Latest Odisha News

BREAKING NEWS

Browsing Tag

rafale

ଫ୍ରାନ୍ସଠୁ ଆଉ ୨୬ଟି ରାଫେଲ୍ କିଣିବ ଭାରତ, ନୌସେନାରେ ହେବ ସାମିଲ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ରକ୍ଷା ଅଧିଗ୍ରହଣ ପରିଷଦ ୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି । ଫାନ୍ସ ଠାରୁ ଭାରତୀୟ ସେନା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଯୁକ୍ତ ୨୬ଟି ରାଫେଲ୍ କିଣାଯିବ । ଯେଉଁଥିପାଇଁ କ୍ରିଉ ଟ୍ରେନିଂ ଓ ଲଜିଷ୍ଟିକ୍…

ଡାସଲ୍ଟ ଉପରେ ଫାଇନ୍‌ ଲଗାଇଲା ଭାରତ

ନୂଆଦିଲ୍ଲୀ: ୩୬ ଫ୍ରେଞ୍ଚ ରାଫାଲ ଯୁଦ୍ଧ ବିମାନ ପାଇଁ ୭.୮ ବିଲିୟନ ୟୁରୋ ଚୁକ୍ତିରେ ଅଫସେଟ ପ୍ରତିଶ୍ରୁତି ପୂରଣ କରିବାରେ ବିଳମ୍ବ ହେତୁ ଭାରତ କମ୍ପାନୀ ଉପରେ ଜରିମାନା ଲଗାଇଛି। ଡିଫଲ୍ଟ ଅସ୍ତ୍ରଶସ୍ତ୍ରର ବୃହତ କମ୍ପାନୀଗୁଡିକ ଉପରେ କଟକଣା ଲଗାଇବା ପାଇଁ ନୂତନ ନୀତି ଅନୁଯାୟୀ ଏହି…

ଏଥର ଗଣତନ୍ତ୍ର ଦିବସରେ ଶକ୍ତି ଦେଖାଇବ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସକୁ ନେଇ ଏବେଠୁ ଜୋରସୋରେ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଜୋରସୋରରେ ଚାଲିଛି ରିହରସାଲ । କିନ୍ତୁ ଏଥର ଜଣତନ୍ତ୍ର ଦିବସରେ ହେବାକୁ ଥିବା ପରେଡରେ ଶକ୍ତି ପ୍ରଦର୍ଶନ କରିବ ଫାଇଟର ଜେଟ୍ ରାଫେଲ୍। ମେଡ୍ ଇନ୍ ଇଣ୍ଡିଆ ଥିମରେ ଭାରତୀୟ ବାୟୁସେନା ଏହି ପରେଡରେ…

ରାଫେଲ ଲଲିପପ୍‌

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଗତ ଜୁଲାଇ ୨୯ରେ ପାଞ୍ଚୋଟି ରାଫେଲ ବିମାନ ଫ୍ରାନ୍ସରୁ ଆସି ଆମ ଦେଶରେ ପହଂଚିଛି। ଏହି ରାଫେଲ ବିମାନକୁ ନେଇ ଆମ ଦେଶର ଗଣମାଧ୍ୟମଙ୍କର ଉତ୍ସାହର ସୀମା ନାହିଁ। ଗଣମାଧ୍ୟମମାନେ, ଵିଶେଷ କରି ବୈଦ୍ୟୁତିକ ଗଣମାଧ୍ୟମମାନେ ଟିଭିରେ ଯେମିତି…

ଜୁଲାଇ ୨୯ରେ ଭାରତରେ ପହଞ୍ଚିବ ୫ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନ ପାଇଁ ସତର୍କଘଣ୍ଟି । ନିୟନ୍ତ୍ରଣ ରେଖା ଡେଇଁଲେ ଏଥର ଭୋଗିବ । ଚଳିତ ମାସ ଭାରତରେ ପହଞ୍ଚିବ ରାଫେଲ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ୫ଟି ହରିୟାଣାର ଅମ୍ବାଲାରେ ପହଞ୍ଚିବ । ଅଗଷ୍ଟରେ ଭାରତୀୟ ବାୟୁସେନାରେ ସାମିଲ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।…

ଜାଣନ୍ତୁ, ବାୟୁସେନା ପାଇଁ କାହିଁକି ଖାସ୍ ଲଢୁଆ ରାଫେଲ୍…

ନୂଆଦିଲ୍ଲୀ: ଏୟାରଫୋର୍ସର ୮୭ତମ ପ୍ରତିଷ୍ଠା ଅବସରରେ ବାୟୁସେନାରେ ସାମିଲ ହୋଇଛି ରାଫେଲ୍ । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି । ଗତ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶସ୍ତ୍ରପୂଜା ପରେପରେ ୨ଟି ସିଟ୍…

ଭାରତକୁ ମିଳିଲା ଶକ୍ତିଶାଳୀ ଲଢ଼ୁଆ ବିମାନ ‘ରାଫେଲ’, ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ସର୍ବାଧୁନିକ ଓ ସର୍ବପ୍ରଥମ ଲଢୁଆ ବିମାନ ରାଫେଲକୁ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସଠାରେ ଗ୍ରହଣ କରିଛନ୍ତି । First Rafale jet handed over to Rajnath Singh Read @ANI story | https://t.co/7k76SbOF6z…

ସେପ୍ଟେମ୍ବର ସୁଦ୍ଧା ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଭାରତୀୟ ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ । ଫ୍ରାନ୍ସ ପକ୍ଷରୁ ଏନେଇ  ମିଳିଛି ସବୁଜ ସଙ୍କେତ । ରାଫାଲ ଯୁଦ୍ଧ ବିମାନ ପ୍ରଥମେ ୧୭ ସ୍କ୍ୱାଡ୍ରନକୁ ମିଳିବାର ସମ୍ଭାବନା ରହିଛି ।  ଭାରତୀୟ ବାୟୁସେନାରେ ସାମିଲ୍‌ ହେବା ପୂର୍ବରୁ ଏହାର ପରୀକ୍ଷଣ…