Latest Odisha News

BREAKING NEWS

Browsing Tag

Suspended

ନୟାଗଡ ହାତୀ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ୨ ବନ କର୍ମଚାରୀ

ନୟାଗଡ : ବନଖଣ୍ଡ ଅଧିକାରୀ (ଡିଏଫଓ) ଶୁକ୍ରବାର ଦିନ କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ନୟାଗଡ ଜିଲ୍ଲା ପଞ୍ଚରିଡା ରେଞ୍ଜରେ ମୁତୟନ ହୋଇଥିବା ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତଙ୍କ ମଧ୍ୟରେ ଫରେଷ୍ଟର କୈଳାଶ ପ୍ରଧାନ ଓ ଫରେଷ୍ଟ ଗାର୍ଡ ବିଶ୍ୱଜିତ ସାମନ୍ତରା ରହିଛନ୍ତି…

ବାତ୍ୟା ‘ଫନି’ ବେଳେ କର୍ତ୍ତବ୍ୟରେ ଅବହେଳା କରି ନିଲମ୍ବିତ ହେଲେ ପୁରୀର ୪ ଡାକ୍ତର

ଭୁବନେଶ୍ୱର : ବାତ୍ୟା ‘ଫୋନି’ ବେଳେ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ରାଜ୍ୟ ସରକାର ଶନିବାର ଦିନ ପୁରୀ ଜିଲ୍ଲାର ୪ ଜଣ ଡାକ୍ତରଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ହୋଇଥିବା ୪ ଜଣ ଡାକ୍ତର ହେଲେ- ଚିଲିକା-ନୂଆପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ୨ ଜଣ ଡାକ୍ତର…

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ନିଲମ୍ବିତ ହେଲେ ନେତା

ଭୁବନେଶ୍ୱର : ବିଜେଡ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଜଣେ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରିଛନ୍ତି । ବିଜେଡିରୁ ନିଲମ୍ବିତ ହୋଇଥିବା ନେତା ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକର ପାର୍ଟି ପ୍ରେସିଡେଣ୍ଟ୍ ଏସକେ…

ନିଲମ୍ବିତ ହେଲେ ୩ ପୋଲିଂ କର୍ମଚାରୀ

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ସମୟରେ ଯାଜପୁର ଜିଲ୍ଲାପାଳ ଓ ରିଟନିଂ ଅଧିକାରୀ ସୋମବାର ଦିନ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ୩ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଜିଲ୍ଲାପାଳ ୧୯୧ ବୁଥର ପ୍ରିଜାଉଡିଂ…

କାର୍ଯ୍ୟରେ ଅବହେଳା ଲାଗି ବରଗଡରେ ୬ ପୋଲିଂ କର୍ମଚାରୀ ନିଲମ୍ବିତ

ବରଗଡ : ନିର୍ବାଚନ ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରୀପାଠି । ନିଲମ୍ବିତ ହୋଇଥିବା କର୍ମଚାରୀମାନଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଏବଂ ୩ ଜଣ ସେକ୍ଟର ଅଫିସର ରହିଛନ୍ତି । ସେମାନଙ୍କ ମଧ୍ୟରେ…