ଅନୁବାଦ କବିତା : ଧର୍ମପଦ
ମୂଳ ପାଲିର ସମ୍ପାଦନା - ପ୍ରହ୍ଲାଦ ପ୍ରଧାନ
ଅନୁବାଦ - ଶୈଲେନ ରାଉତରାୟ
କାମଗୁଣ ଶୁଭରୂପେ ଦେଖି ଯେ ବିହରେ ।
ଅସଞ୍ଜତ ଅଟଇ ସେ ନିଜ ଇନ୍ଦ୍ରିୟରେ ।।
ଭୋଜନରେ ମାତ୍ରାଜ୍ଞାନ ତାହାର ଯେ ନାହିଁ ।
ଅଳସ ଓ ହୀନବୀର୍ଯ୍ୟ ନିଶ୍ଚେ ସେ ଅଟଇ ।।
ମାର ବଳାତ୍କାରେ ତା'ର…