Latest Odisha News

BREAKING NEWS

Browsing Tag

Singer

ଖଡ଼ିଆଳ ମହୋତ୍ସବ : ଉଦିତ୍‌ଙ୍କ ଗୀତରେ ଝୁମିଲେ ଦର୍ଶକ

ନୂଆପଡା : ଖଡ଼ିଆଳ ମହୋତ୍ସବରେ ଉଦିତ୍‌ ନାରାୟଣଙ୍କ ଗୀତରେ ଝୁମିଲେ ଲକ୍ଷ ଲକ୍ଷ ଦର୍ଶକ ।  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଅର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଳା, ସଂସ୍କୃତି,ଐତିହ୍ୟ, ସାହିତ୍ୟ ତଥା ଲୋକ କଳାର ବାର୍ତ୍ତାବହ ସାଜିଥିବା ଖଡ଼ିଆଳ ମହୋତ୍ସବ ୨୦୨୩  ଗୁରୁବାର ଷ୍ଟାର…

ପରଲୋକରେ ଓସ୍କାର ବିଜେତା ଆଇରିନ୍ କାରା

ନୂଆଦିଲ୍ଲୀ : ଓସ୍କାର ବିଜେତା ଆଇରିନ୍ କାରାଙ୍କ ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କ ପ୍ରକାଶକ ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ଅଭିନେତ୍ରୀ ଫ୍ଲୋରିଡା ସ୍ଥିତ ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି  । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା  । ଏନେଇ ମୃତ୍ୟୁର କାରଣ…

ଦୁନିଆକୁ ସୁସ୍ଥ ରଖିବାର ଏକମାତ୍ର ଉପାୟ ହେଉଛି ସଙ୍ଗୀତ

ନୂଆଦିଲ୍ଲୀ: ବଲିଉଡ୍‌ ସଙ୍ଗୀତ ଜଗତର ଚର୍ଚ୍ଚିତ ଗାୟକ କୈଳାଶ ଖେର୍‌। ତାଙ୍କ ଗୀତର ଭିନ୍ନ ଅନ୍ଦାଜ୍‌ ସଙ୍ଗୀତ ପ୍ରେମୀଙ୍କୁ ବିଭୋର କରିଥାଏ। ଆଉ ତାଠାରୁ ଅଧିକ ଆକର୍ଷଣୀୟ ହେଉଛି ତାଙ୍କ ଡ୍ରେସିଂ ଷ୍ଟାଇଲ୍‌। ଏକ କଳା ସାର୍ଟ, ପନିଟେଲ୍ ଏବଂ ଇୟରିଂ ତାଙ୍କୁ ଭାରି ମାନିଥାଏ। ତାଙ୍କ ମତରେ…

ଆଇସିୟୁରେ ଭର୍ତ୍ତି ହେଲେ ଗାୟିକା ତପୁ ମିଶ୍ର

ଭୁବନେଶ୍ୱର: ଓଡିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ରଖାଯାଇଥିବା ଜଣାପଡିଛି । ଗତ କିଛି ଦିନ ତଳେ ତପୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଘରେ ରହି…

ମୋ ସଙ୍ଗୀତ ମାଧ୍ୟମରେ ଓଡିଶାକୁ ନୂଆ ପରିଚୟ ଦେବାକୁ ଚାହୁଁଛି: ନାଜିଆ ଆଲମ୍

ତୁମେ ସଙ୍ଗୀତ କ୍ଷେତ୍ରରେ ବହୁତ ଆଗକୁ ଯିବ । ସଙ୍ଗୀତ ପାଇଁ ତୁମେ ଉତ୍ସର୍ଗୀକୃତ । ଏହାକୁ ଜାରି ରଖିିଥିବ । ଏକ ସଙ୍ଗରେ ଗୋଟିଏ ମଞ୍ଚରେ ସଙ୍ଗୀତ ପରିବେଷଣ ବେଳେ କଣ୍ଠଶିଳ୍ପୀ ନାଜିଆ ଆଲମ୍‌ଙ୍କୁ ଏପରି କିଛି କହିଥିଲେ ଲୋକପ୍ରିୟ ଗାୟକ ମାନ୍ନା ଦେ । ସେଦିନ ମାନ୍ନା ଦେଙ୍କ ସେହି କଥା ଆଜି…

ପପ୍‌ ମ୍ୟୁଜିକ୍‌ର ମହାରଥୀ ବାପି ଲାହିରୀ କାହିଁକି ପିନ୍ଧନ୍ତି ଏତେ ସୁନା?

