Latest Odisha News

BREAKING NEWS

Browsing Tag

Supreme Court

ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ପାଳନ କରାଯିବ: ପୁରୀ ଗଜପତି

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଛି । ବୈଠକ ସରିବା ପରେ ପ୍ରତିକ୍ରିୟା ରଖି ଗଜପତି ଦିବ୍ୟସିଂହ ଦେବ କହିଛନ୍ତି ଯେ, ସନ୍ଧ୍ୟାରେ ପୁଣିଥରେ ବୈଠକ ବସିବ । ଛତିଶା ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା ହେବ । ମନ୍ଦିର…

ଏବର୍ଷ ହେବନି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦ୍ୱନ୍ଦ୍ୱ ଭିତରେ ଥିବା ଚଳିତ ବର୍ଷର ରଥଯାତ୍ରା ଶେଷରେ ବନ୍ଦ ହୋଇଯାଇଛି । ଚଳିତବର୍ଷ ରଥଯାତ୍ରା ହେବନି ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଫଳରେ ଜୁନ୍ ୨୩ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ ହୋଇଯାଇଛି । ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ…

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଆଉ ଏକ ମାମଲା

ନୂଆଦିଲ୍ଲୀ: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଆଉ ଏକ ମାମଲା ହୋଇଛି । ଭାରତ ବିକାଶ ପରିଷଦ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏହି ମାମଲା କରିଛି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଛି ଭାରତ ବିକାଶ ପରିଷଦ । ରଥଯାତ୍ରା ବନ୍ଦ କରିବାକୁ ଭାରତ ବିକାଶ…

ସଂରକ୍ଷଣ ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁରୁବାର ଏକ ମାମଲାର ଶୁଣାଣି କିର ସଂରକ୍ଷଣ ସମ୍ପର୍କରେ ବଡ ଟିପ୍ପଣି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତାମିଲନାଡୁର ମେଡିକାଲ କଲେଜରେ ଆଡମିସନ ଲାଗି ଓବିସି କୋଟାରେ ଆସନ ସଂରକ୍ଷଣ କରାଯାଉ ନଥିବା ସମ୍ପର୍କିତ ଏକ ଆବେଦନର ଶୁଣାଣି କରି କୋର୍ଟ ସଂରକ୍ଷଣ ଆଇନ ମୌଳିକ ଅଧିକାର ନୁହେଁ…

ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଓ ଭଡା ଦେବେ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଏବେ ତାଲା ବନ୍ଦ ପଡିଛି । ଚାରିଆଡେ ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ । ଏହାରି ଭିତରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରୁଛନ୍ତି । ତେବେ ଫେରିବା ବାଟରେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ସେମାନେ । ଏହାକୁ ନଜରରେ ରଖି…

ପ୍ରବାସୀ ଓଡିଆଙ୍କ ରାଜ୍ୟକୁ ଫେରିବା ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର : ବାହାର ରାଜ୍ୟରେ ଫସିି ରହିଥିବା ପ୍ରବାସୀ ଓଡିଆ ପାଇଁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ବିନା କୋଭିଡ୧୯ ପରୀକ୍ଷାରେ ଓଡିଶା ନ ଆଣିବା ପାଇଁ ଗତକାଲି ଓଡିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଜାରି କରିଛି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । ହାଇକୋର୍ଟଙ୍କ ରାୟ…

କୋଭିଡ୍‌-୧୯: ଘରଭଡ଼ା ଆଦାୟ ନ’କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିିଲ୍ଲୀ: ଲକ୍‌ଡ଼ାଉନ ସମୟରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନ’କରିବା ନେଇ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ପିଟିସନରେ ଏକମାସ ଲାଗି ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନକରିବାକୁ ଆବେଦନ ହୋଇଥିଲା । କେନ୍ଦ୍ର ଗୃହ…

ଗାଡି ବୀମା କମ୍ପାନୀଗୁଡିକ ଇଚ୍ଛାଧୀନ ଭାବରେ ଚାଲିବେ ନାହିଁ, ସୁପ୍ରିମକୋର୍ଟଙ୍କ ନୂତନ ନିର୍ଦ୍ଦେଶନାମା ଜାରି

ଭାରତରେ ଲୋକମାନେ ଗାଡି କିଣିବା ପୂର୍ବରୁ ବହୁ ସମୟ ଅତିବାହିତ କରନ୍ତି, ଏହାର ମଡେଲ, ରଙ୍ଗ, ମାଇଲେଜ୍, କିନ୍ତୁ ଗାଡିର ବୀମା ପ୍ରତି ଅବହେଳା କରନ୍ତି | ଅନେକ ଲୋକ ଏହା ବିଷୟରେ ଅବଗତ ହୁଅନ୍ତି ଯେତେବେଳେ ସେମାନେ ଦୁର୍ଘଟଣାର ଶିକାର ହୁଅନ୍ତି, ଏବଂ ବୀମା କମ୍ପାନୀଗୁଡିକ ବୀମା ରାଶି ଦେବାକୁ…

ନିର୍ଭୟା ମାମଲାରେ ନୂଆ ଡେଥ୍ ୱାରେଣ୍ଟ ପିଟିସନର ଶୁଣାଣି କରିବେ ପଟିଆଲା ହାଉସ୍ କୋର୍ଟ

ନୂଆଦିଲ୍ଳୀ: ନିର୍ଭୟାଙ୍କ ଚାରି ଦୋଷୀ ଫାଶୀ ଖୁଣ୍ଟରେ କେବେ ଝୁଲିବେ? ଦୁଇ ଦୁଇ ଥର ଫାଶୀ ତାରିଖ ଘୁଞ୍ଚିବା ପରେ ଆଜି ନୂଆ ଡେଥ୍ ୱାରେଣ୍ଟ ଜାରି କରି ପାରନ୍ତି ପଟିଆଲା ହାଉସ୍ କୋର୍ଟ । ଏସମ୍ପର୍କିତ ପିଟିସନର ଆଜି ଶୁଣାଣି ରହିଛି । ନୂଆ ଡେଥ୍ ୱାରେଣ୍ଟ ଜାରି କରିବା ପାଇଁ ଗତକାଲି ପିଟିସନ୍…

ଅଯୋଧ୍ୟା ମାମଲା: ଆଗତ ରିଭ୍ୟୁ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ରାୟ ବିରୋଧରେ ଦାଏର କରାଯାଇଥିବା ରିଭ୍ୟୁ ପିଟିସନ ଉପରେ ଗୁରୁବାର ଦିନ ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ…