Latest Odisha News

BREAKING NEWS

Browsing Tag

Reliance Jio

ରିଲିଆନ୍ସ ଜିଓ ବୋର୍ଡରୁ ମୁକେଶ ଅମ୍ବାନୀଙ୍କ ଇସ୍ତଫା, ଜାଣନ୍ତୁ କାରଣ…

ମୁମ୍ବାଇ: ଇସ୍ତଫା ଦେଲେ ମୁକେଶ ଅମ୍ବାନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍, ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ମୁକେଶ ଅମ୍ବାନୀ । ଏବେ ବୋର୍ଡର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଭାବେ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ…

ଜିଓ ଆଣୁଛି 5G ଫୋନ୍, ଜାଣନ୍ତୁ କେବେ ଲଞ୍ଚ

ମୁମ୍ବାଇ: ଜୁନ୍ ୨୪ରେ ୪୪ ତମ ବାର୍ଷିକ ଜେନେରାଲ ମିଟିଂରେ ରିଲାଏନ୍ସ ଜିଓ 5G ଫୋନର ଲଞ୍ଚ କରିବାର ସମ୍ଭାବନା ଅଛି। ଗତ ଦୁଇମାସ ମଧ୍ୟରେ ସୁଲଭ ମୂଲ୍ୟର 5G ସ୍ମାର୍ଟଫୋନ୍ ବିଷୟରେ ବହୁ ଖବର ଆସିଛି। କିଛି ରିପୋର୍ଟରେ ଏହାର ମୂଲ୍ୟ ୫୦୦୦ ଟଙ୍କାରୁ କମ୍ ଓ ଆଉ କିଛି ରିପୋର୍ଟରେ ୨୫୦୦ ଟଙ୍କା…

ଓଡ଼ିଶାରେ ୧ ନମ୍ବର ସ୍ଥାନ ହାସଲ କରିବାରେ ସଫଳ ହୋଇଛି ଜିଓ

ଭୁବନେଶ୍ୱର: ଓଡ଼ିଶାରେ ୧ ନମ୍ବର ସ୍ଥାନ ହାସଲ କରିଛି ଜିଓ। ରାଜ୍ୟରେ ନିଜ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ସଂଗ୍ରହ କରିଛି। ଏ ନେଇ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି । ଏଥିସହିତ ଜିଓ ରାଜ୍ୟରେ ସର୍ବାଧିକ…

ହାଇକୋର୍ଟକୁ ଗଲା ରିଲାଏନ୍ସ ଜିଓ, ଜାଣନ୍ତୁ କାରଣ କ’ଣ…

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ପକ୍ଷରୁ ତାହାର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ (ଆରଜେଆଇଏଲ) ଜରିଆରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଏକ ମାମଲା ଦାଏର କରାଯାଇଛି। ଏକ ପିଟିସନ ମାଧ୍ୟମରେ ସରକାରୀ କତ୍ତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ଦ୍ୱାରା…

ଫର୍ଚ୍ୟୁନ୍ ପତ୍ରିକାରେ ସ୍ଥାନ ପାଇଲେ ଇଶା ଓ ଆକାଶ ଅମ୍ବାନୀ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଫର୍ଚୁନ ପତ୍ରିକାରେ ସ୍ଥାନ ପାଇଛନ୍ତି ରିଲାଏନ୍ସ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନୀ ଓ ଇଶା ଅମ୍ବାନୀ। ପତ୍ରିକା ପକ୍ଷରୁ ୪୦ ବର୍ଷରୁ କମ ବୟସ ବର୍ଗରେ ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ନେଇ ପ୍ରକାଶ କରାଯାଇଥିବା ତାଲିକାରେ ଏ ଦୁଇ ଜଣଙ୍କ ନାଁ ସ୍ଥାନ ପାଇଛି ।…

ରେକର୍ଡ ସୃଷ୍ଟି କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ : ଭର୍ଚୁଆଲ ଏଜିଏମ୍ ପାଲଟିଲା ବିଶ୍ୱର ସର୍ବବୃହତ୍ତ ସେୟାରହୋଲଡ୍‌ର ବୈଠକ

