Latest Odisha News

BREAKING NEWS

Browsing Tag

Swargadwar

ପୁରୀ ସ୍ୱର୍ଗଦ୍ୱାରରେ ଏଣିକି ଗୋବର ଘଷିରେ ହେବ ଶବଦାହ

ଭୁବନେଶ୍ୱର: ଓଡିଶା ସରକାର ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଜାଳେଣି କାଠ ବଦଳରେ ଗୋବର ଘଷି ବ୍ୟବହାର ଉପରେ ଚିନ୍ତା କରୁଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଙ୍ଗଳବାର ସୂଚନା ଦେଇଛନ୍ତି। ଶବଦାହ କରିବା ପାଇଁ ଗୋବର ଭିତ୍ତିକ ଜୈବ ଇନ୍ଧନ…

ଜୀବିତ ଭାବି ଶ୍ମଶାନରୁ ପୁଅର ଶବକୁ ବୋହିନେଲେ ଡାକ୍ତରଖାନା

ପୁରୀ : କାନ୍ଦ ବୋବାଳିରେ ଫାଟି ପଡୁଥିଲା ସ୍ୱର୍ଗଦ୍ୱାର । ୧୫ବର୍ଷର ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲେ ଜନ୍ମକଲା ମା,ବାପା  । ସ୍ଵର୍ଗଦ୍ୱାରରେ ଜୁଇରେ ପିଲାଟିକୁ ଦାହ କରିବାକୁ ଚାଲିଥିଲା ପ୍ରସ୍ତୁତି  । ହଠାତ କେହିଜଣେ ପିଲାଟି ବଞ୍ଚିଥିବାର ଅନୁଭବ କଲେ ।ସମସ୍ତେ ଯେମିତି ଚଳଚଞ୍ଚଳ ହେଇଗଲେ ।…

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା, ଜାଣନ୍ତୁ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଜାରି ଥିବା ଶବଦାହ କଟକଣାକୁ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଠାଇବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ “ବର୍ତ୍ତମାନର କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ ଆମେ ପୁରୀ ସ୍ୱର୍ଗଦ୍ୱାରରେ ଲାଗୁ କରାଯାଇଥିବା…

କାଲିଠୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ମନା

ପୁରୀ: କରୋନା ପାଇଁ ଆସନ୍ତାକାଲି ଠାରୁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଉପରେ ଲାଗିଲା କଟକଣା । ପୁରୀ ଜିଲ୍ଲା ବାହାରୁ କୌଣସି ବ୍ୟକ୍ତିଙ୍କ ମୃତଦେହ ଓ ତାଙ୍କ ସମ୍ପର୍କୀୟ ପୁରୀ ସ୍ୱର୍ଗଦ୍ବାରକୁ ଆସିପାରିବ ନାହିଁ । ଏହାସହିତ ସମୁଦ୍ରକୂଳରେ ଅସ୍ଥି ବିସର୍ଜନ ମଧ୍ୟ ହୋଇପାରିବ ନାହିଁ। ପୁରୀ…

ଲକ୍‌ଡାଉନରେ ଖାଁ ଖାଁ ଲାଗୁଛି ପୁରୀ ସ୍ୱର୍ଗଦ୍ୱାର; ହ୍ରାସ ପାଉଛି ଦୈନିକ ଶବଦାହ

ପୁରୀ: ଓଡ଼ିଶାରେ ଏବେ ଚାଲିଥିବା ଲକ୍‌ଡାଉନ୍ ଯୋଗୁଁ ପୁରୀ ସହର ଜନଶୂନ୍ୟ ହୋଇପଡ଼ିଛି । ଏହାସାଙ୍ଗକୁ ବେଳାଭୂମି ଓ ସ୍ୱର୍ଗଦ୍ୱାର ମଧ୍ୟ ଲକ୍‌ଡାଉନ୍ ପ୍ରଭାବରେ ଖାଁ ଖାଁ ଲାଗୁଛି । କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ଲକ୍‌ଡ଼ାଉନ୍ ଘୋଷଣା ହେବା ପୂର୍ବରୁ ସ୍ୱର୍ଗଦ୍ୱାରରେ ଦୈନିକ ୧୦୦ଟି ଶବଦାହ…