Latest Odisha News

BREAKING NEWS

Browsing Tag

Sea Beach

ବିଚରୁ ଅସ୍ଥାୟୀ ନିର୍ମାଣ ଉଚ୍ଛେଦ କଲା ପ୍ରଶାସନ, ଦେହ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ ମାଫିଆ

ବାଲେଶ୍ୱର: କାଲି ଜିଲ୍ଲାପାଳ ମନା କରିଥିଲେ । କହିଥିଲେ, ଦେହ ବ୍ୟବସାୟ ହେଉଥିବା କହି ପର୍ଯ୍ୟଟନସ୍ଥଳୀକୁ ବଦନାମ କରନ୍ତୁ ନାହିଁ, ପ୍ରମାଣ ଥିଲେ ଦିଅନ୍ତୁ । ଆଉ ରାତିକ ଭିତରେ ପ୍ରମାଣ ପାଇବା ପରେ ଆଜି ବାଲେଶ୍ୱ ଜିଲ୍ଲା ପ୍ରଶାସନ ଉଦୟପୁର ବିଚରେ ଥିବା ଅନେକ ଅସ୍ଥାୟୀ ନିର୍ମାଣକୁ ଉଚ୍ଛେଦ…

୨ ଦିନରେ ୪ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପୁରୀ ବିଚରେ ଲାଗିଲା ଲାଲ୍ ପତାକା

ପୁରୀ: ମହୋଦଧୀରେ ୨ ଦିନରେ ୪ ଜଣଙ୍କ ମୃତ୍ୟୁ ପରେ ବେଳାଭୂମିରେ ଲାଲ୍ ପତାକା ପୋତିଛି ପ୍ରଶାସନ । ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଉଚ୍ଚ ଜୁଆର ସହ ସମୁଦ୍ର ପାଣିର ଶକ୍ତି ଅଧିକ ରହୁଛି । ଲାଲ୍ ପତାକା ପୋତି ସମୁଦ୍ର ସ୍ନାନକୁ ବାରଣ କରିଛି ପ୍ରଶାସନ । ବୁଧବାର ୨ ଓ ଗୁରୁବାର ୨ ଜଣ ଏମିତି ଦୁଇ…

ବେଳାଭୂମିରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର 

ପୁରୀ: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ବେଳାଭୂମି ନିକଟରୁ ଜଣେ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରେ ଜଣେ ଯୁବତୀ ମୁହଁ ମାଡ଼ି ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ  । ମୃତ ଯୁବତୀ ଜଣକ…

ବେଳାଭୂମିରେ ନରକଙ୍କାଳ କାହାର ?

ପୁରୀ: କୋଣାର୍କ ବେଳାଭୂମିରେ ନରକଙ୍କାଳ । ନୂଆନଈ ମୁହାଣ ଠାରୁ ରାମଚଣ୍ଡୀ ନଈ ମୁହାଣ ମଧ୍ୟରେ ନରକଙ୍କାଳ ପଡ଼଼ିଛି । ଯାହାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି । ନରକଙ୍କାଳ ନିକଟରେ ଏକ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ପଡ଼ିଛି । ଖବର ପାଇ ମେରାଇନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ୩ ଜଣ ପର୍ଯ୍ୟଟକ । ଭାସି ଯାଇଥିବା ତିନିଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ଆଜି ସେକ୍ଟର-୧ ଦିଗବାରେଣି ଖୁଣ୍ଟି ବେଳାଭୂମିରେ…

କରୋନା ଲଢେଇରେ ପୋଲିସ, ଡାକ୍ତର, ନର୍ସଙ୍କ ସେବା: ବାଲୁକାକଳାରେ ସୁଦର୍ଶନ କଲେ ପ୍ରଶଂସା

ପୁରୀ: ମରଣାନ୍ତକ କରୋନା ମହାମାରୀ ଯୋଗୁଁ ଏବେ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡ଼ିଛି । ଘାତକ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଦୈନିକ ଶହ ଶହ ବ୍ୟକ୍ତି ପ୍ରାଣ ହରାଇବାରେ ଲାଗିଛନ୍ତି । ସମସ୍ତ ଘାତ ପ୍ରତିଘାତ ତଥା ପ୍ରତିବନ୍ଧକକୁ ଭ୍ରୁକ୍ଷେପ ନ’କରି ଏହି କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି…