Latest Odisha News

BREAKING NEWS

Browsing Tag

SCB

ବାହାନଗା ଟ୍ରେନ୍ ଦୁର୍ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ

କଟକ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣଙ୍କ ମୃତ୍ୟୁ ହୋଇଛି । କଟକ ଏସସିବି ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିବା ବିହାର ରାଜ୍ୟ ସୋହେଲ ମନସୁରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଥିସହ ବାହାନଗା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି…

ମରିଗଲା ପରେ ୨ ଜଣଙ୍କ ଜୀବନ ବଞ୍ଚାଇଲେ

କଟକ: ଜଣେ ବ୍ରେନ୍ ଡେଡଙ୍କ କିଡନୀରେ ୨ ଜଣ ନୂଆ ଜୀବନ ପାଇଛନ୍ତି । କଟକ ବଡ଼ ମେଡିକାଲରେ ଏହା ସମ୍ଭବ ହୋଇଛି । ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ବ୍ରେନ୍ ଡେଡଙ୍କ କିଡନୀକୁ ୨ ଜଣଙ୍କ ଠାରେ ପ୍ରତିରୋପଣ କରି ନୂଆ ଜୀବନ ଦେଇଛନ୍ତି । ଏସସିବି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, କଟକ…

୭୧ ବର୍ଷ ବୟସରେ ଭେଷଜ ବିଶେଷଜ୍ଞ ଡାକ୍ତର ନିର୍ମଳ ଗରାବଡ଼ୁଙ୍କ ଦେହାନ୍ତ

ଭୁବନେଶ୍ୱର: ସୋମବାର ଜଣାଶୁଣା ଭେଷଜ ବିଶେଷଜ୍ଞ ଡାକ୍ତର ନିର୍ମଳ ଗରାବଡ଼ୁଙ୍କ ପରଲୋକ ଘଟିଛି । ୭୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଡାକ୍ତର ନିର୍ମଳ ଗରାବଡ଼ୁ । ସ୍ତ୍ରୀ ନମିତା, ଝିଅ ସୁନନ୍ଦା ଓ ପୁଅ ଆନନ୍ଦକୁ ଏକାକୀ ଛାଡ଼ି ଚାଲି ଯାଇଛନ୍ତି ଡାକ୍ତର ଗରାବଡ଼ୁ । ପରିବାର ଲୋକଙ୍କ କହିବା…

କଟକ ବଡ଼ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ କେବଳ ଓଡ଼ିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନଙ୍କ ପାଇଁ ଭରସାଯୋଗ୍ୟ ଚିକିତ୍ସା କେନ୍ଦ୍ରର ସୁନାମ ଲାଭ କରିଛି । ତେଣୁ ୭୫ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ବିରାଟ ଅନୁଷ୍ଠାନର ରୂପାନ୍ତରଣ ସହିତ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା…

ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ । ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି । ମାସକ ତଳେ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ…

ବଡ଼ ମେଡିକାଲରୁ ଧରାପଡ଼ିଲେ ୫ ଦଲାଲ କର୍ମଚାରୀ

କଟକ: କଟକ ବଡ଼ ଡାକ୍ତରଖାନାରୁ ଧରାପଡ଼ିଲେ ୫ ଦଲାଲ । ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ଘରୋଇ କ୍ଲିନିକକୁ ମୁହାଁଉଥିଲେ ଏମାନେ । ମଙ୍ଗଳବାର କମିଶନରେଟ ପୋଲିସ ରେଡିଓଲୋଜି ବିଭାଗରୁ ୫ ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ୫ ଜଣ ହେଉଛନ୍ତି ଏସସିବି ମେଡିକାଲ କଲେଜର ଆଉଟସୋର୍ସିଂ ଷ୍ଟାଫ୍ ।…

କେମିତି କଟକରୁ ହାଇଦ୍ରାବାଦ ଖସି ଯାଇଥିଲା ହାଇଦର ? କହିଲେ ପୋଲିସ କମିଶନର

କଟକ: ଗାଙ୍ଗଷ୍ଟର ହାଇଦର ଗିରଫ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଟକ ପୋଲିସକୁ ପ୍ରଶଂସା କରିଛନ୍ତି । ପୋଲିସ କମିଶନର ପ୍ରେସମିଟ୍ କରି କହିଛନ୍ତି- ୧୨୦ଘଣ୍ଟାର ଅପରେସନ ପରେ ତେଲଙ୍ଗାନାରୁ ହାଇଦରକୁ ଗିରଫ କରାଯାଇଛି । ୨ଟି ମାମଲାରେ ସମ୍ବଲପୁର ଜେଲରେ ଆଜୀବନ ସଜ୍ଜା କାଟୁଛି…

ବିମାନବନ୍ଦରରେ ପହଞ୍ଚିବା ପରେ ହାଇଦରକୁ କଟକ ନେଲା ପୋଲିସ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ହାଇଦ୍ରାବାଦରୁ ଗିରଫ ଗ୍ୟାଙ୍ଗଷ୍ଟର ହାଇଦର । ସକାଳ ପ୍ରାୟ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ହାଇଦରକୁ ନେଇ ପୋଲିସ ପହଞ୍ଚିଥିଲା । ସେଠାରେ ହାଇଦରର କରୋନା ଟେଷ୍ଟ କରାଯାଇଥିଲା । ତା'ପରେ ପୋଲିସ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗିରଫ ହାଇଦରକୁ…

ହାଇଦର ଫେରାର୍ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ବିଜେପି ନେତା ପ୍ରକାଶ ମିଶ୍ର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାକୁ ୫ ଦିନ ବିତିଲାଣି । ପୋଲିସ ଖୋଜୁଛି ପାଉନି । କୁହାଯାଉଛି କେନ୍ଦ୍ରାପଡ଼ାର ଜମ୍ବୁ ଦେଇ ବାଲାଂଦେଶ ପଳାଇଛି ହାଇଦର । ଅନ୍ୟପଟେ ହାଇଦର ନିଖୋଜକୁ ନେଇ ପୋଲିସ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍…

ଏସସିବିର ପୁରୁଣା ଓପିଡି ହେବ ମ୍ୟୁଜିୟମ୍ !

କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ୮୦ ବର୍ଷର ପୁରୁଣା ଓପିଡି ବିଲଡିଂକୁ ଖୁବ୍ ଶୀଘ୍ର ଏକ ଐତିହ୍ୟ କୋଠା ଭାବରେ ଘୋଷଣା କରାଯିବ। ଏପରିକି ସୂଚନାନୁସାରେ ଏହି କୋଠାର ନବୀକରଣ କରାଯାଇ ଏହାକୁ ସଂଗ୍ରହାଳୟରେ ପରିଣତ କରାଯିବ। ଏହି ବିଲ୍ଡିଂକୁ ନୂଆ ରୂପ ଦେବା ସହ…