ମୁମ୍ବାଇ/ ଭୁବନେଶ୍ୱର: ବୁଧବାର ଅନୁଷ୍ଠିତ ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୩ତମ ବାର୍ଷିକ ସାଧାରଣ ବୈଠକ ବା ଏଜିଏମ୍ ଅନେକ କ୍ଷେତ୍ରରେ ରେକର୍ଜ ସୃଷ୍ଟି କରିଛି । କଂପାନୀ ର ଏହା ପ୍ରଥମ ଭର୍ଚୁଆଲ ବୈଠକ | କମ୍ପାନୀର ନୂଆ ପ୍ଲାଟଫର୍ମ ଜିଓ ମିଟ୍ ଜରିଆରେ ଏକ ସମୟରେ ୪୮ଟି ଦେଶର ୫୫୦ ସହରର…

ଜିଓ ଟିଭି+: ଜିଓର ନୂଆ ପ୍ଲାଟଫର୍ମ ଘୋଷଣା, ଏକାଥରେ ୧୨ଟି ଓଟିଟି ଆପ୍ସ ମଜା ନେଇପାରିବେ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସବୁବେଳେ ଜିଓ କିଛିନା କିଛି ନୂଆନୂଆ ଜିନିଷ ଘୋଷଣା କରିଥାଏ | ଏଥର ମଧ୍ୟ ୪୩ତମ ଏଜିଏମ୍ ରେ ଜିଓ ସେଟଟପ୍ ବକ୍ସ ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଜିଓ ନୂତନ ପ୍ଲାଟଫର୍ମ ଜିଓ ଟିଭି+ ଘୋଷଣା କରିଛି | ଜିଓ ଟିଭି ପ୍ଲସ୍ ମାଧ୍ୟମରେ, ଜିଓ ସେଟଟପ୍ ବକ୍ସର ଉପଭୋକ୍ତାମାନେ ଥରେ ଲଗଇନ୍…

ଜିଓ ଗ୍ଲାସ୍ ଲଞ୍ଚ , ସ୍ମାର୍ଟ ଚଷମା ସହିତ କରିପାରିବେ ଭିଡିଓ କଲିଂ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୩ ତମ ଏଜିଏମ୍ (ବାର୍ଷିକ ସାଧାରଣ ସଭା) ରେ ରିଲାଏନ୍ସ ଜିଓ 'ଜିଓ ଗ୍ଲାସ୍'ର ଶୁଭାରମ୍ଭ ଘୋଷଣା କରିଛି। ଜିଓ ଗ୍ଲାସ୍ ହେଉଛି ଏକ ସ୍ମାର୍ଟ ଗ୍ଲାସ୍ ଯାହା ସାହାଯ୍ୟରେ ଭିଡିଓ କଲିଂ କରାଯାଇପାରିବ | ଜିଓ ଗ୍ଲାସରେ ଭର୍ଚୁଆଲ୍ ଆସିଷ୍ଟାଣ୍ଟ ମଧ୍ୟ ସମର୍ଥିତ |…

ଅମ୍ବାନୀ ୫ଜି ଟେକ୍ନୋଲୋଜି ପ୍ରସ୍ତୁତି କରିବାକୁ ଘୋଷଣା, ଗୁଗୁଲ ରିଲାଏନ୍ସ ଜିଓରେ ୩୩,୭୩୭ କୋଟି ଟଙ୍କା ବିନିଯୋଗ କରିଛି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ର ୪୩ ତମ ସାଧାରଣ ସଭାରେ ମୁକେଶ ଅମ୍ବାନୀ ଜିଓଙ୍କ ତରଫରୁ ୫ଜି ଟେକ୍ନୋଲୋଜି ପ୍ରସ୍ତୁତି ଘୋଷଣା କରିଛନ୍ତି। ଗ୍ରୁପର ଚେୟାରମ୍ୟାନ କହିଛନ୍ତି ଯେ ରିଲାଏନ୍ସ ଜିଓ ୫ଜି ଟେକ୍ନୋଲୋଜି ଡିଜାଇନ୍ ପ୍ରସ୍ତୁତ କରିଛି। ଏହି ଟେକ୍ନୋଲୋଜିକୁ ସଂପୂର୍ଣ୍ଣ…