Latest Odisha News

BREAKING NEWS

Browsing Tag

SJTA

ରଥ ନିର୍ମାଣ ପାଇଁ ଆନୁଷ୍ଠାନିକ ଅନୁମତି ପତ୍ର ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରଥ ନିର୍ମାଣ ନେଇ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସର୍ତ୍ତମୂଳକ ସବୁଜ ସଙ୍କେତ ମିଳିବା ପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଆନୁଷ୍ଠାନିକ ଅନୁମତି ପତ୍ର ପ୍ରଦାନ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଖଳାରେ ରଥ ନିର୍ମାଣ କାମ…

ରଥଯାତ୍ରା, ବାହୁଡା ଓ ସୁନାବେଶ ବେଳେ ଆଦାୟ ହେବନି ଟୋଲ୍ ଗେଟ୍ ଫି’

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ବାହୁଡା ଓ ସୁନାବେଶ ବେଳେ ପୁରୀକୁ ଆସିବାକୁ ଥିବା କୌଣସି ଯାନବାହନ ଠାରୁ ଟୋଲ୍ ଗେଟ୍ ଫି’ ଆଦାୟ କରାଯିବ ନାହିଁ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ପ୍ରଶାସକ…

ବିଧାୟକଙ୍କ ସ୍ନାନ ମଣ୍ଡପରେ ଚଢିବା ଘଟଣା: ନିଲମ୍ବିତ ହେଲେ ୨ ସେବାୟତ

ପୁରୀ : ଜୁନ୍ ୧୭ରେ ଅନୁଷ୍ଠିତ ହୋଇଥିବା ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ନିୟମର ଉଲଙ୍ଘନ କରିବା ଅଭିଯୋଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ସୋମବାର ଦିନ ୨ ସେବାୟତଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ୨ ସେବାୟତଙ୍କ ମଧ୍ୟରେ ସୋମନାଥ ଖୁଣ୍ଟିଆ ଓ…

ନୀଳଚକ୍ର ବାନା କାଢିବା ପ୍ରସଙ୍ଗ: ୩ ଜେଟିପି କର୍ମଚାରୀଙ୍କୁ ନୋଟିସ୍ ଜାରି

ପୁରୀ : ପୁରୀ ଜଗନ୍ନାଥ ମନ୍ଦିର ଉପରୁ ଜଣେ ମାନସିକ ବିକୃତ ନାବାଳକ ମନ୍ଦିରର ବାନା କାଢିବା ଘଟଣାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଶସନ ଶୁକ୍ରବାର ଦିନ ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି)ର ୩ ପୋଲିସ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛି । ସେମାନଙ୍କୁ ପ୍ରାୟ ୨ ସପ୍ତାହ ମଧ୍ୟରେ ଜବାବ ରଖିବା…