Latest Odisha News

BREAKING NEWS

Browsing Tag

Reserve Bank of India

ବାରିପଦାରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜନ ସଚେତନତା

ବାରିପଦା: ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ସେବାରେ ଦେଖା ଦେଉଥିବା ବିଭିନ୍ନ ପ୍ରକାର ଅଭିଯୋଗର ନିରାକରଣ ଏବଂ ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ…

ବାଲେଶ୍ୱରରେ ହେବ ବ୍ୟାଙ୍କ ନୋଟ୍ କାଗଜ କଳ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଏନପିଏମ ଅଧିକାରୀ

ବାଲେଶ୍ୱର: ଓଡ଼ିଶାରେ ହେବ ବ୍ୟାଙ୍କ ନୋଟ୍ କାଗଜ କଳ । ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏସ. ଥଲିକେରାପ୍ପା  ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବାଲେଶ୍ୱରରେ ହେବାକୁ ଥିବା ଏହି ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା…

୨୦ ମାସ ହେବ ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ମୁଦ୍ରାନୀତୀ ସମୀକ୍ଷା କରି ସୁଧହାରରେ ହାତ ମାରି ନାହାନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ସେହିପରି ରିଭର୍ସ ରେପୋ ରେଚ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ମୁଦ୍ରାନୀତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଆରବିଆଇ…

ATMରେ ଟଙ୍କା ନଥିଲେ ଫାଇନ୍ ଗଣିବେ ବ୍ୟାଙ୍କ, ଅକ୍ଟୋବର ୧ରୁ ନିୟମ ଲାଗୁ

ନୂଆଦିଲ୍ଲୀ: ଏଟିଏମରେ ଟଙ୍କା ନଥିଲେ ଏଣିକି ବ୍ୟାଙ୍କଗୁଡ଼ିକ ଫାଇନ୍ ଗଣିବେ । ଅକ୍ଟୋବର ୧ ତାରିଖରୁ ଏହି ନିୟମ ଲାଗୁ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ । ବିଭିନ୍ନ ସମୟରେ ଏଟିଏମରେ ଟଙ୍କା ନଥିବାରୁ ଟଙ୍କା ଉଠାଇବାରେ ଗ୍ରାହକ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ…

ଅଚଳ ହେବନି ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍, ଆରବିଆଇ କଲା ସ୍ପଷ୍ଟ

ଭୁବନେଶ୍ୱର: ସୋସିଆଲ ମିଡିଆରେ ୧୦୦, ୧୦ ଓ ୫ ଟଙ୍କା ଚଳିବନି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ଲୋକେ ବିବ୍ରତ ହୋଇପଡିଥିବା ଦେଖିବାକୁ ମିଳିଥିଲା । ବିମୁଦ୍ରୀକରଣ ବେଳେ ଦେଖାଦେଇଥିବା ସମସ୍ୟା ମନକୁ ଆସି ଯାଇଥିଲା । With regard to reports in certain sections of…

୨୪ ଘଣ୍ଟା ମିଳିବ ବ୍ୟାଙ୍କିଂ ସୁବିଧା, ମଧ୍ୟରାତ୍ରରୁ ଆରମ୍ଭ ହେଉଛି ସେବା

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେବାକୁ ଯାଉଛି ରିୟଲ ଟାଇମ୍ ଗ୍ରୋସ୍ ସେଟେଲମେଣ୍ଟ ସିଷ୍ଟମ ବା ଆରଟିଜିଏସ୍ ସୁବିଧା । ଆଜି ରାତି ୧୨ଟା ୩୦ରୁ ପ୍ରତିଦିନ ୨୪ ଘଣ୍ଟା ଏହା କାମ କରିବ । ଏହା ଦ୍ବାରା ଡିଜିଟାଲ ନେଣଦେଣ କରୁଥିବା ଲୋକଙ୍କୁ ଅନେକ ସୁବିଧା ହେବ । ଏହା ସହ ଦିନ ରାତି ଏହି ସୁବିଧା ପାଉଥିବା…

RBI ମୁଦ୍ରାନୀତି ସମୀକ୍ଷା: ରେପୋରେଟ୍ ୪%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ତ୍ରୈମାସିକ ମୁଦ୍ରୀନୀତି ସମୀକ୍ଷା କରି ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ୪% ଓ ରିଭର୍ସ ରେପୋରେଟ୍ ୩.୩୫%ରେ ଅପରବର୍ତ୍ତିତ ରହିଛି । ମୁଦ୍ରୀନୀତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।…

ମାସେ ପାଇଁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକ ଉଠାଇ ପାରିବେ ୨୫ ହଜାର ଟଙ୍କା, ଆଇବିଆଇ ଲଗାଇଲା କଟକଣା

ନୂଆଦିଲ୍ଲୀ: ପାର୍ବଣ ସିଜିନରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖରାପ ଖବର । ମାସେ ପାଇଁ ଟଙ୍କା ଉଠାଣ ଭପରେ କଟକଣା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଡିସେମ୍ବର ୧୬ ତାରିଖ ଯାଏ ଗ୍ରାହକ ୨୫ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ…