Latest Odisha News

BREAKING NEWS

Browsing Tag

sarua land scam

ସାରୁଅ ଜମି ଦୁର୍ନୀତି: ଓଆଇପିଏଲରୁ ଇସ୍ତଫା ଦେଲେ ନିହାର ଭୁୟାଁ

ଭୁବନେଶ୍ୱର: ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ (ଓଆଇପିଏଲ୍)ର ଆଉ ଜଣେ ନିର୍ଦ୍ଦେଶକ ଇସ୍ତଫା ଦେଇଛନ୍ତି। ସାରୁଅ ଜମି ଦୁର୍ନୀତି ମାମଲାରେ ଗତ ନଭେମ୍ବର ୧୭ରେ କ୍ରାଇମ ବ୍ରାଞ୍ଚର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତାଙ୍କୁ ଜେରା କରିଥିଲା। ଯାହା ପରେ ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ…

OIPL ଜମି ଜାଲିଆତି ମାମଲା: ବଢ଼ିଲା ପଣ୍ଡା ଦମ୍ପତିଙ୍କ ଅଡୁଆ

କଟକ: ଖୋର୍ଦ୍ଧା ଜିଲ୍ଲା ସାରୁଅର ଜମି ଜାଲିଆତି ମାମଲାରେ ଓଡ଼ିଶା ଇନଫ୍ରାଟେକ କରିଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ପକ୍ଷରୁ ହୋଇଥିବା ମାମଲାକୁ ଚାଲେଞ୍ଜ କରି ଓଡ଼ିଶା ଇନଫ୍ରାଟେକ୍ ଓ ଅନ୍ୟମାନେ ମାମଲା ଦାୟର କରିଥିଲେ । ଘଟଣାର ତଦନ୍ତ ଚାଲିଥିବାରୁ…

ସାରୁଅ ଜମି ଜାଲିଆତି ମାମଲା: କ୍ରାଇମବ୍ରାଞ୍ଚରେ ହାଜର ହେଲେ ଓଡ଼ିଶା ଇନଫ୍ରାଟେକ୍ ନିର୍ଦ୍ଦେଶକ ନିହାର ଭୂୟାଁ

ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେଲେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିଃ ନିର୍ଦ୍ଦେଶକ ନିହାର ଭୂୟାଁ । ଆଜି ସକାଳେ ସେ ହାଜର ହୋଇଥିଲେ । ସାରୁଅ ଜମି ଜାଲିଆତି ମାମଲାରେ ତାଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚ ତାଙ୍କୁ…

ଓଟିଭି ଷ୍ଟୁଡିଓ ସାଇଟ୍ ଇନ୍‌ଚାର୍ଜଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ସାରୁଅ ଜମି ବିବାଦ ମାମଲାରେ ପୁଣି ଆଉ ଜଣେ ଓଟିଭିର କର୍ମଚାରୀଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ । ଗତ ବିଳମ୍ବିତ ରାତିରେ ପୋଲିସ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଉଠାଇ ନେଇଛି । ସୂଚନା ଅନୁଯାୟୀ,…