Latest Odisha News

BREAKING NEWS

Browsing Tag

puri

ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍ ଇଂଜିନ୍‌

ପୁରୀ: ଟ୍ରକ୍‌ରୁ ଲାଇନ୍ ଚ୍ୟୁତ ହେଲା ୩ଟି ବଗି । ପୁରୀ ଚନ୍ଦନପୁର-ତୁଲସୀଚଉରା ମଧ୍ୟରେ ଏକ ଖାଲି ଟ୍ରେନ୍‌ର ଇଂଜିନ୍‌, ଆଗ ୩ଟି ବଗି ଓ ପଛର ଗୋଟିଏ ଚକା ଲାଇନ୍‌ଚ୍ୟୁତ ହୋଇଛି । ଖୋର୍ଦ୍ଧା ରୋଡରୁ ଆସୁଥିବା ବେଳେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡିଛି । ତେବେ କେଉଁ କାରଣ ଯୋଗୁଁ…

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା, ଜାଣନ୍ତୁ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଜାରି ଥିବା ଶବଦାହ କଟକଣାକୁ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଠାଇବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ “ବର୍ତ୍ତମାନର କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ ଆମେ ପୁରୀ ସ୍ୱର୍ଗଦ୍ୱାରରେ ଲାଗୁ କରାଯାଇଥିବା…

କିଭଳି ହେବ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ? ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡିଲା ଜଗନ୍ନାଥ ସେନା

ପୁରୀ: କୋଭିଡ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବା ସହ କିଭଳି ହେବ ଶ୍ରୀଜିଉଙ୍କ ନାଗାର୍ଜୁନ । ଭକ୍ତମାନେ ନାଗାର୍ଜୁନ ବେଶର ଦର୍ଶନ କିଭଳି କରିବେ । ଏନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଧାର୍ମିକ ମତ ପାଇଁ ଲୋଡିଛି ଶ୍ରୀଜଗନ୍ନାଥ ସେନା । ଜଗତଗୁରୁଙ୍କ ଗୋବଦ୍ଧନ ପୀଠକୁ ଆସି ଶ୍ରୀଜଗନ୍ନାଥ ସେନା…

ବ୍ଲୁଫ୍ଲାଗ ବିଚ୍‌ରେ ଯୋଗ କଲେ ମନ୍ତ୍ରୀ, ବିଧାୟକ

ପୁରୀ: ବ୍ଲୁଫ୍ଲାଗ ବିଚ୍‌ରେ ଚାଲିଛି ‘ମୋ ବିଚ୍ ଯୋଗ’ ଅଭିଯାନ । ଦ୍ୱିତୀୟ ଦିନରେ ଫୁସଫୁସ୍‌ ଓ ହୃତପିଣ୍ଡ ଜନିତ ସମସ୍ୟାରୁ କେମିତି ମୁକ୍ତି ମିଳିବ? ତାହା ଉପରେ ଯୋଗ ଶିକ୍ଷକମାନେ ଯୋଗାଭ୍ୟାସ କରାଉଛନ୍ତି। ଏଥିରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ…

ବଗଲା ମାମଲା: ସରକାରଙ୍କୁ ଜବାବ ତଲବ

କଟକ: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ବଗଲା ଧର୍ମଶାଳା ଜମିରେ ଶ୍ରୀ ଜଗନ୍ନାଥଙ୍କ ମାଲିକାନା ବାବଦରେ ତଥ୍ୟ ରଖିବାକୁ କୋର୍ଟ ଜବାବ ମାଗିଛନ୍ତି । ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି ।…

ଶ୍ରୀକ୍ଷେତ୍ରରେ ଶ୍ରୀସେତୁ ପାଇଁ ଜନଶୁଣାଣି

ପୁରୀ: ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ସହର କରିବାକୁ ପ୍ରୟାସ । ଖୁବ୍‌ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ୍ ବ୍ରିଜ ବା ଶ୍ରୀସେତୁ । ଏଥିପାଇଁ ଆଜି ପ୍ରକଳ୍ପ ପ୍ରଭାବିତ ୪ଟି ମୌଜାର ଜନଶୁଣାଣି ଆରମ୍ଭ ହୋଇଛି । ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି ଓ ଦାଣ୍ଡିମାଳ ସାହିର ଲୋକେ…

ବଗଲା ପାଇଁ ବିଜେପିର ପଦଯାତ୍ରା

ପୁରୀ: ବଗଲା ଧର୍ମଶାଳା ପାଇଁ ବିଜେପିର ବିରାଟ ପଦଯାତ୍ରା । ବଗଲା ଧର୍ମଶାଳା ବିକ୍ରିକୁ ବିରୋଧ କରି ବିଜେପି ପକ୍ଷରୁ ୨୭ ଦିନ ଧାରଣାରେ ବସିବା ପରେ ଆଜି ଏକ ଶୋଭଯାତ୍ରା ବାହାରିଛି । ପଦଯାତ୍ରାରେ ପୁରୀରୁ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବାକୁ ଆସୁଛନ୍ତି । ସିଂହଦ୍ୱାରଠାରୁ…

ଆଜିଠୁ ପୁରୀରୁ ଗଡିବ ଟ୍ରେନ୍‌

ପୁରୀ: ପୁରୀରେ ଆଜିଠୁ ଗଡିବ ଟ୍ରେନ । ୪ଟି ଟ୍ରେନରେ ଯିବା ପାଇଁ ଯାତ୍ରୀମାନେ ବୁକିଂ କରିଛନ୍ତି । ପୁରୀ-ଅହମ୍ମଦାବାଦ, ପୁରୀ-ଦୁର୍ଗ । ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀ-ସିଆଲଦା ଟ୍ରେନ ଚାଲିବ । ତେବେ କୋଭିଡ କଟକଣା ଭିତରେ ଏହି ଟ୍ରେନ ଚାଲିବ । ଟ୍ରେନ୍‌ ଚଳାଚଳ ନେଇ ଷ୍ଟେସନରେ ବ୍ୟାପକ…

ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା, ଧରାପଡିଲେ ୫୦୦୦ ଟଙ୍କା ଯାଏଁ ଫାଇନ୍

ପୁରୀ: ଏଣିକି ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା । ମନ୍ଦିର ଭିତରକୁ ପାନ, ଗୁଟଖା ଖାଇ ପ୍ରବେଶ ଉପରେ କଟକଣା ଲଗାଯାଇଛି । କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପରିସରରେ କୌଣସି ସେବାୟତ ଯଦି ପାନ ଛେପ ପକାନ୍ତି ତେବେ ତାଙ୍କଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯିବ । ପ୍ରଥମ ଏବଂ…

ଲଙ୍ଗୁଳି ମଠ ଉଚ୍ଛେଦକୁ ବିରୋଧ, ମେଳି ବାନ୍ଧିଲେ ନାଗା ସାଧୁ

ପୁରୀ: ଶ୍ରୀମନ୍ଦିର ଚାରିପଟର ବିକାଶ ପାଇଁ ସିଂହଦ୍ୱାର ସମ୍ମୁଖରେ ଥିବା ଲଙ୍ଗୁଳି ମଠକୁ ଭାଙ୍ଗି ଦିଆଯାଇଛି । ଏପରିକି ମେଘନାଦ ପାଚେରି ନିକଟରେ ଥିବା ନାଗା ସାଧୁଙ୍କ ଧୂନା ଗାଦିକୁ ବନ୍ଦ କରି ଦିଆଯାଇଛି। ଏଠାରେ ଥିବା ତ୍ରିଶୂଳ, ବାନା ଆଦିକୁ କାଢ଼ି ନିଆଯାଇଛି। ଏହା ବିରୋଧରେ ନାଗା ସାଧୁମାନେ…