ମୋ ପତ୍ନୀଙ୍କୁ ଏଥିରେ ଟାଣନି; ଇଡି ରେଡକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ କୁନ୍ଦ୍ରା
ମୁମ୍ବାଇ: ନଭେମ୍ବର ୨୯ରେ ଅଶ୍ଳୀଳ କଣ୍ଟେଣ୍ଟ ମାମଲାରେ ଇଡି ରାଜ କୁନ୍ଦ୍ରାଙ୍କ ଘରେ ଚଢାଉ କରିଥିଲା। ଇଡି ରେଡର ଗୋଟିଏ ଦିନ ପରେ ରାଜ କୁନ୍ଦ୍ରା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ନାମ ଏସବୁ ମଧ୍ଯକୁ ଟାଣିବା ଉଚିତ ନୁହେଁ।
ଇନଷ୍ଟାଗ୍ରାମରେ ଏକ…