ପୁସ୍ତକ ପରିଚୟ : ହୄଦୟକୁ ରାସ୍ତା
ହୄଦୟକୁ ରାସ୍ତା
ଗାଳ୍ପିକା : ଡ.ସୁଚିତ୍ରା ରଥ
ପ୍ରକାଶନ: ସାଇ ଯମୁନା ପବ୍ଲିକେଶନ୍ସ
ଝାଞ୍ଜିରୀମଙ୍ଗଳା, କଟକ
ମୂଲ୍ୟ : ୧୫୦ଟଙ୍କା
ପୄଷ୍ଠା: ୧୩୬
ଗାଳ୍ପିକା ଡକ୍ଟର ସୁଚିତ୍ରା ରଥଙ୍କ ଗଳ୍ପ ସଙ୍କଳନ 'ହୄଦୟକୁ ରାସ୍ତା' ବାଇଶିଟି ଗଳ୍ପକୁ ନେଇ ବେଶ୍ ପରିପୂର୍ଣ୍ଣ ତା' ନିଜସ୍ବପଣରେ ।…