Latest Odisha News
Browsing Tag

Ramakrushna

କବିତା : କାଠଗଡ଼ାରୁ ଈଶ୍ବର

ରାମକୃଷ୍ଣ    ତମର ସବୁ ଅଭିଯୋଗ ସତ ସ୍ବୀକାର କରୁଛି ତମର ସବୁ ଆକ୍ରୋଶ , ନିଜେ ନିଜର ଆଲୁଅରେ ଛାଇଟିଏ ହୋଇ ଛିଡାହେବା ନିଆଁ ଆଉ ପାଣି, ବାୟୁ ଆଉ ବସ୍ତୁରେ ଶୂନ୍ୟତାକୁ ଘେରିବା କେଡେ କଠିନ ସତରେ, ଆଉ କେଡେ ମାରାତ୍ମକ ବି ନିଜସହ ଲୁଚକାଳି ଖେଳିବାକୁ ଟୁକୁଡା ଟୁକୁଡା ହୋଇ…

କବିତା : ମୁକ୍ତି

ରାମକୃଷ୍ଣ  ବନ୍ଦ ଝର୍କା ଫାଙ୍କରେ ଦେଖିଲୁ ବରଫ ଶୃଙ୍ଗ ଉପରୁ ଡେଇଁ ପଡୁଥିବା ରକ୍ତର ପ୍ରପାତ ପ୍ରଜାପତି ପରି ଉଡୁଥିବାର ଦେଖିଲୁ ଲଙ୍ଗଳା ଶିଶୁମାନଙ୍କୁ ତାରାଙ୍କ ବଗିଚାରେ ଜହ୍ନରାତିରେ ଶୁଣିଲୁ ବନ୍ଦ କବାଟ ସେପଟେ ସମୁଦ୍ରର ଡାକ ଉପାୟ କାହିଁ ସଜାଗ କାନ୍ଥମାନଙ୍କ ପହରାରୁ ଖସି…

କବିତା : ପ୍ରଭାତୀ

ରାମକୃଷ୍ଣ  ଆଉ କାନ୍ଦନା କନ୍ଦାନା ଆଉ କାହାକୁ ଧୋଇ ହୋଇଯିବ ଲୁହରେ ଶବ୍ଦମାନଙ୍କର ସୁନେଲି ସକାଳ l ଆମେ ପାରିହେଇ ଆସିଲେ ସହସ୍ର ଶତାବ୍ଦୀର ଗୋଟେ କାଳରାତି ଭୋକ ଘୋଳି ହୋଇଥିଲା ଅନ୍ଧାରରେ ପରସ୍ପରକୁ ମାରି ଖାଇବାରେ କୁଣ୍ଠା ନଥିଲା ଆମର ପ୍ରାୟ ଭେଟ ହେଉଥିଲା ଯୁଦ୍ଧରେ ବାକି…

କବିତା : ଏ ବାଟରେ

ରାମକୃଷ୍ଣ  ଏ ବାଟରେ ଯେଉଁମାନଙ୍କ ପାଦ ପଡ଼େ ସେମାନେ ଆଉ ଫେରନ୍ତି ନାହିଁ ଫେରେ ଦେହର ସୁଗନ୍ଧ ଲେଉଟାଣି ପବନରେ ଯାହା ଆକ୍ତାମାକ୍ତା କରେ ଅନ୍ଧ ବାଟୋଇକୁ ହଜିଯିବା ଲିଭିଯିବାର ମୋହରେ ! ଅନ୍ଧ ନକହିବ ତ ଆଉ କଣ କେଉଁ ସୁଖ ବା ଥାଏ କେଜାଣି ? ଖଣ୍ଡାଧାରରେ ପାଦ ଥାପି ଥାପି…

କବିତା : ଅଘରୀ

ରାମକୃଷ୍ଣ  ହାଣକାଟ ସଇଲା ରକ୍ତସ୍ନାନ ସଇଲା ଏଥର ଫେରିବା କଥା ଘରକୁ ଘର କାହିଁ, ରାସ୍ତା କାହିଁ ଘରକୁ? ରକ୍ତନଦୀରେ ଭାସିଗଲା ସବୁ ମହଜୁଦ ସୁଖ ଆଉ ବେଳେ କାହିଁ ଫେରିବାକୁ ! ବେଳ ଗଡି଼ଗଲା ସାଉଁଟି ପାରିଲିନାହିଁ ଫୋପଡା଼ ସ୍ବପ୍ନଙ୍କୁ ଫେରାର୍ ନିଦକୁ, ନିଶ୍ବାସକୁ ସାଉଁଟି…

କବିତା : ଦୁଃଖ

ରାମକୃଷ୍ଣ  ବଡ଼ ଉଗ୍ରରୂପ ନେଇ ସେମାନେ ଆସନ୍ତି ମନେହୁଏ ଏଇ ଯେମିତି ସବୁଶେଷ ଫଳନ୍ତି ସ୍ବପ୍ନ ସବୁ ଧରାଶାୟି ହୁଅନ୍ତି ବାତ୍ୟାରେ ମନେହୁଏ ଆଉ ଜମାରୁ ଫୁଟିବନି ଫୁଲ ରକ୍ତରେ । ଅଥଚ ସେମାନେ ଫେରିଯିବା ବେଳେ ଭୁଲ୍ ପ୍ରମାଣିତ ହୁଏ ଆମର ଯାବତୀୟ ଭୟ ଓ ଆଶଙ୍କାର ମାନଚିତ୍ର, ମନର…

କବିତା : ମୂଳ

 ରାମକୃଷ୍ଣ  ବ୍ୟକ୍ତିଗତ ବୋଲି ଆଉ କିଛି ନାହିଁ ଏବେ ମୋର ଶୋଇବା ଘର ନିବୁଜ ସିନ୍ଦୁକ, ଗୁପ୍ତ ଡାଏରୀର ପ୍ରତି ପୃଷ୍ଠା ଓ ଛାତି ତଳ ଢବା ଘରକୁ ଧସେଇ ପଶିଛି ପୃଥିବୀ ନିଜକୁ ପଛ କରି ସମୟର ଚିତ୍ର ଆଙ୍କିବା ବେଳେ ଖୋଲି ଯାଇଛି ସବୁ ଝରକା କବାଟ ଗୁପ୍ତ ଖମାରର, ହୃଦୟ ଓ ଆୟୂଷର,…