Latest Odisha News

BREAKING NEWS

Browsing Tag

sonu sood

ସୋନୁ ସୁଦଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ମିଳିଥିଲା କି? ଜାଣନ୍ତୁ… 

ନୂଆଦିଲ୍ଲୀ: ୨୦୨୦ କରୋନା ମହାମାରୀ ସମୟରେ ହୋଇଥିବା  ଲକଡାଉନରେ ପ୍ରବାସୀ ଶ୍ରମିକ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଅଭିନେତା ସୋନୁ ସୁଦ ଚର୍ଚ୍ଚାକୁ ଆସିଥିଲେ।। ଲକଡାଉନ୍ ସମୟରେ ସୋନୁ ଦେଶ ତଥା ବିଦେଶରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ତାଙ୍କ ସମ୍ପତ୍ତି ମଧ୍ଯ ବନ୍ଧା…

ଭାଇରାଲ ଭିଡିଓ ଦେଖି ଗାଁ ମହିଳାଙ୍କୁ ସୋନୁ ସୂଦ ଦେଲେ ଚମତ୍କାର ଅଫର

ଅନେକ ସମୟରେ ସୋସିଆଲ ମିଡିଆରେ  ଭିଡିଓ ଭାଇରାଲ ହେଉଛି ।  ସେଥିରୁ କିଛି ଭିଡିଓ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ । ହେଲେ ଏମିତି କିଛି ଭିଡ଼ିଓ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ, ଯେମିତି ରାନୁ ମଣ୍ଡଳଙ୍କର ବଦଳାଇ ଦେଇଥିଲା। ଏମିତି ଏକ ଭିଡ଼ିଓ ରାନୁ ମଣ୍ଡଳଙ୍କ ପରି ୟାଙ୍କର ମଧ୍ୟ ଭାଗ୍ୟ…

ଚଳନ୍ତା ଟ୍ରେନ୍ ପାହାଚରେ ବସି ଯାତ୍ରା କରୁଥିଲେ ସୋନୁ ସୁଦ; ଦାୟିତ୍ୱସମ୍ପନ୍ନତାର ପାଠ ପଢ଼ାଇଲା ରେଳବାଇ

ମୁମ୍ବାଇ: କରୋନା ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କ ପାଇଁ ତ୍ରାଣ କର୍ତ୍ତା ସାଜିଥିଲେ। ମହାମାରୀ କାଳ ରୂପକୁ ସେ ଖାତି ନ କରି ଲୋକଙ୍କ ସେବାରେ ଲାଗିଥିଲେ। କାହାକୁ ଖାଦ୍ୟ ପହଞ୍ଚାଇବା ହେଉ ତ ଆଉ କାହାକୁ ସୁରକ୍ଷତି ଘରେ ପହଞ୍ଚାଇବା ସବୁ କାମରେ ସେ ଆଗରେ ଥିଲେ। ସ୍ଥିତି ଏମିତି ଥିଲା…

ମୋ ନମ୍ବର ଯାହା ଥିଲା ସେଇଆ ରହିଛି-ସୋନୁ ସୁଦ

ନୂଆଦିଲ୍ଲୀ: ଡରାଇଲାଣି କରୋନା । ପଡୋଶୀ ଚୀନରେ ଏହାର ଭୟଙ୍କର ରୂପ ଦେଖିବା ପରେ ମନେ ପଡ଼ି ଯାଉଛି ସେଦିନର ଭୟଙ୍କର ଅନୁଭୂତି । ସଟଡାଉନ..ଲକଡାଉନ.. । ଖାଦ୍ୟର ଅଭାବ..ଘର ଅଭାବ.. ଅର୍ଥ ଅଭାବ । ତା ଭିତରେ ଯାନବାହନ ଠପ୍ । ଏସବୁ ନାହିଁ ନାହିଁ ଭିତରେ ଜୀବନ ଅଟକି ଯାଇଥିବା କଥା ମନେ ପଡିଲେ…

[ଦେଖନ୍ତୁ ଭିଡିଓ] ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ହସ୍ପିଟାଲ୍ ପହଂଚାଇଲେ ସୋନୁ ସୁଦ୍

