ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୪
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଓ ଭଗବାନ ଶ୍ରୀକୃଷ୍ଣ ଉଭୟଙ୍କୁ ସମାନ ଭାବରେ ବିବେଚନା କରାଯାଏ । କାରଣ ଭଗବାନ ଶ୍ରୀକୃଷ୍ଣଙ୍କୁ ଅବତାର ମଧ୍ୟରେ ନିଆ ଯାଇ ନାହିଁ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ…