Latest Odisha News

BREAKING NEWS

Browsing Tag

TaraPrasad Bahinipati

ସାଇକେଲ ଚଢ଼ି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ, ତୈଳ ଦର ବୃଦ୍ଧି ପ୍ରତିବାଦ

ଭୁବନେଶ୍ୱର: ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ । ଶହେ ଟଙ୍କା ପାଖାପାଖି ହେଲାଣି ପେଟ୍ରୋଲ ଓ ଡିଜେଲ ଦାମ୍ । ତୈଳ ଦର ବୃଦ୍ଧିର ପ୍ରତିବାଦରେ ସାଇକେଲ୍ ଚଢ଼ି ବିଧାନସଭା ଆସିଲେ କଂଗ୍ରେସ ବିଧାୟକ । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାଇକେଲ୍ ଚଳାଇ ବିଧାନସଭା ଆସିଥିଲେ ।…

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆତ୍ମହତ୍ୟା କରିବାକୁ ଧମକ ଦେଲେ ତାରା ବାହିନୀପତି

ଭୁବନେଶ୍ୱର: ରାଜ୍ୟରେ ୧୪ ହଜାର ସ୍କୁଲ ବନ୍ଦ ହେବା ପ୍ରସଙ୍ଗରେ ଆଜି ଗୃହରେ ହୋହାଲ୍ଲା ଲାଗି ରହିଥିବା ବେଳେ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆତ୍ମହୂତି ଦେବେ ବୋଲି ଧମକ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସେ ବେକକାଟି ମରିବେ ବୋଲି କହିଛନ୍ତି । ଏ ନେଇ…

ପିସିସି ରେସ୍‌ରେ ମୁଁ ନାହିଁ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ପରିବର୍ତ୍ତନ ନେଇ ଦିଲ୍ଲୀରେ ଚର୍ଚା ଜୋରଧରିଥିବା ବେଳେ ରାଜ୍ୟରେ ବି ପିସିସି ମୁଖିଆ ପରିବର୍ତ୍ତନ ନେଇ ଜୋର ଧରିଛି ଅଙ୍କକଷା । ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି, ସେ ପିସିସି ଦୌଡରେ ନାହାଁନ୍ତି । ସେ କେବେ କୌଣସି ସଭାପତିଙ୍କୁ ବିରୋଧ…

ବଦଳିବେ କି ରାଜ୍ୟ କଂଗ୍ରେସ ସଭାପତି? ମେଳି ବାନ୍ଧିଲେ ବିଧାୟକ

ଭୁବନେଶ୍ୱର: ସିଡବ୍ଲୁସି ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସ ବାନ୍ଧିଛି ମେଳି । ରାଜ୍ୟ କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ କଂଗ୍ରେସ ନେତାଙ୍କ ଏକ ବୈଠକ ବସିଥିଲା । ଏଥିରେ…

ରାଜ୍ୟର ୧୦ଟି ଜିଲ୍ଲାରେ କମ୍ ବର୍ଷା, ମରୁଡି ଆଶଙ୍କା

ଭୁୁବନେଶ୍ୱର: ରାଜ୍ୟରେ ଏଥର ମୌସୁମୀ ସଅଳ ଆସିଲା । ହେଲେ ଉଭାନ ହୋଇଯାଇଛି ବର୍ଷା । ଜୁନ୍ ଆରମ୍ଭରୁ ଜୁଲାଇ ୨୧ ତାରିଖ ଯାଏ ରାଜ୍ୟର ୧୦ଟି ଜିଲ୍ଲାରେ କମ୍ ବର୍ଷା ହୋଇଛି । ଫଳରେ ୧୧ଟି ଜିଲ୍ଲାରେ ମରୁଡି ଆଶଙ୍କା ଉପୁଜିଛି । ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଛି ।…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ: ଆରମ୍ଭ ହେଲା ଉପନିର୍ବାଚନ ଅଙ୍କକଷା

ଭୁୁବନେଶ୍ୱର: କରୋନା ମହାମାରୀ ଭିତରେ ଓଡିଶାରେ ଖାଲି ପଡିଥିବା ଦୁଇ ଦୁଇଟି ଆସନରେ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ କେଉଁ ଦଳର କିଏ ପ୍ରାର୍ଥୀ ହେବ ସେନେଇ ଆଶା ଆଶଙ୍କା ଭିତରେ ବାଲେଶ୍ୱର ସଦର ପାଇଁ ନବଜ୍ୟୋତି ପଟ୍ଟନାୟକଙ୍କ ନାଁ…