Latest Odisha News

BREAKING NEWS

Browsing Tag

Tamil Nadu

ତାମିଲନାଡୁର ୧୫ ଜଣ ମତ୍ସ୍ୟଜୀବୀ ଗିରଫ ସହ ୨ ବୋଟ ଜବତ କଲା ଶ୍ରୀଲଙ୍କା ନୌସେନା

ନୂଆଦିଲ୍ଲୀ : ମାଛ ଧରିବା ଅଭିଯୋଗରେ ୧୫ ଜଣ ମତ୍ସ୍ୟଜୀବୀ ଗିରଫ । ଗତକାଲି ସନ୍ଧ୍ୟାରେ ପ୍ରାୟ ୨୫୦୦ମତ୍ସ୍ୟଜୀବୀ ୪୦୦ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ। ଧନୁଷ୍କୋଡି ଏବଂ ଥାଲାମନାନାର ନିକଟରେ ମାଛ ଧରିବାବେଳେ ଶ୍ରୀଲଙ୍କା ନୌସେନା ପେଟ୍ରୋଲିଂ କରି ସେମାନଙ୍କୁ  ଧରିଥିଲେ । ସାମୁଦ୍ରିକ…

ତାମିଲ ଝିଅ ଙ୍କୁ ବିବାହ କରିବା କୁ ଆସିଲା ରାହୁଲଙ୍କୁ ପ୍ରସ୍ତାବ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ସଦସ୍ୟମାନେ ବର୍ତ୍ତମାନ ୧୫୦ଦିନିଆ 'ଭାରତ ଯୋଡୋ' ଯାତ୍ରାରେ ଅଛନ୍ତି। ସେ ଏହି ପଦ ଯାତ୍ରା କୁ ତାଙ୍କର ତପସ୍ୟା ବୋଲି କହିଛନ୍ତି। ତୃଣମୂଳ ସ୍ତରରେ ପହଞ୍ଚି କିପରି ଲୋକ ମାନଙ୍କ ସହ ସେ ଯୋଡି ହୋଇ ପାରିବେ ତାହା ଉପରେ ସେ ବିଶେଷ…

କରୋନା ପ୍ୟାକେଜ୍ ଭାବେ ପ୍ରତି ପରିବାରକୁ ୪ ହଜାର ଟଙ୍କା ଦେବେ ସରକାର

ଚେନ୍ନାଇ: ତାମିଲନାଡ଼ରୁ ମୁଖ୍ୟମନ୍ତ୍ରୀ ଭାବେ ଏମ.କେ ଷ୍ଟାଲିନ୍ ଆଜି ଶପଥ ନେଇଛନ୍ତି । ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିବା ଷ୍ଟାଲିନ୍ ଦାୟିତ୍ୱ ଗ୍ରହଣର ପ୍ରଥମ ଦିନରେ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦାୟିତ୍ୱ ଗ୍ରହଣ ପରେ ସେ ପ୍ରଥମେ କରୋନା ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ।…

ମରିବା ପାଇଁ ଫ୍ରିଜ ବାକ୍ସରେ ଛାଡିଦେଲେ ପରିବାର ଲୋକେ; ଭିଡ଼ିଓ ହେଲା ଭାଇରାଲ

ସାଲେମ: ସାଧାରଣରେ ଆତଙ୍କ ସୃଷ୍ଟି କରିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି । ସୂଚନାଅନୁଯାୟୀ, ଜଣେ ୭୪ ବର୍ଷ ବୟସ୍କ ଗୁରୁତର ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ଏକ ଫ୍ରିଜ ବାକ୍ସରୁ ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ପରିବାର ଲୋକେ…

କଂଗ୍ରେସ ଛାଡିଲେ ଖୁସବୁ

ଚେନ୍ନାଇ: କଂଗ୍ରେସକୁ ପୁଣି ଝଟ୍‌କା । ଦଳ ଛାଡିଲେ ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ସୁନ୍ଦର । ସେ ଆଜି କଂଗ୍ରେସକୁ ବାଏ ବାଏ କହିଛନ୍ତି । ଦୀର୍ଘ ୬ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିବା ଖୁସବୁ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ…