Latest Odisha News

BREAKING NEWS

Browsing Tag

Sabu dina Sahitya

କବିତା:ଚିତ୍ର ସହ ସମ୍ପର୍କ

ପ୍ରଣୟ ସୁଧା ହୃଦୟ ନିଖୋଜ ହେଲା ବେଳକୁ ପାହାଡ଼ ତରଳି ସାରିଥିଲା, ମନ ଝୁଣ୍ଟି ପଡିଲା ବେଳକୁ ନଦୀ ଉପରୁ ଶୋଷର ବିଶ୍ୱାସ ଭାଙ୍ଗିସାରିଥିଲା, ଆଖି ଝରିଲା ବେଳକୁ ସମୁଦ୍ରରୁ ମରା ସାରିଥିଲା ସବୁତକ ଲୁଣ , ଆଉ ଏତକ ହେଲା ବେଳକୁ ଅଙ୍କା ହୋଇ ସରି ଯାଇଥିଲା ଗୋଟେ କାନଭାସ । ତଦନ୍ତ…

ଗଳ୍ପ :ପ୍ରସ୍ତୁତିର ତିନିସ୍ତର , କଟକରେ ମକର

ଓଁ ଅଭିଜ୍ଞାନ ସାହୁ (ଏକ) ହେଇ ଗଲା ଦଶ ତାରିଖ । କଟକରେ ଘରେ ଘରେ ନଟେଇ ପୂଜା ହେଲା । ଗୁଡି ଗୋଲର ସବୁ ସକାଳୁ ଗାଧୋଇ ପାଧୋଇ ସୂତ ପୁତ ଭାବେ ମନ୍ଦିରରେ ତିଳକ ମାରି ନଟେଇ ପୂଜା କଲେ। କାଲି ରାତି ସୁଦ୍ଧା ସୁତା ବତୁରା କାମଟା ସରିଯାଇଥିଲା । ଆଜି ପାଗ ଖରାଟିଆ ହେଇଛି, ସୁତା ସୁଖିବ ।…

କବିତା:ଅବେଳାରେ ଡାକି ଦେଲି ବୋଲି

ଅକ୍ଷୟ ବେହେରା କିଛି ଭୁଲ ରହିଗଲା କି କେଉଁଠି ସେମିତି କେବେ ମନ କରି ନ ଥିଲି ତ ଅବେଳର କାହିଁକି ମନ ବଳେଇଲି ନୀରା କଣ କିଛି ବିପଦକୁ ସାମ୍ନା କରିଛି କି? ଏତେ ଟିକେ ପ୍ରଲୋଭନ ମାତ୍ର କେତୋଟି ସେକେଣ୍ଡର କଥା, ଏତେ ବ୍ୟଥା ଦେଉଛି କାହିଁକି ମୁଁ ତ ସର୍ତ୍ତ ରଖିଥିଲି ଏ…

କବିତା:ବାସରାତି

 ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ତାର ସେ ନିରୀହ ହଳେ ଆଖି ଯେ' ମୋତେ ଫ୍ରକ୍ ପିନ୍ଧା ଝିଅରୁ ଅପରାଜିତା ଫୁଲଟେ କରିଦିଏ , ତାର ସେ ସଶକ୍ତ ପାପୁଲି ଯେ ' ପେଣ୍ଡୁ ପରି ଫିଙ୍ଗି ମୋତେ ସମୁଦ୍ର ଫେଣକୁ ଆଉ ଛାଣିଆଣେ ଓଦା ରୁଟି ଟେ ପରି ତାର ସେ ଉତ୍ତପ୍ତ ଓଠ ଯେ' ତତଲା କଡେଇରେ ମାଛ…

କବିତା- ଭାଗ୍ୟଫଳ

ରାଜଲଷ୍ମୀ ତ୍ରିପାଠୀ ଫଳକ ଟି ଝୁଲୁଛି ଝଲସୁଛନ୍ତି ଦିବ୍ୟଚିତ୍ରମାନ କାଠ ଉପରେ କଟା ସରୁ ଲମ୍ବା ରାସ୍ତା କିଏ ଜାଣେ ମିଶିଛି ସେ କେଉଁଠି ଏକ ବୃତ୍ତାକାର ମଣ୍ଡଳ ରେ। ବାସନାରେ ରୁନ୍ଧିହୋଇ ଅନାଇଁ ରହିଛି ସେ ମୁକ ଏକ କକ୍ଷପଥକୁ ବଂଚି ରହିଛି ଝୁମ୍ପୁଡି ର ଭାଗ୍ୟ ପରି ଏକ ଦୁଃଖାନ୍ତ…

କବିତା:ଶୁଣୁଛି ବୋଲିତ ତୁମକୁ

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ) ଶୁଣୁଛି ବୋଲିତ ତୁମକୁ ଫେରୁଛି ମୁଁ ପୃଥିବୀକୁ ବାରମ୍ବାର ଆଡେଇ ମୋକ୍ଷକୁ ଯୋଗାଡି ନେଉଛି ଦେହଟେ ନପଚାରି ଜାତି,ଧର୍ମ,ବର୍ଣ୍ଣ, ନବିଚାରି ପ୍ରାନ୍ତ ଓ ପ୍ରଦେଶ। ଶୁଣୁଛି ବୋଲିତ ତୁମକୁ ନିବିଷ୍ଟ ମଧୁମକ୍ଷୀଟିଏ ପରି ପଳପଳ ପିଉଛି ଜୀବନର ବିଷାକ୍ତ…

କବିତା:କବି

ହିମାଂଶୁ ଆଚାରୀ କବି ସାରାକାଳ ଲୁହ ଆଉ ଲହୁରେ ବତୁରିଥିବା ହୃଦୟଖଣ୍ଡକ ଧରି ବ୍ରହ୍ମାଣ୍ଡକୁ ମୋର କୁହେ ମୁଠାଏ ଶବ୍ଦକୁ କରାୟତ କରି ନିଜକୁ ନିଜେ ଇ ବାଣ୍ଟୁଥାଏ କେବେ ପୁଣି ଶବ୍ଦହରା ହେଇ ନିଶାର୍ଦ୍ଧରେ ଆଉଟୁପାଉଟୁ ହୁଏ ! କବି ଭାଙ୍ଗୁଥାଏ/ ଯୋଡୁଥାଏ କେବେ…

କବିତା : ଅଧାନକ୍ସା ଘର

ହରପ୍ରସାଦ ମହାପାତ୍ର ଲୁହ ଓ ଲହୁର ରଙ୍ଗରେ ତିଆରିଲି ଘର । ବାପାଙ୍କୁ କଲି ମଝିଖୁଂଟ ବୋଉକୁ ଚୁଲି ଝିଙ୍କା ଦୁଃଖକୁ ଆଟିକା ବୟସକୁ ଚୁଲିମୁଣ୍ଡେ ଜାଳ ଲୁହକୁ ହାଣ୍ଡିର ଚାଉଳ, ତମେ ହେଲ ଘରର ଚାବିନେନ୍ଥା । ବାପା ଏବେ ମଥାନ ଉପର ଆକାଶର ତାରା, ବୋଉ ଏବେ ତୁଳସୀ ଚଉରା ତମେ ଆଉ…

କବିତା :ମନ ମନ୍ଦିର

ବିନୋଦିନୀ ଦାଶ  ମନ ମୋ ମନ୍ଦିର ହୃଦ ସିଂହାସନ ତୁମେ ସେଠି ନିତ୍ୟ ବାସ, ଭାବର ଚନ୍ଦନ ବୋଳି ଭଗବାନ ହୁଏ ମୁଁ ନିତି ହରଷ । ନୟନ ବାରିରେ ପଦ ଧୌତ କରି ସଜାଇ ଭକ୍ତି ପୁଷ୍ପରେ, ପୁଲକିତ ହୃଦେ ସୁଖଦୁଃଖ ମାଳା ଗଳାଏ ତୁମ ଗଳାରେ । ଅତି ଶୋଭାବନ ଦିଶ ମୋ ନୟନେ ମନ୍ଦିର ମୋ ଯାଏ…

କବିତା : ପ୍ରୟାସ

ରାଜେଶ କୁମାର ସାହୁ ଲେଖିବା ହେଉଛି ମୋର ଏକ ପ୍ରୟାସ , ମନରେ ଉଙ୍କି ମାରୁଥିବା ଢେଉକୁ କୂଳରେ ପହଞ୍ଚେଇବାକୁ ପ୍ରୟାସ । ତୁମକୁ ଆଉ ଦେଖିବାଟା ଗୋଟେ ପ୍ରକାର ସ୍ବପ୍ନ କହିଲେ ଚଳେ , ତୁମ ସୁନ୍ଦର ଆଖି ଦୁଇଟାକୁ ଶବ୍ଦ ରେ ଆଙ୍କିବାର ଏକ ପ୍ରୟାସ । ତୁମ ଜୀବନ ର…