ସମ୍ଭାବ୍ୟ ବାତ୍ୟା ‘ନିଭାର’କୁ ଦୃଷ୍ଟିରେ ରଖି ରାଜ୍ୟରେ ଛୁଟି ଘୋଷଣା
ହାଇଦ୍ରାବାଦ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହୋଇଛି। ନଭେମ୍ବର ୨୫ ତାରିଖରେ ଏହା ତାମିଲନାଡୁର ମାଲାପୁରମ୍ ଏବଂ ପୁଡୁଚେରୀର କରାଇକାଲ୍ ଉପକୂଳ ଦେଇ ବାତ୍ୟା 'ନିଭାର' ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଅଧିକ ପଢନ୍ତୁ-ବଙ୍ଗୋପସାଗରରେ ବଳ ଗୋଟାଉଛି…