Latest Odisha News

BREAKING NEWS

Browsing Tag

SCB

କଟକରେ ଅଧାରୁ ଅଧିକ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଚିହ୍ନଟ

କଟକ: ସିଲଭର ସିଟି କଟକରରେ ମାଡି ଚାଲିଛି କରୋନା । ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଏଯାଏଁ କଟକରେ ୨୪୮ଟି ପିଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିରୁ ଅଧାରୁ ଅଧିକ ସଂକ୍ରମିତ ସହରର ବିଭିନ୍ନ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ସିଏମ୍‌ସି କମିଶନର ଅନନ୍ୟା ଦାସ ଓ କୃଷି ସଚିବ ସୌରଭ…

କଟକ ଏସ୍‌ସିବି ଓ କ୍ୟାନ୍‌ସର ହସ୍ପିଟାଲ ନ ଆସିବାକୁ ନିବେଦନ

କଟକ: କଟକର ହଟ୍‌ସ୍ପଟ ପାଲଟିଥିବା କ୍ୟାନ୍ସର ହସ୍ପିଟାଲ ଏବଂ ଏସ୍‌ସିବିରେ କଟକଣା ଲଗାଯାଇଛି । କ୍ୟାନ୍‌ସର ହସ୍ପିଟାଲ ଏବଂ ଏସ୍‌ସିବି ନ ଆସିବାକୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଗତ ତିନି ଦିନ ମଧ୍ୟରେ କ୍ୟାନ୍‌ସର ହସ୍ପିଟାଲରୁ ୧୧୩ ପଜିଟିଭ୍ ଓ ଏସ୍‌ସିବିରୁ…

ହସ୍ପିଟାଲରେ ପାଠ ପଢିବେ ଜଗା-କାଳିଆ, ଖୁବଶୀଘ୍ର ହେବ ଖପୁରୀ ପ୍ରତିରୋପଣ

କଟକ: କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଯାଆଁଳା ଶିଶୁ ଜଗା-କାଳିଆ ମଧ୍ୟରୁ ଜଗାର ଖପୁରୀ ପ୍ରତିରୋପଣ କରାଯିବ । ଜଗାକୁ ଏହି ଖପୁରୀ ଏକ 'ବୋନ ବ୍ୟାଙ୍କ'ରୁ ପ୍ରାପ୍ତ ହେବାକୁ ଥିବା ନେଇ ରବିବାର ଦିନ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଜଗାର ଖପୁରୀ ପ୍ରତିରୋପଣ ପାଇଁ…

ସେପ୍ଟେମ୍ବର ୭ରେ ଓଡିଶା ଆସିବେ ଜଗା-କାଳିଆ

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଖୁବଶୀଘ୍ର ଓଡିଶା ଫେରିବା ନେଇ ଗୁରୁବାର ଦିନ ଓଡିଶା ସରକାର ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଏମ୍ସ…

କଟକ ଏସସିବି ମେଡିକାଲର ରେକର୍ଡ ରୁମରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଆଣ୍ଡ କଲେଜର ରେକର୍ଡ ରୁମରେ ସୋମବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ ରେକର୍ଡ ରୁମରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡ ଫଳରେ ରେକର୍ଡ ରୁମରେ ଥିବା ଅନେକ ଫାଇଲ୍ ଓ କାଗଜପତ୍ର…