Latest Odisha News

BREAKING NEWS

Browsing Tag

surgery

ଶରଦ ପାୱାରଙ୍କ ସର୍ଜରୀ ସଫଳତାର ସହ ଶେଷ, ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସୂଚନା 

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସଜୟରୀ ସଫଳତାର ସହ ଶେଷ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଗତକାଲି ବିଳମ୍ୱିତ ରାତିରେ ଏହି ସର୍ଜରୀ ହୋଇଥିଲା ।  ପାଓ୍ୱାରଙ୍କ ଗଲବ୍ଲାଡରରେ ଷ୍ଟୋନ ହୋଇଥିଲା । ତେବେ ସଫଳତାର ସହ ଏହାକୁ ବାହାର କରାଯାଇଛି ବୋଲି…

ବାଜୁଥିଲା ପିୟାନୋ, ଚାଲିଥିଲା ସର୍ଜରୀ !

ଭୁବନେଶ୍ୱର: ସାଧାରଣତଃ ଅପରେଶନ ଥିଏଟରରେ ସର୍ଜରୀ ସମୟରେ ଅନେକ ବୈଜ୍ଞାନିକ ଉପକରଣର ଶବ୍ଦ ଶୁଣିବାକୁ ମିଳିଥାଏ । ହେଲେ ଜଣେ ନାବାଳକର ସର୍ଜରୀ ସମୟରେ କିନ୍ତୁ ବ୍ୟତିକ୍ରିମ ଘଟିଥିଲା । ବୈଜ୍ଞାନିକ ଉପକରଣର ଶବ୍ଦ ବଦଳରେ ଶୁଭିଥିଲା ପିୟାନୋର ସୁମଧୁର ସଙ୍ଗୀତ । ଫଳରେ ସର୍ଜରୀ ସଫଳ ହେବା ସହ…

ହସ୍ପିଟାଲରେ ଭର୍ତ୍ତି ହେଲେ ରଣଦୀପ ହୁଡ୍ଡା !

ମୁମ୍ବାଇ: ଭର୍ସାଟାଇଲ୍ ଆକ୍ଟର ରଣଦୀପ ହୁଡ୍ଡା ଏବେ ହସ୍ପିଟାଲରେ । ଆଜି ସକାଳେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅନେକ ଲୋକ କରୋନା ସହ ରଣଦୀପଙ୍କୁ ଯୋଡିଥିଲାବେଳେ ସେ କିନ୍ତୁ ଏକ ଭିନ୍ନ କାରଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

ଶିଶୁର ଶ୍ୱାସନଳୀରୁ ବାହାରିଲା ହୁଇସିଲ୍‌; ସମ୍ ଅଲ୍ଟିମେଟ୍ ମେଡି କେୟାରରେ ବିରଳ ଅସ୍ତ୍ରୋପଚାର !

ଭୁବନେଶ୍ୱର, ମାର୍ଚ୍ଚ୩୦: ୪ବର୍ଷର ଝିଅର ଶ୍ୱାସନଳୀରେ ଅଟକି ରହିଥିଲା ହୁଇସିଲ୍ । ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲର ଡାକ୍ତରୀ ଦଳ । ସୋନପୁରର ମିନୁ ମିଶ୍ର ନାମକ ଜଣେ ଶିଶୁ କନ୍ୟାଟି ହୁଇସିଲ ସହ ଖେଳୁଥିବାବେଳେ ଭୁଲରେ ଏହାକୁ…