Latest Odisha News

BREAKING NEWS

Browsing Tag

Social Media

ନା ଉଚ୍ଛେଦ ଭୟ ନା ଜାଗା ଚିନ୍ତା..ଚାଲିଛି ଦୋକାନ

ଲକ୍ଷ୍ନୌ:କୌଣସି ଜିନିଷର ଜୁଗାଡ କରିବାରେ ଭାରତୀୟମାନେ ସବୁବେଳେ ଆଗରେ  । ଆଜିକାଲି ଲୋକଙ୍କର ଭିନ୍ନ ଭିନ୍ନ ଜୁଗାଡ ଆପଣ ମାନେ ସୋସିାଲ ମିଡିଆରେ ଦେଖୁଥିବେ । ଏହାକୁ ଦେଖିଲେ ମୁହଁରୁ ବାହାରି ଆସେ Amazing idea ! ଏମିତି ଏକ ଜୁଗାଡ ବିଷୟରେ ଆମେ ଆପଣଙ୍କୁ ଏଠି କହିବୁ । ଏ ବ୍ୟକ୍ତିଙ୍କର…

ପୁରୁଣା ଅଡିଓକୁ ନେଇ ସୋସିଆଲ୍ ମିଡିଆରେ ବର୍ଷାଙ୍କୁ ପ୍ରଶ୍ନ କଲେ ଅନୁଭବ

ଭୁବନେଶ୍ୱର: ବର୍ଷା ତୁମେ କୁହ… ଏ ସ୍ୱର କାହାର ? ଫୋନରେ ତୁମେ ଓ ତୁମ ଭଉଣୀ ମୋ ପରିବାର ବିରୋଧରେ କଣ ଏମିତି ଗପୁଥିଲ । ୨ ବର୍ଷର ପୁରୁଣା ଅଡିଓକୁ ପୁଣି ପ୍ରସଙ୍ଗ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାରେ କୋର୍ଟରେ…

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଶ୍ରୀନଗର: ସୋସିଆଲ୍ ମିଡିଆରେ ଧାର୍ମିକ ପୋଷ୍ଟକୁ ନେଇ ବିବାଦ ପରେ ଉତ୍ତେଜନା ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରିବା ସହ ଲାଗୁ ହୋଇଛି କର୍ଫ୍ୟୁ । ଜମ୍ମୁକାଶ୍ମୀର ଡୋଡା ଜିଲ୍ଲା ବଦେରୱାହ ସହରରେ ମସଜିଦକୁ ନେଇ ଏକ ଭିଡିଓ ଶୁକ୍ରବାର…

ଦରକାର ଥିଲା କିଡନୀ, ଯୋଗାଇଥିଲା ସୋସିଆଲ୍ ମିଡିଆ

ଭୁବନେଶ୍ୱର: ସଦ୍ୟ ସ୍ଥିତିରେ ସୋସିଆଲ୍ ମିଡିଆ ଉଭୟ ଅଭିଶାପ ଓ ଆଶୀର୍ବାଦର ରୂପ ନେଇଛି । ଏ କଥା ସତ ଯେ, ସୋସିଆଲ୍ ମିଡିଆ ଆମକୁ ବିଶ୍ୱର କୋଣଅନୁକୋଣ ସହ ଯୋଡୁଛି । ମନୋରଂଜନର ଖୋରାକ ଯୋଗାଉଛି । ହେଲେ ଏହି ସୋସିଆଲ୍ ମିଡିଆ ଜଣେ ବ୍ୟକ୍ତିଙ୍କ ଜୀବନ ବଂଚାଇଥିବା ଖବର ବୋଧ ହୁଏ ଆପଣ ଜାଣିଥିବେ ।…

ସୋସିଆଲ ମିଡ଼ିଆ ଭାଙ୍ଗୁଛି ପରିବାର

ମାସେ ତଳର ଘଟଣା ଟିଭିରେ ଗୋଟିଏ ଡ଼ିବେଟରେ ଭାଗନେବାକୁ ଗଲା ବେଳେ ଆଲୋଚନାଟିର ଟାଇଟେଲଟିକୁ ଦେଖି ମୁଁ ପ୍ରଥମେ ସେ ଚ୍ୟାନେଲରେ କିଏ ଏଇ ଭଳି ଏ ପ୍ରକାର ପ୍ରୋଗ୍ରାମଟିର ନାମକରଣ କରିଛି ବୋଲି ବିରକ୍ତି ପ୍ରକାଶ କରିଥିଲି । ସାଙ୍ଗେ ସାଙ୍ଗେ ତାଙ୍କ ଆଙ୍କର ଜଣକ କହିଥିଲେ ମାଡ଼ାମ କିଛିଟା ତଥ୍ୟ…

ପୂର୍ବତନ ପ୍ରେମିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ଯୁବକ ଗିରଫ

ବାଙ୍କୀ: ସୋସିଆଲ୍ ମିଡିଆରେ ପୂର୍ବତନ ପ୍ରେମିକାଙ୍କ ଅଶ୍ଲୀଳ ଭିଡିଓ ପୋଷ୍ଟ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି । ବାଙ୍କୀ ପୋଲିସ ଏହି ମାମଲାରେ ଜଣେ ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ, ଭାଇରାଲ୍ ଭିଡିଓ ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ…

କଂଗ୍ରେସ ଗଢ଼ିବ ସୋସିଆଲ୍ ମିଡିଆ ୱାରିଅର୍ସ ଟିମ୍, ସାମିଲ୍ ହେବାକୁ ରାହୁଲଙ୍କ ଆହ୍ୱାନ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକଙ୍କୁ ସୋସିଆଲ୍ ମିଡିଆ ୱାରିଅର୍ସ ଟିମରେ ଯୋଗଦେବାକୁ ଅପିଲ୍ କରିଛନ୍ତି । ସୋସିଆଲ୍ ମିଡିଆରେ ଦଳର ସ୍ଥିତି ଜାହିର୍ କରିବାକୁ ପନ୍ଥା ଆପଣାଇଛି କଂଗ୍ରେସ । ସୋସିଆଲ୍ ମିଡିଆ ୱାରିଅର୍ସ ଟିମରେ ଯୋଗଦେବା ଲାଗି ଦଳ ଟୋଲ ଫ୍ରି ନମ୍ବର…

ସୋସିଆଲ ମିଡିଆ ଓ ଓଡିଆ ସାହିତ୍ୟ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଆ ସାହିତ୍ୟ ଓ ସୋସିଆଲ ମିଡିଆର ସମ୍ପର୍କ ବିଷୟରେ କିଛି କହିବା ଆଗରୁ ମୁଁ ଗୋଟେ ବହି ଏବଂ ସିନେମା ଉପରେ କିଛି କହିବାକୁ ଚାହୁଁଛି। ବହିଟିର ଶୀର୍ଷକ ହେଉଛି “ଟେନ ଆର୍ଗ୍ୟୁମେଣ୍ଟସ ଫର ଡ଼ିଲିଟିଙ୍ଗ ୟୋର ସୋସିଆଲ ମିଡିଆ ଏକାଉଣ୍ଟ ରାଇଟ ନାଓ”।…

ସୋସିଆଲ୍‌ ମିଡିଆରେ ଆପତ୍ତିଜନକ ପୋଷ୍ଟ କଲେ ୩ ବର୍ଷ ଜେଲ୍‌; କେରଳ

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏକ କାର୍ଯ୍ୟକୁ ଅନୁମୋଦନ କରିଛନ୍ତି ଯେଉଁଥିରେ କେରଳ ସରକାର ବର୍ତ୍ତମାନ କଂଗ୍ରେସ ଟାର୍ଗେଟରେ ଆସିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ଉପରେ ଏକ ଖୋଳତାଡ଼ କରି ସେ କହିଛନ୍ତି ଯେ ସୋସିଆଲ ମିଡିଆରେ…

ମନ୍ଦିର ଭିତରେ ପୋଷା କୁକୁରକୁ ମଳ ତ୍ୟାଗ କରିବା ଘଟଣା, କମିଶନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ମହଙ୍ଗା ପଡିଲା ମନ୍ଦିର ଭିତରେ ପୋଷା କୁକୁରକୁ ମଳତ୍ୟାଗ କରାଇବା । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କମିଶନରେଟ୍ ପୋଲିସ ଏ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି । ଏଥିରେ ଲେଖାଯାଇଛି ଯେ…