Latest Odisha News

BREAKING NEWS

Browsing Tag

Republic Day

ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳନ ହେବ ଗଣତନ୍ତ୍ର ଦିବସ

ଭୁବନେଶ୍ୱର: ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳିତ ହେବ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ । ଜାନୁଆରୀ ୨୬ ରେ ସକାଳ ସାଢେ ୮ଟାରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ…

ମନ୍ତ୍ରୀଙ୍କ ଜୋତା ଉଠାଇଲେ ଅଜଣା ବ୍ୟକ୍ତି; ତା’ ପରେ କ’ଣ ହେଲା, ଜାଣନ୍ତୁ

କେନ୍ଦୁଝର: ସାଧାରଣତନ୍ତ୍ର ଦିବସ ଅବସରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଜୋତାକୁ ଅନ୍ୟଜଣେ ବ୍ୟକ୍ତି ଉଠାଉଥିବା ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟସ୍ତରୀୟ ସାଧାରରତନ୍ତ୍ର ଦିବସ ଅବସରରେ କେନ୍ଦୁଝରରେ ହେଉଥିବା ପତାକା…

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ରାଜପଥରେ ଗଡିଲା ଓଡିଶାର ରୁକୁଣା ରଥ

ନୂଆଦିଲ୍ଲୀ: ୭୧ ତମ ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଦିନ ନୂୂଆଦିଲ୍ଲୀର ରାଜପଥରେ ପ୍ୟାରେଡ୍ ବେଳେ ଶୋଭାବର୍ଦ୍ଧନ କରିଛି ଓଡିଶାର ରୁକୁଣା ରଥ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଗାଥା ବଖାଣୁଥିବା ଏହି ପ୍ରଜ୍ଞାପନ ମେଢ଼କୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ରୁକୁଣା…

ସାଧାରଣତନ୍ତ୍ର ଦିବସ ଅବସରରେ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ

ପୁରୀ: ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ବିଶିଷ୍ଟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ତାଙ୍କର ବାଲୁକା କଳା ମାଧ୍ୟମରେ ଆଜି ସାରା ଦେଶରେ…

ସାଧାରଣତନ୍ତ୍ର ଦିବସ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡିବ ବିଶାଳ ତ୍ରୀରଙ୍ଗା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବିଶାଳ ତ୍ରୀରଙ୍ଗା ପତାକା ଉତ୍ତୋଳନ କରିବା ଲାଗି ପ୍ରସ୍ତୁତ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ନିକଟ ଅତୀତରେ ୧୦୦ ଫୁଟ ଉଚ୍ଚ, ୩୦ ଫୁଟ ଲମ୍ବା ଓ ୨୦ ଫୁଟ ଚଉଡା ବିଶିଷ୍ଟ…

ସାଧାରଣତନ୍ତ୍ର ଦିବସ: ଓଡିଶାରେ ଚଳିତ ଥର ଦିଲ୍ଲୀ ଢାଞ୍ଚାରେ ହେବ ପ୍ୟାରେଡ୍‌

ଭୁବନେଶ୍ୱର: ଓଡିଶାରେ ଚଳିତ ଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନୂଆଦିଲ୍ଲୀ ଢାଞ୍ଚାରେ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଜାରି ଅଧିସୂଚନା ଅନୁଯାୟୀ, ଆସନ୍ତା ରବିବାର ଦିନ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପତାକା…

ରାଜ୍ୟବ୍ୟାପୀ ସାଧାରଣତନ୍ତ୍ର ଦିବସ ପାଳନ: ଜାଣନ୍ତୁ, କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ସାରା ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବାକୁ ଥିବା ବେଳେ ଏହି ଅବସରରେ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ, ୧୦ଟି ରୋଚକ କଥା

ଭୁବନେଶ୍ୱର: ସାରା ଦେଶରେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ୧୯୫୦ ମସିହା ଏହି ଦିନରେ ଦେଶରେ ସମ୍ବିଧାନ ଲାଗୁ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ କଥା... ଆମ ଦେଶ ସ୍ୱାଧୀନତା ପାଇବାର ପ୍ରାୟ ୩ ବର୍ଷ…

ସାଧାରଣତନ୍ତ୍ର ଦିବସରେ କାହିଁକି କରାଯାଏ ପ୍ୟାରେଡ୍‌; ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ସାରା ଦେଶରେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ୧୯୫୦ ମସିହା ଏହି ଦିନରେ ଦେଶରେ ସମ୍ବିଧାନ ଲାଗୁ କରାଯାଇଥିଲା । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଦିନ ରାଜପଥରେ ପ୍ୟାରେଡ୍ କରାଯାଉଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ରିହର୍ସଲ…