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ ବାପି ଲାହିରୀ ବହୁତ ଲମ୍ବା ଇନିଂସ ଖେଳିଛନ୍ତି। ୫୦୦ରୁ ଅଧିକ ଗୀତ ରଚନା କରିଛନ୍ତି ବାପି ଲାହିରୀ। ପପ୍ ମ୍ୟୁଜିକ୍‌କୁ ବଲିଉଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିବାର ଶ୍ରେୟ ମଧ୍ୟ ବାପି ଲାହିରୀକୁ ଯାଉଛି। ତାଙ୍କର ଅନନ୍ୟ ଶୈଳୀର ଗୀତକୁ ସର୍ବଦା ପସନ୍ଦ…

ଖୁବ୍‌ ଶୀଘ୍ର ମ୍ୟୁଜିକ୍‌ ଭିଡିଓ ‘ସ୍ନାଇପର୍‌’ରେ ରକିଂ ଷ୍ଟାଇଲ୍‌ରେ ନଜର ଆସିବେ ଶାନ୍‌

ନୂଆଦିଲ୍ଲୀ: ଦିୱାଲୀର ବିଶେଷ ଉତ୍ସବରେ ବଲିଉଡର ପ୍ରସିଦ୍ଧ ଗାୟକ ଶାନ୍‌ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ନୂଆ ମ୍ୟୁଜିକ୍ ଭିଡିଓ ଆଲବମ୍ ଆଣିଛନ୍ତି। ଯାହାର ନାମ ହେଉଛି 'ସ୍ନାଇପର'। ନଭେମ୍ବର ୧୧ରେ ଶାନ୍‌ଙ୍କ ନୂଆ ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବାକୁ ଯାଉଛି। ଏହି ମ୍ୟୁଜିକ୍ ଆଲବମ୍ ର ବିଶେଷ…

[ଭିଡିଓ] ବିଜେପି ନେତାଙ୍କ ଉତ୍ସବରେ ଗୁଳିମାଡ !

ଉତ୍ତରପ୍ରଦେଶ: ଚାଲିଥିଲା ଜନ୍ମଦିନ ଉତ୍ସବ ପାଳନ । ଗୀତ ଗାଉଥିଲେ ଜଣେ ନାମୀ ଗାୟକ । ହେଲେ ହଠାତ୍ ଛାତିରେ ବାଜିଥିଲା ଗୁଳି । ଲାଇଭ୍ ସୋ'ରେ ଟଳିପଡିଥିଲେ ଗାୟକ । ଗୁଳିମାଡ କେମିତି ଓ କାହିଁକି ହୋଇଥିଲା ସେ ନେଇ ଚାଲିଛି ପୋଲିସର ତଦନ୍ତ । ହେଲେ ଏଭଳି ଏକ ଘଟଣାକୁ ନେଇ ବଲିଆ ଜିଲ୍ଲାରେ ପୋଲିସ…

ମନେ ପଡନ୍ତି କିଶୋର କୁମାର….

ମୁମ୍ବାଇ: ପ୍ରଖ୍ୟାତ ଗାୟକ କିଶୋର କୁମାରଙ୍କ ଜନ୍ମ ୪ ଅଗଷ୍ଟ ୧୯୨୯ରେ ହୋଇଥିଲା ଏବଂ ମୃତ୍ୟୁ ୧୩ ଅକ୍ଟୋବର ୧୯୮୭ରେ ହୋଇଥିଲା। ମାତ୍ର ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। କିଶୋର କୁମାରଙ୍କ ମୂଳ ନାମ ଥିଲା ଆଭାସ କୁମାର ଗାଙ୍ଗୁଲୀ। ବଡ଼ ଭାଇ ଅଶୋକ କୁମାର ଓ ଅନୂପ କୁମାର…

ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍. ପି ବାଳସୁବ୍ରମଣ୍ୟମ୍ ଗୁରୁତର

ଚେନ୍ନାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ଏସ୍ ପି ବାଳସୁବ୍ରମଣ୍ୟମ୍ ଗୁରୁତର । ଗତ ୫ ତାରିଖରୁ ସେ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଏମଜିଏମ୍ ହେଲଥ୍ କେୟାରରେ ଚିକିତ୍ସିତ ହେଉଥିବା ବେଳେ ଏବେ ଗୁରୁତର ହୋଇପଡିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଲାଇଫ ସପୋର୍ଟ…