Latest Odisha News

BREAKING NEWS

Browsing Tag

Social Media

ମନ୍ଦିର ଭିତରେ ପୋଷା କୁକୁରକୁ ମଳ ତ୍ୟାଗ କରିବା ଘଟଣା, କମିଶନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ମହଙ୍ଗା ପଡିଲା ମନ୍ଦିର ଭିତରେ ପୋଷା କୁକୁରକୁ ମଳତ୍ୟାଗ କରାଇବା । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କମିଶନରେଟ୍ ପୋଲିସ ଏ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି । ଏଥିରେ ଲେଖାଯାଇଛି ଯେ…

ଡିଜିଟାଲ୍ ମିଡିଆ ପାଇଁ ନିୟମ ମାନକ ବହୁତ ଜରୁରୀ: କେନ୍ଦ୍ର

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ମିଡିଆ ପୂର୍ବରୁ ସୁପ୍ରିମକୋର୍ଟ ପ୍ରଥମେ ଡିଜିଟାଲ୍ ମିଡିଆ ପାଇଁ ନିୟାମକ ମାନକ ଗଠନ କରିବାକୁ ବିଚାର କରିବେ କାରଣ ଏହାର ପ୍ରଭାବ ଅଧିକ ରହିଛି ବୋଲି ସରକାର କହିଛନ୍ତି। ଗୁରୁବାର ଦିନ ଶୁଣାଣି ପୂର୍ବରୁ ବୈଦ୍ୟୁତିକ ଗଣମାଧ୍ୟମର ମାନଦଣ୍ଡ ଉପରେ ସର୍ବୋଚ୍ଚ…

ମାନିଲେ ରାପର ବାଦଶାହ, ୭୫ ଲକ୍ଷ ଦେଇ କିଣିଥିଲେ ମିଥ୍ୟା ଫଲୋଅର

ମୁମ୍ବାଇ: ଫଲୋଅର ପାଇଁ ପାଗଳ ସେଲିବ୍ରେଟି। ନିଜର ଏକ ଗୀତ 'ପାଗଲ ହେ'ରେ ଗୋଟିଏ ଦିନରେ ୭.୫ କୋଟି ଭିୟରସିପ୍ ପାଇବା ପାଇଁ ସାଢେ ୭୫ ଲକ୍ଷ ଦେଇଥିବା କ୍ରାଇମବ୍ରାଞ୍ଚ ପାଖରେ ମାନିଛନ୍ତି ରାପର ବାଦଶାହା । ମାତ୍ର ଏହାକୁ ପ୍ରତ୍ୟାଖ୍ୟାନ କରିଛି ଗୁଗୁଲ। ନକଲି ଫଲୋଅର ଓ ଭିୟରସିପ୍ ପାଇଁ ଏକ…

ଟିକଟକକୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗୁଗୁଲ କରୁଛି ଯୋଜନା, ଖୁବଶୀଘ୍ର କରିବ ସର୍ଟ ଭିଡିଓ ପ୍ଲାଟଫର୍ମ ଲଞ୍ଚ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସର୍ବାଧିକ ଅଂଶୀଦାରିତ ବିଷୟବସ୍ତୁ ହେଉଛି ଟିକଟକରେ ନିର୍ମିତ କ୍ଷୁଦ୍ର ଭିଡିଓ |  କ୍ଷୁଦ୍ର ଭିଡିଓ ପ୍ରସ୍ତୁତ କରୁଥିବା ଏକ ଆପ୍ ଟିକଟକ ନାମରେ ବାଇଟ୍ ଡାନ୍ସ କମ୍ପାନୀ  ବିଶ୍ୱବ୍ୟାପୀ ପ୍ରସିଦ୍ଧ ହୋଇଛି |  କିନ୍ତୁ ବର୍ତ୍ତମାନ ବିଶ୍ୱର ଏକ ନମ୍ବର କମ୍ପାନୀ…

ସୋସିଆଲ୍ ମିଡିଆରେ ପୁଣି ଭାଇରାଲ ହେଲା ଆନନ୍ଦ ବଜାର ଭିତର ଫଟୋ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ଆନନ୍ଦ ବଜାରର ଏକ ଫଟୋ ସୋମବାର ଦିନ ପୁଣିଥରେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି। ଉକ୍ତ ଫଟୋରେ ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲଫି…

ସୋସିଆଲ ମିଡ଼ିଆର ପ୍ରଭାବ; ଲାଞ୍ଚ ମାଗି ଚାକିରୀରୁ ନିଲମ୍ବିତ ହେଲେ କନଷ୍ଟେବଳ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ଟାଉନ ଥାନା କନଷ୍ଟେବଳ ଜଣେ ଟ୍ରକ ଡ୍ରାଇଭର ଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ବୁଧବାର ଦିନ ନିଲମ୍ବିତ ହୋଇଛନ୍ତି । ମିଳିଥିବା ସୂଚନା ଆନୁସାରେ, କନଷ୍ଟେବଳ ସଂକୀର୍ତ୍ତନ ପଟେଲ ଏକ ଟ୍ରକ ଡ୍ରାଇଭର ଠାରୁ ଲାଞ୍ଚ ମାଗୁଥିବାର ଭିଡିଓ ସୋସିଆଲ…

ସୋସିଆଲ୍ ମିଡିଆର ଦୂରୁପଯୋଗ ରୋକିବା ଲାଗି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିନକୁ ଦିନ ସୋସଆଲ୍ ମିଡିଆର ଦୂରୁପଯୋଗ ବଢୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ ରୋକ ଲଗାଇବା ତଥା ସନ୍ତୁଳନ ବଜାୟ ରଖିବା ପାଇଁ ମଙ୍ଗଳବାର ଦିନ ସ୍ୱତନ୍ତ୍ର ଗାଇଡ ଲାଇନ୍ ପ୍ରସ୍ତୁତ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏପରିକି…