Latest Odisha News
Browsing Tag

SOA

ସୋଆର ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପଢ଼ୁଛନ୍ତି ପାଠ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ…

ତାଳଚେରରେ କାର୍ଯ୍ୟକ୍ଷମ ହେଲା ସୋଆର ୧୫୬ ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ ୧୯ ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି । କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା…

ଲକ୍ ଡାଉନ ଡାଏରୀ: ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ତତ୍ପର ଅଛନ୍ତି ସୋଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷ…

ଭୁବନେଶ୍ୱର: ଦେଶର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଭାବେ ସୋଆ ବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବେଶ୍ ନାଁ ରହିଛି । ତେବେ ଦିନ ରାତି ଏକ କରି ଏତେ ବଡ ବିଶ୍ୱବିଦ୍ୟାଳୟ ସହ ସମ୍ ହସ୍ପିଟାଲ ଠିଆ କରି ସଫଳଭାବରେ ପରିଚାଳନା କରିବାରେ ପ୍ରମୁଖ ଭୁମିକା ରହିଛି ଏହାର ପ୍ରତିଷ୍ଠାତା ତଥା…

ବେସାହାରାଙ୍କୁ ସାହା ହେଲା ସୋଆ; ବସ୍ତିରେ ବଣ୍ଟନ ହେଲା ଶୁଖିଲା ଖାଦ୍ୟ, ମାସ୍କ୍‌

ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ । ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଏଭଳି…

ଫେବୃୟାରୀ ୧ରୁ ଆରମ୍ଭ ହେବ ପ୍ରଥମ ସୋଆ ଲିଟେରାରୀ ଫେଷ୍ଟିଭାଲ୍‌

ଭୁବନେଶ୍ୱର: ଦେଶର ବିଶିଷ୍ଟ ସାହିତ୍ୟିକ ଓ କବି ଏକତ୍ରିତ ହେବାକୁ ଯାଉଛନ୍ତି ସୋଆ ସାହିତ୍ୟ ଉତ୍ସବ (ସୋଆ ଲିଟେରାରୀ ଫେଷ୍ଟିଭାଲ୍‌)ରେ । ଶିକ୍ଷା ଓ ଅନୁସନ୍ଧାନ ଡିମଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ ସାମ୍ପ୍ରତିକ ପରିସ୍ଥିତିରେ…

ସୋଆରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସୋଆ ଷ୍ଟାଡିୟମ୍ ପରିସରରେ ଆୟୋଜିତ ଉତ୍ସବରେ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ଅଭିବାଦନ ଗ୍ରହଣ…

ସୋଆର ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ ପୂର୍ବାଞ୍ଚଳରେ ପ୍ରଥମ: ଟାଇମ୍ସ ହେଲ୍‌ଥ ସର୍ଭେ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ (ଆଇଡିଏସ୍‌) ଶନିବାର ପ୍ରକାଶିତ ଟାଇମସ ହେଲ୍‌ଥ ସର୍ଭେରେ କ୍ରମାଗତ ଭାବେ ପୂର୍ବାଞ୍ଚଳରେ ଏକ ନମ୍ବର ଦନ୍ତ ଚିକିତ୍ସା କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଭାବେ ନିଜର ସ୍ଥାନ ବଜାୟ…

ମାନସିକ ଚାପ ଶରୀର ଉପରେ ପ୍ରଭାବ ପକାଉଛି: ସ୍ୱାମୀନାଥନ୍

ଭୁବନେଶ୍ୱର: ମାନସିକ ଚାପ ମଣିଷର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ଯାହାଫଳରେ ଶରୀରର ଅନେକ କ୍ଷତି ମଧ୍ୟ ଘଟିଥାଏ । ଅତ୍ୟଧିକ ଚିନ୍ତା ମୃତ୍ୟୁର ଅନ୍ୟ ଏକ କାରଣ । ତେଣୁ ମଣିଷକୁ ସବୁ ସମୟରେ ଆନନ୍ଦିତ ରହିବା ଉଚିତ୍ ବୋଲି କହିଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବକ୍ତା ଇ. ଭି.…

ନାନୋମାଟେରିଆଲ୍ସ ସମ୍ପର୍କରେ ସୋଆରେ ଆନ୍ତର୍ଜାତିକ କର୍ମଶାଳା

ଭୁବନେଶ୍ୱର: ନାନୋମାଟେରିଆଲ୍ସ ସମ୍ପର୍କରେ ସୋଆରେ ଏକ ଆନ୍ତର୍ଜାତିକ କର୍ମଶାଳା ଆୟୋଜିତ ହୋଇଯାଇଛି। ପରିବେଶକୁ ସ୍ୱଚ୍ଛ ରଖିବା ଏବଂ କାର୍ବନ୍ ଫୁଟ୍ପ୍ରିଂଟକୁ କମାଇବା ସହ ଶକ୍ତି ସଂଚୟ ବୃଦ୍ଧି କରିବା ପାଇଁ ନାନୋମାଟେରିଆଲ୍ ବିଭିନ୍ନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା…

ସୋଆରେ ‘ଆତିଥ୍ୟ’ ଉପରେ ଅନ୍ତର୍ଜାତୀୟ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ପର୍ଯ୍ୟଟନ କ୍ଷେତ୍ରରେ ପ୍ରଭୁତ ବିକାଶ ଦ୍ୱାରା ହିଁ ମରିସସର ଅର୍ଥନୈତିକ ଉନ୍ନତି ସମ୍ଭବ ହୋଇପାରିଛି ଓ ଭାରତରେ ମଧ୍ୟ ଏହା ସମ୍ଭବ ବୋଲି ବୁଧବାର ମରିସସର ରାଷ୍ଟ୍ରଦୂତ ଜଗଧିଶ୍ୱର ଗୋବର୍ଦ୍ଧନ କହିଛନ୍ତି । ଶିକ୍ଷା ଓ ଅନସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅଧିନସ୍ଥ…