ଭୁବନେଶ୍ୱର: ଅଭିନେତା ସୋନୁ ସୁଦଙ୍କ ଅଟୋବାୟୋଗ୍ରାଫୀ ନିକଟରେ ସାମ୍ନାକୁ ଆସିଥିଲା । ଟାଇଟଲ୍ ରହିଥିଲା ଆଇ ଆମ୍ ନୋ ମସିହା । ତେବେ ଏହି ଅଟେବାୟୋଗ୍ରାଫୀ ଯେ ଯଥାର୍ଥ, ତାହା ପୁଣି ସୋନୁ ସୁଦ୍ ପ୍ରମାଣିତ କରିଛନ୍ତି । ଗତକାଲି ସୋନୁ ପଂଜାବର ମୋଗା ଜିଲ୍ଲା ଦେଇ ଆସୁଥିଲାବେଳେ ଜଣେ…

ପଞ୍ଜାବ ଷ୍ଟେଟ୍‌ ଆଇକନରୁ ଇସ୍ତଫା ଦେଲେ ସୋନୁ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ ସେ ନିଯୁକ୍ତ ହେବାର ଏକ ବର୍ଷ ପରେ ପଞ୍ଜାବର ଷ୍ଟେଟ ଆଇକନରୁ ଇସ୍ତଫା ଦେବେ। ୨୦୨୦ରେ ମହାମାରୀ କରୋନା ସମୟରେ ଲୋକଙ୍କ ପ୍ରତି ନିଜର ଉଦାର ମନୋଭାବ ଯୋଗୁ ବେଶ୍‌ ପ୍ରଶଂସା ସାଉଁଟିଥିଲେ ସୋନୁ। ନିର୍ବାଚନ…

ଦୀର୍ଘଦିନ ପରେ ବଡ ପରଦାକୁ ଫେରୁଛନ୍ତି ସୋନୁ ସୁଦ୍

ମୁମ୍ବାଇ: ବେଶ କିଛିଦିନ ଧରି ବଡ ପରଦାରୁ ଦୂରେଇ ରହିଥଲେ ବଲିଉଡ ଅଭିନେତା ସୋନୁ ସୁଦ୍ । ହେଲେ ଏବେ ସେ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ଆସବା ଲାଗି ସଜବାଜ ହେଉଛନ୍ତି । ଆଗାମୀ ଦିନରେ ସୋନୁ ଏକ ଆକ୍ସନ୍ ଥ୍ରିଲର୍ ଫିଲ୍ମରେ ନଜର ଆସିବେ । ଫିଲ୍ମର ଟାଇଟଲ୍ ପରି ଏହାର ଫାଷ୍ଟଲୁକ୍ ପୋଷ୍ଟର ମଧ୍ୟ…

ଓଡ଼ିଶାର ରାଜବୀର ପାଇଁ ଚିକିତ୍ସା ସହାୟତା ମାଗିଲେ ସୋନୁ ସୁଦ

ମୁମ୍ବାଇ: କନ୍ଧମାଳର କୁନି ପୁଅ ରାଜବୀର ପାଇଁ ସହାୟତା ମାଗିଲେ ବଲିଉଡ ଅଭିନେତା ସୋନୁ ସୁଦ । ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ ସହାୟତା କରିବାକୁ ସେ ଅପିଲ୍ କରିଛନ୍ତି । ରାଜବୀରଙ୍କ ଚିକିତ୍ସା ପାଇଁ ୧୬ କୋଟି ଇଞ୍ଜେକସନ୍ ଦରକାର । ଯାହା ଯୋଗାଡ଼ କରିବା ତାଙ୍କ ପରିବାର ପାଇଁ…

ପଞ୍ଜାବରେ ନିର୍ବାଚନ ଲଢିବେ ସୋନୁଙ୍କ ଭଉଣୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବେ ​​ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା। ସୋନୁ ସୁଦ ଆଜି ଘୋଷଣା କରିଛନ୍ତି ଯେ ତାଙ୍କ ଭଉଣୀ ମାଲବିକା ସୁଦ ପଞ୍ଜାବ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ତଥାପି ସେ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ…

ଆଇଟି ସର୍ଭେକୁ ନେଇ ନୀରବତା ଭାଙ୍ଗିଲେ ସୋନୁ

ମୁମ୍ବାଇ: ମୁମ୍ବାଇ, ଲକ୍ଷ୍ନ‌ୌ, କାନପୁର, ଜୟପୁର, ଦିଲ୍ଲୀ ଏବଂ ଗୁରୁଗାଓଁରେ ଥିବା ସୋନୁ ସୁଦଙ୍କ ସମ୍ପତ୍ତି ଉପରେ ଆୟକର ବିଭାଗର ଚଢଉ ପରେ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି ସୋନୁ ସୁଦ। ସେ କହିଛନ୍ତି ଯେ ସମୟ ତାହା ପାର୍ଶ୍ୱର କାହାଣୀ ସମୟ କହିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ…