Latest Odisha News

BREAKING NEWS

Browsing Tag

summon

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇର ସମନ, ଇନସ୍ୟୁରାନ୍ସ ସ୍କାମ ମାମଲାରେ ୨୮ରେ ହେବେ…

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଶୁକ୍ରବାର ସିବିଆଇ ନୋଟିସ ଜାରି କରିଛି । ଜମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ୟକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ ଇନ୍ସୁରାନ୍ସ ଦୁର୍ନୀତି ନେଇ ପଚରାଉଚରା କରିବାକୁ ସିବିଆଇ ନୋଟିସ ପଠାଇଥିବା ଜଣାପଡ଼ିଛି । ସିବିଆଇ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ସମସ୍ୟା ! ମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ସଞ୍ଜୟ ସିଂଙ୍କୁ…

 ଅହମଦାବାଦ : ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗ ଆଧାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ମାନହାନୀ ମାମଲାରେ ସମନ ଜାରି କରିଛନ୍ତି ଗୁଜରାଟର ଅହମଦାବାଦ କୋର୍ଟ । ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲା ରୁଜୁ କରିବା ପରେ କୋର୍ଟ ଏହି ସମନ ଜାରି…

କେନ୍ଦ୍ରକୁ କେଜ୍ରିୱାଲଙ୍କ ଟାର୍ଗେଟ୍ ! କହିଲେ ସିବିଆଇ ଓ ଇଡିର ଦୁରୁପଯାେଗ କରୁଛି କେନ୍ଦ୍ର

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ସିବିଆଇର ସମନ ପରେ ଶନିବାର ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅରବିନ୍ଦ କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସି ଆମ ଆଦମୀ ପାର୍ଟିର ନେତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିର୍ଯାତନା ଦେଉଛି।…

ସାମ୍ବାଦିକଙ୍କ ଠାରୁ ଫୋନ ଛଡ଼ାଇବା ମାମଲାରେ ସଲମାନଙ୍କୁ ହେବନି ସମନ

ମୁମ୍ବାଇ: ବଲିଉଡ ଅଭିନେତା ସବୁବେଳେ କିଛି କିଛି ମାମଲାରେ ଫସୁଛନ୍ତି । ୨୦୧୯ର ଏକ ମାମଲାରେ ତାଙ୍କୁ ଆଜି ମୁମ୍ବାଇ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଜଣେ ସାମ୍ବାଦିକଙ୍କ ଫୋନ ଛଡେଇବା ଘଟଣାରେ ତାଙ୍କୁ ଅନେ୍ଧରୀ କୋର୍ଟ ସମନ ଜାରି କରିଥିଲେ । ଆଜି ଅନେ୍ଧରୀ କୋର୍ଟରେ ତାଙ୍କୁ ହାଜର ହେବା…

ଡ୍ରଗ୍ସ ଲିଙ୍କ: ରେଡ୍ ପରେ ଅର୍ଜୁନ ରାମପାଲଙ୍କୁ NCBର ସମନ୍

ମୁମ୍ବାଇ: ଏନସିବି ତଥା ନାର୍କୋଟିକ୍ସ କଣ୍ଟେ୍ରାଲ ବ୍ୟୁରୋ ରାଡାରରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ । ଡ୍ରଗ୍ସ ଲିଙ୍କ ମାମଲାରେ ସୋମବାର ତଙ୍କ ଘର, ଅଫିସ ଆଦି ରେଡ୍ କରିବା ପରେ ତାଙ୍କୁ ସମନ୍ କରିଛି ଏନସିବି ।ବୁଧବାର ସୁଦ୍ଧା ଏନସିବି ଅଫିସରେ ହାଜର ହେବା ପାଇଁ ସମନ ହୋଇଛି । ରାମପାଲଙ୍କ…

କଙ୍ଗନା ଓ ରଙ୍ଗୋଲିଙ୍କୁ ମୁମ୍ବାଇ ପୋଲିସର ଡାକରା

ମୁମ୍ବାଇ: ବଲଉଡର କୁଇନ୍ କଙ୍ଗନା ରଣୌତଙ୍କୁ ପୁଣି ସମନ୍ । ତାଙ୍କୁ ଏବଂ ତାଙ୍କୁ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ମୁମ୍ବାଇ ପୋଳିସ ସମନ କରିଛି । ସୋସିଆଲ ମିଡିଆରେ କିଛି ଦିନ ତଳେ ବିବାଦୀୟ ବୟାନ ଦେବା ଘଟଣାରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପଚରାଉଚରା ପାଇଁ ୨…

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ସମନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବିତିଗଲାଣି ୧୯ ଦିନ । ଏବେବି ମଧ୍ୟ ତାଙ୍କୁ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଚାରିଆଡେ ଜଷ୍ଟିସ ଫର୍ ସୁଶାନ୍ତ ବୋଲି ଟ୍ରେଣ୍ଡ ଚାଲିଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପ୍ରଶଂସକମାନେ ଅଭିଯୋଗ…