Latest Odisha News

BREAKING NEWS

Browsing Tag

Samayara Swara

‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ର ଲାଭ ନେଉଛି କିଏ ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ ହାନୀର କ୍ଷତିପୁରଣ ପାଇଁ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ମାଧ୍ୟମରେ ଚାଷୀମାନଙ୍କୁ ଯେପରି ରଙ୍ଗୀନ୍ ସ୍ୱପ୍ନ ଦେଖାଯାଇଥିଲା ତାହା ବର୍ତ୍ତମାନ କେବଳ ଦିବାସ୍ୱପ୍ନରେ ପରିଣତ…

ଅମୃତ କାଳରେ ଚାଷୀ କେଉଁଠି ?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଯଦି ୨୦୨୩ର ବଜେଟ୍ ଆସନ୍ତା ପଚିଶ୍ ବର୍ଷ ମଧ୍ୟରେ ଆସିବାକୁ ଥିବା ଅମୃତ କାଳକୁ ଏକ ରାସ୍ତା, ତେବେ ବୁଝିବାକୁ ହେବ ଯେ, ଏହି ଇପ୍‌ସିତ ଅମୃତ କାଳର ପରିକଳ୍ପନାରେ ଚାଷ ଓ ଚାଷୀ ନାହାନ୍ତି । ଆମ ଦେଶରେ ଥିବା ବିସମତାକୁ ନେଇ ଯେଉଁ…

ସହଜ ନୁହେଁ ଗାନ୍ଧୀଙ୍କୁ ମାରିବା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଗାନ୍ଧୀଙ୍କୁ ଗୁଳିରେ ମାରି ହୁଏନି କି ମୂର୍ତ୍ତି ତିଆରି କରି ନାଥୁରାମକୁ ମହାନ କରି ହୁଏନି । ବର୍ତ୍ତମାନକୁ ହୁଏତ ରଙ୍ଗ ମାଖି ଲୁଚାଇ ଦିଆଯାଇପାରେ, କିନ୍ତୁ ନିଷ୍ଠୁର ଇତିହାସ ସମସ୍ତଙ୍କ ମୂଖା ଖୋଲିଦିଏ । ଇତିହାସ ଗାନ୍ଧୀ ଓ…

ଏତେ ଦେଶଦ୍ରୋହୀ ଆସିଲେ କୁଆଡ଼ୁ !

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ୨୦୧୪ ପରଠାରୁ ଆମ ଦେଶରେ ସବୁଠାରୁ ଦ୍ରୁତ ଗତିରେ ଯାହା ବଢ଼ିଛି, ତାହା ହେଉଛି ତଥାକଥିତ ଦେଶଦ୍ରୋହୀଙ୍କ ସଂଖ୍ୟା । ସର୍ବୋଚ୍ଚ ଧନୀକମାନଙ୍କ ସମ୍ପତ୍ତି , ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ଦରଦାମ୍ ଓ ପେଟ୍ରୋଲ୍‌,ଡ଼ିଜେଲ୍‌ର ମୂଲ୍ୟ ପରି…