ ଆଣିବା ଲାଗି ଜୋର୍ ଧରିଲା ଦାବି

ପୁରୀ: ଫେରିବ କି କୋହିନୂର ହୀରା ? ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଇବ କି ଦୁର୍ମୂଲ୍ୟ କୋହିନୂର ହୀରା ? ସଫଳ ହେବ କି ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ? ବ୍ରିଟେନ୍ ରାଣୀଙ୍କ ଦେହାନ୍ତ ପରେ ଏବେ ଏଭଳି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି ଅଗଣିତ ଜଗନ୍ନାଥ…

ପୁରୀରେ କାର୍ତ୍ତିକ ହବିଷ୍ୟାଳୀମାନଙ୍କ ରହଣି ପାଇଁ କାଲିଠୁ ପଞ୍ଜିକରଣ ଆରମ୍ଭ

ପୁରୀ: ପବିତ୍ର କାର୍ତ୍ତିକ ମାସରେ ‘ରାଈଦାମୋଦର ବ୍ରତ’ ପାଇଁ ହବିଷ୍ୟାଳୀମାନଙ୍କ ଲାଗି ରହିବା ବ୍ୟବସ୍ଥା କରିବ ପୁରୀ ପ୍ରଶାସନ । ହବିଷ୍ଯାଳୀମାନଙ୍କ ରହଣି, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ ।…