Latest Odisha News
Browsing Tag

Sourav Ganguly

ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ସୌରଭ ଗାଙ୍ଗୁଲି

କୋଲକାତା: ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛି କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ଘରେ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ…

ଗାଙ୍ଗୁଲିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ୍ କରି ଗାଙ୍ଗୁଲିଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଗାଙ୍ଗୁଲି ଏବେ ସୁସ୍ଥ ଅନୁଭବ କରୁଥିବା…

‘ଶୀଘ୍ର ଭଲ ହୋଇଯାଆନ୍ତୁ ଦାଦା’, ବାଲୁକା କଳାରେ ସୌରଭଙ୍କ ଆଶୁ ଆରୋଗ୍ୟ କାମନା କଲେ ସୁଦର୍ଶନ

ପୁରୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସେ ଏହି ଉଦ୍ୟମ କରିଛନ୍ତି । ଏଥିରେ ସୌରଭ ଗାଙ୍ଗୁଲିଙ୍କର ପ୍ରତିକୃତି ସହ ଆପଣ…

ସଚିନ-ଗାଙ୍ଗୁଲି-ଦ୍ରାବିଡ କାହିଁକି ଖେଳି ନଥିଲେ ୨୦୦୭ ଟି-୨୦ ଓ୍ୱାର୍ଲଡ କପ୍ ?

ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟିଂ ପାଓ୍ୱାର ହାଉସ୍ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ । ୨୦୦୭ ଟି-୨୦ ବିଶ୍ୱକପ ଟିମର ସଦସ୍ୟ ନଥିଲେ । ତଥାପି ଯୁବ କ୍ରିକେଟରଙ୍କୁ ନେଇ ଭାରତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ୍ ନିଜ ନାଁରେ କରାଇଥିଲା । କାହିଁକି ଟିମ୍ ଇଣ୍ଡିଆର ତତ୍କାଳୀନ…

ସୌରଭ ଗାଙ୍ଗୁଲିଙ୍କ ଭାଇଙ୍କ ସମେତ ପରିବାରର ୪ ଜଣ କୋଭିଡ ପଜିଟିଭ୍

କୋଲକାତା: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାକୟ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସମେତ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ତଥା କ୍ରିକେଟ୍ ଆସୋସିଏସନ୍ ଅଫ୍ ବଙ୍ଗଳାର ସଚିବ ସ୍ନେହାଶିଷ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ କରୋନା…

କରୋନା ମୁକାବିଲା: ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ବିସିସିଆଇ ଦେଲା ୫୧ କୋଟି

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ବିସିସିଆଇର ୫୧ କୋଟି ଟଙ୍କା ସହାୟତା ଘୋଷଣା । ଇଣ୍ଡିଆନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍ ଇଣ୍ଡିଆ(ବିସିସିଆଇ) ପକ୍ଷରୁ ଏ ନେଇ ଶନିବାର ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ବିସିସିଆଇ ଓ ରାଜ୍ୟ କ୍ରିକେଟ ବୋର୍ଡଙ୍କଠାରୁ ଆଦାୟ ଏହି ଅର୍ଥ ରାଶି…

ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ: ବିସିସିଆଇ ମୁଖ୍ୟ ଭାବେ ବାରବାଟୀ ଷ୍ଟାଡିୟମ୍ ଆସିବେ ଗାଙ୍ଗୁଲି

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ ଏକପ୍ରକାର କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଆହୁରି ମଧ୍ୟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏହି ଦିନିକିଆ…