Latest Odisha News

BREAKING NEWS

Browsing Tag

Suspended

[ଭାଇରାଲ୍ ଭିଡିଓ] ମାଗଣାରେ ମାଡ ଖାଉଛି ସର୍ବହରା ଜନତା !

ଉତ୍ତରପ୍ରଦେଶ: ସତରେ କ'ଣ କରୋନା କାଳରେ ଅଲୋଡା ସାଧାରଣ ଜନତା ? ସାରା ବିଶ୍ୱ ଠପ୍ ପଡିଥିବାବେଳେ ପଡିଉଠି ମୁଣ୍ଡ ଟେକିବାକୁ ଚେଷ୍ଟା କରୁଛନ୍ତି ନୀରିହ ଜନତା । ହେଲେ କିଛି ଉଦ୍ଦେଶ୍ୟହୀନ ସରକାରୀ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ସମଗ୍ର ପ୍ରଶାସନ । ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରୁ…

ଓଏଏସ୍ ଅନିଶା ଦାସ ନିଲମ୍ବିତ

ଭୁୁବନେଶ୍ୱର: ଓଏଏସ ଅଧିକାରୀ ଅନିଶା ଦାସଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । କାର‌୍ୟ୍ୟରେ ଅବହେଳା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଡକ୍ୱାର୍ଟର ନଛାଡିବାକୁ ଅନିଶାଙ୍କୁ…

ଆଇପିଏସ୍ ବସନ୍ତ ରଥ ସସ୍‌ପେଣ୍ଡ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରରେ ଅବସ୍ଥାପିତ ଓଡ଼ିଆ ପୁଅ ଆପିଏସ୍ ବସନ୍ତ ରଥ ସସ୍‌ପେଣ୍ଡ ହୋଇଛନ୍ତି । ସେ ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚ୍‌ରଣ କରିଥିବା ଯୋଗୁଁ ୨୦୦୦ ମସିହା ବ୍ୟାଚ୍‌ର ଅଫିସର ବସନ୍ତ ରଥଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି ।ଡିଜିପିଙ୍କ ବିନା ଅନୁମତିରେ…

ଜୁଲାଇ ୧୫ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଳୀ: ଜୁଲାଇ ୧୫ ଯାଏଁ ସ୍ଥଗିତ ହେଲା ଅନ୍ତର୍ଜାତୀୟ ବିମାନ ସେବା । କରୋନା ସଂକ୍ରମତଣ ବୃଦ୍ଧିକୁ ଦେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତଥା ଡିଜିସିଏ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଅନ୍ତର୍ଜାତୀୟ କାର୍ଗୋ ଅପରେସନ୍ ଏବଂ ବିମାନ ଚଳାଚଳ ନିୟନ୍ତ୍ରକ ଦ୍ୱାରା…

ବୃଦ୍ଧାଙ୍କୁ ଖଟିଆରେ ଘୋଷାଡି ବ୍ୟାଙ୍କ ନେବା ଘଟଣା, ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ନୂଆପଡା: ଦୁଇ ଦିନ ତଳେ ନୂଆପଡା ଜିଲ୍ଲାରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଥିଲା । ମ୍ୟାନେଜରଙ୍କ କହିବାନୁସାରେ ଜଣେ ଝିଅ ଚାଲିବାକୁ ଅକ୍ଷମ ଥିବା ମା’ଙ୍କୁ ଜନଧନ ଯୋଜନାର ଟଙ୍କା ଉଠାଇବା ପାଇଁ ବାଧ୍ୟ ହୋଇ ଖଟରେ ଘୋଷାଡି ବ୍ୟାଙ୍କ ପର୍ଯ୍ୟନ୍ତ ନେଇଥିଲେ । ଏହି ଘଟଣାର ଦୃଶ୍ୟ ସୋସିଆଲ…

ମଦ ବୋତଲ ସହ ସେଲଫି; ନିଲମ୍ବିତ ହେଲେ ୩ ରେଭେନ୍ୟୁ ଅଫିସର !

ମଧ୍ୟପ୍ରଦେଶ: ରାଇସେନ୍ ଜିଲ୍ଲାରେ ମଦ ବୋତଲ ଧରି ଫଟୋ ଉଠାଇବା ତିନିଜଣ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ମହଙ୍ଗା ପଡିଛି । ତିନି ଅଧିକାରୀ ମଦ ବୋତଲ ଧରି ଏକ ଫଟୋ ଉଠାଇ ପରେ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ । Madhya Pradesh: 3 revenue department officials have been…

ଗର୍‌ବାରେ ନାଚି ନିଲମ୍ବନ ହେଲେ ମହିଳା ପୋଲିସ ଇନ୍ସପେକ୍ଟର !

ଭୋପାଳ: ଲକ୍‌-ଡାଉନରେ ଗର୍‌ବା ଖେଳି ଜଣେ ମହିଳା ପୋଲିସ କର୍ମଚାରୀ ନିଲମ୍ବିତ । ସୋସାଇଟି ଲକ୍‌-ଡାଉନ୍ ଥିବାବେଳେ ସାଥୀ କର୍ମଚାରୀଙ୍କ ସହ ନାଚିବା ଓ ସାମାଜିକ ଦୂରତ୍ୱ ଅବଲମ୍ବନ ନ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । બોપલમાં સોસાયટીમાં ગરબા ગાતા મહિલા પોલીસ…

କାର୍ଯ୍ୟରେ ଅବହେଳା ଅଭିଯୋଗରେ ପୋଲିସ ବାବୁ ନିଲମ୍ବିତ

ସମ୍ବଲପୁର: କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ସମ୍ବଲପୁରର ଅଇଁଠାପଲ୍ଲୀ ଥାନାର ସବ୍ ଇନସପେକ୍ଟର ଜୁଗଳ କିଶୋର ଶାଙ୍କୁ ନିଲମ୍ବିତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଏକ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ବିଳମ୍ବ କରିଥିବାରୁ ଏସଆଇଙ୍କୁ ନିଲମ୍ବନ କରାଯାଇଥିବା ନେଇ…

ଚାଉଳ ଚୋରା କାରବାର ଘଟଣାରେ ରେଲୱେ ପୋଲିସର ୪ କର୍ମୀ ନିଲମ୍ବିତ

ଝାରସୁଗୁଡା: କର୍ତ୍ତବ୍ୟରେ ଅବହେଳା ତଥା ଚାଉଳ ଚୋରା କାରବାର ଘଟଣାରେ ଆରପିଏଫ୍ ଡିଜି ରେଲୱେ ପୋଲିସର ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଆରପିଏଫ୍ ଇନ୍ସପେକ୍ଟର ଏଲ୍ କେ ଦାସ, ଏଏସଆଇ ଏସ.କେ କୁମାର , ହାବିଲଦାର ଆର.ଭି ଠାକୁର ଓ ଡି ବକ୍ସଲା ।…

ସୁନ୍ଦରଗଡରେ ‘୫ଟି’ ସଚିବ ପାଣ୍ଡିଆନ୍; କାର୍ଯ୍ୟରେ ଅବହେଳା ନେଇ ସିଡିଏମଓ ନିଲମ୍ବିତ ଓ ଜିଲ୍ଲାପାଳଙ୍କୁ ନୋଟିସ୍

ସୁନ୍ଦରଗଡ: କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ଓଡିଶା ସରକାର ରବିବାର ଦିନ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ (ସିଡିଏମଓ) ପଙ୍କଜ ପଟେଲଙ୍କୁ ନିଲମ୍ବିତ କରିଛନ୍ତି। ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ “ମୋ ସରକାର” କାର୍ଯ୍ୟକାରିତାରେ…