Latest Odisha News

BREAKING NEWS

Browsing Tag

Ramnath Kovind

ଘର ବିକିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କାନପୁର: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଘରକୁ ବିକ୍ରି କରି ଦେଇଛନ୍ତି । ରାମନାଥ ତାଙ୍କର କାନପୁର କଲ୍ୟାଣପୁର ସ୍ଥତ ଘରକୁ ବିକ୍ରି କରିଛନ୍ତି । ତେବେ ରାଷ୍ଟ୍ରପତି ହେବା ପରେ ଏହି ଘରକୁ ଥରଟିଏ ମଧ୍ୟ ଆସିପାରି ନଥିଲେ ରାମନାଥ କୋବିନ୍ଦ । ଏହି ଘରକୁ ରାମନାଥ କାନପୁରର…

ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ୨ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ଓଡ଼ିଶା ଗସ୍ତରେ ଆସି ପୁରୀ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ଣ ୨ଟା ୪୫ ମିନିଟରେ ସେ ପହଞ୍ଚିବେ । ତାଙ୍କୁ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବେ । ଏହାପରେ ସେ ଯିବେ ପୁରୀ । ଅପରାହ୍ଣ ୩ଟା ୫୦…

ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ, ଶ୍ରୀମନ୍ଦିରର ଉନ୍ନତି ପାଇଁ ଦେଲେ ୧ ଲକ୍ଷ ଟଙ୍କାର ଚେକ୍

ପୁରୀ: ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସାଙ୍ଗରେ ପତ୍ନୀ ସବିତା କୋବିନ୍ଦ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଆଜି ସକାଳେ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀରେ ପହଞ୍ଚି ସେଠାରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ।…

ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି 

ରାଉରକେଲା: ରାଉରକେଲାର ସୁପରସ୍ପେସିଆଲଟି ହସ୍ପିଟାଲ ଉଦଘାଟିତ । ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦ୍ଘାଟିତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅତ୍ୟାଧୁନିକ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି l ଲୋକାର୍ପଣ ହେବା ପରେ ହସ୍ପିଟାଲ…

ସଂସଦର ବଜେଟ୍ ଅଧିବେଶନ ଆରମ୍ଭ, ରାଷ୍ଟ୍ରପତିଙ୍କ ଅଭିଭାଷଣର ମୁଖ୍ୟାଂଶ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ସଂସଦର ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି, ମହାମାରୀ ବିରୋଧରେ ଏହି ସଂଗ୍ରାମରେ ଆମେ ଅନେକ ଦେଶବାସୀଙ୍କୁ ଅକାଳରେ ହରାଇଛୁ । ଏହି ଅବସରରେ ପୂର୍ବତନ…

ଦେଶବାସୀଙ୍କୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି : ଚାଷୀ, ଯବାନ ଓ ବୈଜ୍ଞାନିକଙ୍କୁ ମନେ ପକାଇଲେ

ନୂଆଦିଲ୍ଲୀ : ଆସନ୍ତାକାଲି ଦେଶ ପାଳିବ ୭୨ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ, କୃଷକ କଲ୍ୟାଣ ପାଇଁ ଆମେ ସର୍ବଦା ପ୍ରତିବଦ୍ଧ । ସେ କହିଛନ୍ତି ଯେ, ଗଣତନ୍ତ୍ର…

ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ଭାରତର ରାଷ୍ଟ୍ରପତି…