Latest Odisha News

ମନ୍ଦିର ଭିତରେ ପୋଷା କୁକୁରକୁ ମଳ ତ୍ୟାଗ କରିବା ଘଟଣା, କମିଶନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ମହଙ୍ଗା ପଡିଲା ମନ୍ଦିର ଭିତରେ ପୋଷା କୁକୁରକୁ ମଳତ୍ୟାଗ କରାଇବା । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କମିଶନରେଟ୍ ପୋଲିସ ଏ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି । ଏଥିରେ ଲେଖାଯାଇଛି ଯେ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ତାଙ୍କ ନାଁ ତୋଫାନ ସାମନ୍ତରାୟ ।

ତୋଫାନ ପୁରୁଣା ଭୁବନେଶ୍ୱର ଅଂଚଳରେ ରହୁଥିବା ବେଳେ ନିଜ ପୋଷା କୁକୁରକୁ ନେଇ ଘର ପାଖ ବକ୍ରେଶ୍ୱର ମନ୍ଦିରରେ ମଳତ୍ୟାଗ କରାଉଥିଲେ ।

Leave A Reply

Your email address will not be published.