Latest Odisha News
Browsing Tag

Saif alli Khan

ଅଭିନେତା ହେଉ ତୈମୁର: ସୈଫ ଅଲି ଖାନ

ମୁମ୍ବାଇ: ବଲିଉଡରେ ଏବେ ପରିବାର ବାଦର ଝଡ଼ ଉଠିଛି। ଏହି ସମୟରେ ଛୋଟେ ନବାବ ସୈଫ ଅଲି ଖାନଙ୍କ ଏକ ବୟାନ ଏହି ନିଆଁରେ ଆଉ ଟିକିଏ ଘିଅ ଢାଳିଲା ପରି ହୋଇଛି । ସୈଫ ନିକଟରେ ପ୍ରକାଶ କରିଛନ୍ତି ଯେ, ସେ ଚାହୁଁଛନ୍ତି ଯେ ତାଙ୍କ ପୁଅ ତୈମୁର ଜଣେ ଅଭିନେତା ହୁଅନ୍ତୁ। ବଲିଉଡ ହଙ୍ଗାମାକୁ ଦେଇଥିବା…

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବଲିଉଡର ବେବୋ

ମୁମ୍ବାଇ: ପୁଣି ଥରେ ଗୁଡ ନ୍ୟୁଜ୍ ଦେବେ ବଲିଉଡର ବେବେ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ସୈଫ ଅଲ୍ଲି ଖାନ୍‌ଙ୍କ ପରିବାରକୁ ଆସିବ ଆଉ ଜଣେ କୁନି ଅତିଥି । ଏନେଇ ସୈଫ୍ ଅଲ୍ଲି ଖାନ୍ ନିଜେ ଔପଚାରିକ ଭାବେ ଘୋଷଣା କରିଛନ୍ତି । ପୂର୍ବରୁ ବହୁ ଥର…