Latest Odisha News

BREAKING NEWS

Browsing Tag

Tata Power

ଆଇଟିଇଆର୍ ଓ ଟାଟା ପାୱାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଏବଂ ଟାଟା ପାୱାର କମ୍ପାନୀ ଲିମିଟେଡ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ଓ ସ୍ମାର୍ଟ ଗ୍ରିଡ କ୍ଷେତ୍ରରେ ଆଦାନପ୍ରଦାନ ନିମନ୍ତେ ମଙ୍ଗଳବାର ଦିନ ଏକ ବୁଝାମଣାପତ୍ର…

ଓଡ଼ିଶାର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସହ ହାତ ମିଳାଇଲା ଟାଟା ପାୱାର

ଭୁବନେଶ୍ୱର: ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ଲାଗି ଟାଟା ପାୱାର ପକ୍ଷରୁ ଯୁବବର୍ଗଙ୍କୁ ସଦାସର୍ବଦା ସହାୟତା ପ୍ରଦାନ ସହ ସଶକ୍ତ କରାଯାଉଛି । ସେହି ପ୍ରତିବଦ୍ଧତା ଅନୁସାରେ କଂପାନି ପକ୍ଷରୁ ଭୁବନେଶ୍ୱରର ଦୁଇଟି ଅଗ୍ରଣୀ ବିଶ୍ୱବିଦ୍ୟାଳୟ-କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍…

ଟାଟା ପାୱାର ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ, ସୋମବାରଠାରୁ ବିଦ୍ୟୁତ୍ ଶ୍ରମିକଙ୍କ ଧାରଣା

ଭୁବନେଶ୍ୱର: ଟାଟା ପାୱାର ବିରୋଧରେ ଆନ୍ଦୋଳନ କରିବ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ। ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ସୋମବାରଠାରୁ ଧାରଣାରେ ବସିବେ ବିଦ୍ୟୁତ୍ ଶ୍ରମିକ। ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଡାକରାରେ ଟିପିସିଓଡିଏଲ୍ ମୁଖ୍ୟ ଦପ୍ତର ସମ୍ମୁଖରେ ଶ୍ରମିକମାନେ ଧାରଣାରେ…

ବିଦ୍ୟୁତ୍ କାଟ୍ ପରେ ବିଲିଂରେ ବି ଟାଟା ପାୱାରର ମନମାନି, ଟ୍ୱିଟରରେ ଜବାବ ମାଗିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଥମୁନି ଟାଟା ପାୱାରର ଶୋଷଣ । ଖରା ଦିନେ ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ ହନ୍ତସନ୍ତ କରିଥିଲା । ଏବେ ଟାଟା ପାୱାର ମାସିକ ୩୦ ଦିନକୁ ୪୦ ଦିନ କରି ସାରିଲାଣି । ଏକଥା ଆମେ କହୁନୁ ବରଂ ଟାଟା ପାୱାର ଗ୍ରାହକଙ୍କୁ ଦେଉଥିବା ବିଦ୍ୟୁତ୍ ବିଲ୍ କହୁଛି । ଏନେଇ କଟକର ଜଣେ ଗ୍ରାହକ…

ବିଜୁଳି କାଟକୁ ନେଇ ବର୍ଷିଲା ବିଜେପି, କହିଲା ‘ଟାଟା ପାୱାର ସହ ଚୁକ୍ତି ବାତିଲ୍ କରୁ ରାଜ୍ୟ ସରକାର’

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ସର୍ବଦା ବାଃ ବାଃ ନେଉଥିବାବେଳେ ବିଜୁଳି ସମସ୍ୟା ତାଙ୍କର ଅସଲ ମୁଖାକୁ ପଦାରେ ପକାଇଛି । ଓଡ଼ିଶାରେ ସର୍ବଦା ଅଘୋଷିତ ବିଦ୍ୟୁତ କାଟ ହେଉଥିବାରୁ ସାଧାରଣ ଉପଭୋକ୍ତା ଯମ ଯନ୍ତ୍ରଣା ଅନୁଭବ କରୁଛନ୍ତି । ରାଜ୍ୟ ସରକାରଙ୍କ ମୌଳିକ ଅଧିକାର…

୧୪ ଓ ୧୫ ତାରିଖରେ ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପଭୋକ୍ତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ…

ଗୋଟିଏ ମିସ୍‌ଡ କଲ୍‌ରେ ମିଳିବ ନୂତନ ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ୱର: କେନ୍ଦ୍ର ଓଡ଼ିଶାରେ ବିଦ୍ୟୁତ୍ ବଂଟନ ଦାୟିତ୍ୱରେ ଥିବା ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ସ୍ୱଚ୍ଛତାରେ ଉନ୍ନତି ଆଣିବା ଓ ଗ୍ରାହକଙ୍କ ସୁବିଧାକୁ ନିଶ୍ଚିତ କରିବା ଲାଗି ଉଲ୍ଲେଖନୀୟ ଉନ୍ନତି…

ଟାଟା ପାଓ୍ୱାର ଉଚ୍ଚ ଶକ୍ତିସମ୍ପନ୍ନ ଟାଓ୍ୱାରକୁ ବିରୋଧ କରି ବିନିକା ବନ୍ଦ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବିନିକାରେ ବନ୍ଦ ପାଳନ । ସକାଳ ୬ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨  ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଜନସାଧାରଣ । ଟାଟା ପାୱାର କମ୍ପାନୀର ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତା ଟାଓ୍ୱାରକୁ ବିରୋଧ କରି ବନ୍ଦ ପାଳନ କରିଛନ୍ତି ବିନିକାବାସୀ । ଓପିଟିସିଏଲ…

ଟିପିସିଓଡିଏଲର ‘ଗାଁକୁ ଚାଲ’ ଅଭିଯାନ; ଅଭିଯୋଗ ଶୁଣାଣି ସହ ଗ୍ରାହକଙ୍କ ନିକଟତର ହେଉଛି କମ୍ପାନୀ

ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିସିଓଡିଏଲ) ପକ୍ଷରୁ ‘ଗାଁକୁ ଚାଲ’ ଅଭିଯାନ ଆରମ୍ଭ ହୋଇଛି । ଗ୍ରାମୀଣ ଅଞ୍ଚଳରେ ପହଞ୍ଚି ବିଦ୍ୟୁତ ସଂଯୋଗ ସଂପର୍କିତ ପ୍ରଶ୍ନ ଓ ଅଭିଯୋଗ, ବିଲ ପେମେ ସଂପର୍କିତ ସ୍ପଷ୍ଟୀକରଣ ଓ ଅଭିଯୋଗ ଏବଂ ଶକ୍ତି ସଞ୍ଚୟ ସଂପର୍କିତ…