Latest Odisha News

BREAKING NEWS

Browsing Tag

River

ଭୁଶୁଡିଲା ବ୍ରିଜ, ଦେଖୁଦେଖୁ ଭାସିଗଲା ବହୁ ଗାଡି

ଭିଏତନାମ: ସୁପର ଟାଇଫୁନ ୟାଗି ଗତ ଶନିବାର ଭିଏତନାମରେ ସ୍ଥଳଭାଗ ଛୁଇଁବା ପରେ ଭୀଷଣ ବର୍ଷା ହୋଇଛି। ଯାହାର ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଛି। ଏଥିରୁ ବାଦ ପଡିନି ବ୍ରିଜ। ଲାମ ଥାଓ ଓ ତାମ ନଙ୍ଗ ଜିଲ୍ଲାକୁ ସଂଯୋଗ କରୁଥିବା ଫୋଙ୍ଗ ଚାଉ ବ୍ରିଜ୍ ଦେଖୁଦେଖୁ ହଠାତ୍ ଭୁଶୁଡ଼ି ପଡୁଛି। ଯାହା…

ମଝି ଆକାଶରେ ଦୁର୍ଘଟଣା; ଏୟାରଲିଫ୍ଟ ବେଳେ ଖସିପଡିଲା ହେଲିକପ୍ଟର

କେଦାରନାଥ: ବାୟୁ ସେନା ବିମାନ MI-17ରୁ ଖସିପଡିଲା ହେଲିକପ୍ଟର। ଉତ୍ତରାଖଣ୍ଡର କେଦାରନାଥ ଧାମରେ ​​ଲ୍ୟାଣ୍ଡ କରିବା ସମୟରେ ଏକ କ୍ରିଷ୍ଟାଲ ହେଲିକପ୍ଟରଟି ଖସିପଡ଼ିଥିବା ଜଣାପଡିଛି। ହେଲିକପ୍ଟର ଦୁର୍ଘଟଣା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ବାୟୁ…

ଚିତ୍ରୋତ୍ପଳା ନଦୀକୁ ଡେଇଁଲେ ମା’ ଓ ପୁଅ

ସାଲେପୁର: କଟକ ସାଲେପୁରରେ ଘଟିଯାଇଛି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଜଣେ ମହିଳା ନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ି‌ଛନ୍ତି। ସେମାନଙ୍କ ଘର ନେମାଳ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପୁଅର ମୃତଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ମା’ର ସନ୍ଧାନ…

ବିଶ୍ୱ ତାପନ ପ୍ରଭାବ, ୭୫ ପ୍ରତିଶତ ଶୁଖି ଗଲାଣି ଏହି ବଡ଼ ନଦୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ପ୍ରଭାବ ଦେଖିବାକୁ ମିଳିଛି ଇଟାଲୀରେ । ଇଟାଲୀର ସବୁଠୁ ବଡ଼ ନଦୀ କୁହା ଯାଉଥିବା ‘ପୋ’ ନଦୀର ୭୫ ପ୍ରତିଶତ ଶୁଖି ଯାଇଛି । ଗତବର୍ଷ ଠାରୁ ନଦୀରୁ ପାଣି ଶୁଖିବା ଆରମ୍ଭ ହୋଇଥିବା ବେଳେ ଏବେ ୭୫ ପ୍ରତିଶତ ସ୍ଥାନରେ ପାଣି ନାହିଁ । ବୋଲଜାନୋ…

ଡ୍ୟାମ୍‌ରୁ ମାଡ଼ିଆସିଲା ପାଣି ନଦୀରେ ଫସିଗଲେ ୧୦ ଜଣ 

ଦେବଗଡ଼ : ସେଲ୍ଫି ନେବା ସମୟରେ ହଠାତ୍‌ ମାଡିଆସିଲା ପାଣି। ନଦୀରେ ଫସିଗଲେ ୧୦ ଜଣ  ।  ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ନଦୀ ଭିତରେ ଲୋକ ଫସିରହିଥିବା ବେଳେ ଡ୍ୟାମ୍‌ରୁ ପାଣି ମାଡ଼ି ଆସିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ଫସିଥିବା ଲୋକମାନେ…

ଓଡ଼ିଶାର ନଦୀ ଶୁଷ୍କ ଓ ପ୍ରଦ୍ୟୁଷିତ ହୋଇଗଲାଣି

ଭୁବନେଶ୍ୱର:  ଓଡ଼ିଶାର ପ୍ରାୟ ସାଢ଼େ ଚାରିକୋଟି ଲୋକେ ତାଙ୍କ ଦୈନଦିନ ଜୀବନରେ ନଦୀ ଉପରେ ନିର୍ଭର କରିବା ସହ କୃଷି, ପଶୁପାଳନ ପାଇଁ ସର୍ବଦା ନିର୍ଭର କରିଥାନ୍ତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ ନଦୀ…

ମହାନଦୀରେ ବୁଡ଼ିଗଲା ମାଛଧରା ଡଙ୍ଗା; ୨ ମୃତ, ୧୩ ଧୀବରଙ୍କ ଜୀବନ ବଞ୍ଚାଇଲେ ଯୁବକ !

ପାରାଦୀପ: ପାରାଦୀପ ନିକଟବର୍ତ୍ତୀ ମହାନଦୀରେ ଏକ ମାଛଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣ ଧୀବରଙ୍କ ମୃତ୍ୟୁ ଘଟିଛି । ‘ମା କାଳୀ’ ନାମକ ଡଙ୍ଗାରେ ୧୫ଜଣ ଧୀବର ରହିଥିଲେ । ମିଳିଥିବା ସୂଚନାନୁଯାୟୀ, ମହାନଦୀର ଗଭୀର ସ୍ରୋତରେ ଡଙ୍ଗାଟି ବୁଡ଼ିଯାଇଥିଲା । ମୃତକ ଧୀବରମାନେ ହେଲେ ପାରାଦୀପ ଆଦର୍ଶ…