Latest Odisha News
Browsing Tag

School Student

ଗ୍ରୀଷ୍ମ ଅବକାଶରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍

ଭୁବନେଶ୍ୱର: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍ । ଗ୍ରୀଷ୍ମ ଅବକାଶରେ ସରକାର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ ଟାବଲେଟ୍ ବାଣ୍ଟିବେ । ଆନେମିଆ ମୁକ୍ତ ଅଭିଯାନ ଅଧିନରେ ଏହି ଟାବଲେଟ୍ ଦେବେ ରାଜ୍ୟ ସରକାର ।…

ରୋଷେଇ ବେଳେ ଗରମ ଡାଲିରେ ପଡିଗଲେ ଅଷ୍ଟମ ଶ୍ରେଣୀର ଛାତ୍ର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏକ ହୃଦୟଥରା ଘଟଣା । ଗରମ  ଡାଲିରେ ପଡି ସ୍କୁଲ ହଷ୍ଟେଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଘଟଣାଟି ୬ ତାରିଖରୁ ଘଟିଥିଲେ ହେଁ…

ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା

ଯାଜପୁର : ସରସ୍ବତୀ ପୂଜା ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା । ଯାଜପୁର ଦାନଗଦି ବ୍ଲକ ଶରତ ରାଉତ ଉଚ୍ଚ ବିଦ୍ୟାପୀଠରେ ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ଘଟଣାରେ ଏବେ ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା। ସରସ୍ୱତୀ ପୂଜା ଦିନ ସ୍କୁଲ ପରିସରରେ ହୋଇଥିବା ଭୋଜି…

5T ଟି ସ୍କୁଲ, ହେଲେ ପିଲାଙ୍କ ପାଇଁ ଘର ନାହିଁ

ହାଟଡିହି:୫ଟି ସ୍କୁଲ । ହେଲେ ଗୋଟିଏ ବି ଟି ଏଠି ଦେଖିବାକୁ ମିଳେନି ।  ଇଂରେଜ ଅମଳର ଏହି ବିଦ୍ୟାଳୟଟି ବର୍ତ୍ତମାନ ତାର ଅସ୍ତିତ୍ବ ହରାଇବାକୁ ଯାଉଛି  ।  ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ହେଲେ ଏ ସ୍କୁଲରେ ପାଠ ପଢିବାକୁ ଶ୍ରେଣୀ ଗୃହ  ନାହିଁ । ବାରଣ୍ଡାରେ ବସି ପାଠ…

ପିଲାଙ୍କ ବ୍ୟାଗରୁ ମିଳିଲା ଏମିତି ଜନିଷ, ଚୁପ ପଡ଼ିଗଲେ ଶିକ୍ଷକ

ବାଙ୍ଗାଲୁର: ସ୍କୁଲ ପିଲାଙ୍କ ବ୍ୟାଗରୁ ମିଳିଲା ଏମିତି କିଛି ଜିନିଷ, ଯାହା ଶୁଣିଲେ ଶିକ୍ଷକଙ୍କର କାହିଁକି ଆପଣଙ୍କର ବି ହୋସ ଉଡ଼ିଯିବ । ଛୋଟ ଛୋଟ ସ୍କୁଲ ପିଲାଙ୍କ ବ୍ୟାଗରୁ ବାହାରିଲା କଣ୍ଡୋମ ଓ ଗର୍ଭନିରୋଧକ ବଟିକା ପରି ଆପତ୍ତିଜନକ ଜିନିଷ ।ଏହା ଘଟଣା ସାମ୍ନାକୁ ଆସିବା ପରେ ପ୍ରତିଦିନ…

ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ

ଭୁବନେଶ୍ୱର: ଜାନୁଆରୀ ୩ତାରିଖରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ । ପୂର୍ବ ଗାଇଡ଼ଲାଇନ ଅନୁଯାୟୀ, ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ ।…